ଏବେ ବହୁତ ହିଁ ହଟ ଆଉ ବୋଲ୍ଡ ନଜର ଆସୁଛନ୍ତି Hrithik Roshan ଙ୍କ ଏହି ରିଲ ଲାଇଫ ଭଉଣୀ, Divyanka Tripathy ଙ୍କ ସହିତ ବି ଅଛି ଏହି ଖାସ ସମ୍ପର୍କ

୨୦୧୨ରେ କରଣ ଜୋହରଙ୍କ ଧର୍ମା ପ୍ରଡକସନର ବ୍ୟାନରେ ଏକ ଫିଲ୍ମ ରିଲିଜ ହୋଇଥିଲା ଯାହା ଜବରଦସ୍ତ ହିଟ ହୋଇଥିଲା ଯାହାର ନାଁ ହେଉଛି “ଅଗ୍ନିପଥ” । ଏହି ଫିଲ୍ମରେ ଅଭିନେତା ରୀତିକ ରୋଶନ, ଅଭିନେତ୍ରୀ ପ୍ରିୟାଙ୍କା ଚୋପଡା, ରିଷି କପୁର, ସଞ୍ଜୟ ଦତ୍ତଙ୍କ ଭଳି ବଡ ବଡ କଳାକାର ମାନେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

ଏହି ଫିଲ୍ମରେ ଅଭିନେତ୍ରୀ କନିକା ତିଵାରୀ ଅଭିନୟ କରିଥିଲେ ଯିଏ ରୀତିକ ରୋଷନଙ୍କର ଛୋଟ ଭଉଣୀ ଭୂମିକାରେ ନଜର ଆସିଥିଲେ । ବର୍ତ୍ତମାନ ଦୀର୍ଘ ୯ ବର୍ଷ ପରେ ରୀତିକଙ୍କ ଭଉଣୀ ଚରିତ୍ରରେ ଅଭିନୟ କରିଥିବା ସେହି ଅଭିନେତ୍ରୀ ଜଣକ ଆଜି କିପରି ଦେଖା ଯାଉଛନ୍ତି ସେହି ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ଏହି ୯ ବର୍ଷ ମଧ୍ୟରେ କନିକାଙ୍କ ମଧ୍ୟରେ ଗଜବ ପରିବର୍ତ୍ତନ ଆସି ଯାଇଛି । ସେ ଆଗ ଅପେକ୍ଷା ହଟ ଓ ସୁନ୍ଦର ଲାଗୁଛନ୍ତି । ସେ ନିଜର ଫୋଟୋ ସୋସିଆଲ ମିଡିଆରେ ଶେୟାର କରିବାର ନଜର ଆସୁଛନ୍ତି । ୨୦୧୨ରେ ଫିଲ୍ମ “ଅଗ୍ନିପଥ” ରେ ଅଭିନୟ କରିବା ସମୟରେ ତାଙ୍କୁ ମାତ୍ର ୧୫ ବର୍ଷ ହୋଇଥିଲା । ବର୍ତ୍ତମାନ ତାଙ୍କର ବୟସ ୨୫ ବର୍ଷ ଅଟେ । କନକ ତିଵାରୀ ୧୯୯୬ ମାର୍ଚ୍ଚ ୯ରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଜନ୍ମଗ୍ରହଣ କରିଥିଲେ ।

ତାଙ୍କର ଭୋପାଳରେ ହିଁ ସ୍କୁଲ ପାଠପଢା ଶେଷ ହୋଇଥିଲା । ସେ ବଲିଉଡରେ “ଅଗ୍ନିପଥ” ଫିଲ୍ମରୁ ହିଁ ନିଜର ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ । ସେ ତାଙ୍କର ପ୍ରଥମ ଫିଲ୍ମରେ ସୁପର ଷ୍ଟାର ରୀତିକ ରୋଶନଙ୍କ ଭଉଣୀ ଭୂମିକାରେ ନଜର ଆସିଥିଲେ । “ଅଗ୍ନିପଥ” ଫିଲ୍ମରେ କନିକା ତିଵାରୀଙ୍କ ନାଁ ଶିକ୍ଷା ଚୌହାନ ଥିଲା ଯାହାକୁ ସେ ମାତ୍ର ୧୫ ବର୍ଷ ବୟସରେ କରିଥିଲେ ।

କନିକା ତିଵାରୀ ୬ ହଜାର ଝିଅଙ୍କ ମଧ୍ୟରୁ ବଛା ଯାଇଥିଲେ : କନିକା ତିଵାରୀ ଏକ ଇଣ୍ଟରବିୟୁରେ ଏହି କଥାର ଖୁଲାସା କରି କହିଥିଲେ ଯେ “ଅଗ୍ନିପଥ” ଫିଲ୍ମରେ ରୀତିକ ରୋଶନଙ୍କ ଭଉଣୀ ଭୂମିକାରେ ଅଭିନୟ କରିବା ପାଇଁ ତାଙ୍କୁ ୬ ହଜାର ଝିଅ ମାନଙ୍କ ମଧ୍ୟରୁ ଜଣେ ବଛା ଯାଇଥିଲା । ଏହି ଫିଲ୍ମ ପାଇଁ ସେ ଦୁଖ ଓ ଖୁଶି ଭଳି ଦୁଇଟି ଅଡିସନ ଦେଇଥିଲେ ।

ବର୍ତ୍ତମାନ ସେ ଦେଖିବାକୁ ବହୁତ ହାତ ଲାଗିବା ସହ ଆଗ ଅପେକ୍ଷା ବହୁତ ସୁନ୍ଦର ଲାଗିଛନ୍ତି । ସେ ତାଙ୍କର ସୁନ୍ଦରତା ପାଇଁ ବଲିଉଡର ଅନେକ ଅଭିନେତ୍ରୀଙ୍କୁ ଟକ୍କର ଦେଇଥାନ୍ତି । ସେ ସୋସିଆଲ ମିଡିଆରେ ପ୍ରାୟ ସକ୍ରିୟ ହୋଇ ରହୁଛନ୍ତି । ନିଜର କିଛି ଫୋଟୋ ସେ ସୋସିଆଲ ମିଡିଆରେ ଶେୟାର କରିବାର ନଜର ଆସୁଛନ୍ତି । ସେ ବଲିଉଡରେ କାମ କରିବା ସହ ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରିଛନ୍ତି ।

ବର୍ତ୍ତମାନ ସେ ସାଉଥ ଇଣ୍ଡଷ୍ଟ୍ରିରେ ଆକ୍ଟିଭ ଅଛନ୍ତି । ସେ ତାମିଲ, କାନାଡା, ତେଲୁଗୁ ଭାଷାରେ ଫିଲ୍ମ କରିଛନ୍ତି । ସେ ତେଲୁଗୁ ଫିଲ୍ମ “ବଏ ମିଟ୍ସ ଗାର୍ଲ୍ସ” ୨୦୧୪, କାନ୍ନାଡ଼ା ଫିଲ୍ମ “ରଙ୍ଗନା ଷ୍ଟାଇଲ” ୨୦୧୪, ତାମିଲ ଫିଲ୍ମ “ଆଭି କୁମାର” ୨୦୧୫ ରେ ଲିଡ ରୋଲରେ ନଜର ଆସିଥିଲେ । ସେ ଟିଭି ଜଗତର ମସୁର ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀଙ୍କର ସମ୍ପର୍କରେ କର୍ଜନ ଅଟନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।