ଓଡିଆ ସିରିଏଲ “ହେ ପ୍ରଭୁ” ର କଳାକାର ମାନଙ୍କ ପ୍ରକୃତ ବୟସ କେତେ ? କଣ ଆପଣ ଜାଣନ୍ତି ?

ଓଲିଉଡ ଜଗତରେ ଅଭିନୟ କରି କଳାକାର ମାନେ ନିଜର ଜବରଦସ୍ତ ପର୍ଫୋମାସ ପାଇଁ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । କିଛି କଳାକାର ମାନେ ନିଜର ସୁନ୍ଦରତା ପାଇଁ ତ ଆଉ କିଛି କଳାକାର ମାନେ ନିଜର ସ୍ମାର୍ଟନେସ ଓ ପର୍ଶନାଲିଟି ପାଇଁ ମଧ୍ୟ ବେସ ଚର୍ଚ୍ଚାରେ ରହି ଆସିଛନ୍ତି ।

ଠିକ ସେହିଭଳି ଟେଲିଭିଜନ ଦୁନିଆରେ ମଧ୍ୟ କଳାକାର ମାନେ ନିଜର ଅଭିନୟ ଜରିଆରେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଘର ସୃଷ୍ଟି କରି ପାରିଛନ୍ତି । ଏମାନେ ମଧ୍ୟ ଫିଲ୍ମ କଳାକାର ମାନକ ଠାରୁ କିଛି କମ ନୁହନ୍ତି । ଆଜି ଆମେ ଆପଣ ମାଙ୍କଉ ଟିଭି ସିରିଏଲ “ହେ ପ୍ରଭୁ” ରେ ଅଭିନୟ କରୁଥିବା କଳାକାର ମାନଙ୍କ ପ୍ରକୃତ ବୟସ କେତେ ରହିଛି ସେହି ବିଷୟରେ କହିବାକୁ ଯାଉଛୁ ।

୧- “ଜାନକୀ ନନ୍ଦ” : ଟିଭି ଟେଲିଭିଜନର “ହେ ପ୍ରଭୁ” ସିରିଏଲରେ ଅଭିନେତା ଜାନକୀ ନନ୍ଦ ଜେଜେ ଭୂମିକାରେ ଖୁବ ସୁନ୍ଦର ଅଭିନୟ କରି ଘରେ ଘରେ ଲୋକପ୍ରିୟ ହୋଇ ପଡ଼ିଛନ୍ତି । ତାଙ୍କର ରିୟଲ ବୟସ ହେଉଛି ୬୮ ବର୍ଷ ଅଟେ ।

୨- “ଲେଖା” : ହେ ପ୍ରଭୁ ସିରିଏଲରେ ଅଭିନୟ କରୁଥିବା ଅଭିନେତ୍ରୀ ଲେଖାଙ୍କୁ କିଏ ନ ଜାଣିଛନ୍ତି । ବର୍ତ୍ତମାନ ତାଙ୍କର ବୟସ ହେଉଛି ୨୩ ବର୍ଷ ଅଟେ ।

୩- “ପ୍ରଭୁ” : ଏହି ସିରିଏଲରେ ମୁଖ୍ୟ ଭୂମିକାରେ ପ୍ରଭୁ ନିଜର ସାନଦାର ଅଭିନୟ ଜାରି ରଖିଛନ୍ତି । ତାଙ୍କର ରିୟଲ ବୟସ ହେଉଛି ୩୪ ବର୍ଷ ଅଟେ ।

୪- “ଝରଣା” : ଏହି ସିରିଏଲରେ କୁହୁଙ୍କର ଖୁଡୀ ଭୂମିକରେ ଅଭିନେତ୍ରୀ ଝରଣା ଅଭିନୟ କରୁଛନ୍ତି । ତାଙ୍କର ଜନ୍ମ ତାରିଖ ହେଉଛି ଫେବୃଆରି ୧୩ ତାରିଖ ଅଟେ ।

୫- “ସ୍ଵାତି” : ଏହି ସିରିଏଲରେ କୁହୁଙ୍କର ଭଉଣୀ ଭୂମିକରେ ଅଭିନେତ୍ରୀ ସ୍ଵାତି ଅଭିନୟ କରି ଲୋକପ୍ରିୟ ହୋଇ ପାରିଛନ୍ତି । ବର୍ତ୍ତମାନ ତାଙ୍କୁ ୨୪ ବର୍ଷ ଅଟେ ।

୬- “କୁହୁ” : ଏହି ସିରିଏଲରେ ମୁଖ୍ୟ ଭୂମିକାରେ ଅଭିନେତ୍ରୀ କୁହୁ ନଜର ଆସୁଛନ୍ତି । ତାଙ୍କର ପ୍ରକୃତ ବୟସ ହେଉଛି ୨୮ ବର୍ଷ ଅଟେ ।

୭- “ବିଜୟ” : ଏହି ସିରିଏଲରେ କୁହୁଙ୍କର କାକା ଭୂମିକରେ ଅଭିନେତା ବିଜୟ ଅଭିନୟ କରୁଛନ୍ତି । ତାଙ୍କର ରିୟଲ ବୟସ ହେଉଛି ୪୩ ବର୍ଷ ଅଟେ ।

୮- “ଭଦ୍ରା” : ଏହି ସିରିଏଲରେ କୁହୁଙ୍କର ମା ଚରିତ୍ରରେ ଖୁବ ସୁନ୍ଦର ଅଭିନୟ କରି ଭଦ୍ରା ବେଶ ଚର୍ଚ୍ଚାରେ ରହିଛନ୍ତି । ବର୍ତ୍ତମାନ ତାଙ୍କର ବୟସ ହେଉଛି ୪୨ ବର୍ଷ ଅଟେ ।

୯- “ଆଦର୍ଶ” : ଏହି ସିରିଏଲରେ କୁହୁଙ୍କର ପ୍ରେମିକ ଭୂମିକାରେ ଆଦର୍ଶ ଅଭିନୟ କରୁଛନ୍ତି । ତାଙ୍କର ରିୟଲ ବୟସ ହେଉଛି ୩୨ ବର୍ଷ ଅଟେ ।

୧୦- “ରେଣୁ” : ଏହି ସିରିଏଲରେ ଅଭିନେତ୍ରୀ ରେଣୁ ଖୁବ ସୁନ୍ଦର ଅଭିନୟ କରି ବେଶ ଚର୍ଚ୍ଚାରେ ରହିଛନ୍ତି । ତାଙ୍କର ଜନ୍ମ ତାରିଖ ହେଉଛି ଅକ୍ଟୋବର ୧୩ ତାରିଖ ଅଟେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।