ଏହାର କେବଳ 1 ଚାମଚ ଲଗେଇ ଦିଅନ୍ତୁ, ପ୍ରାଇଭେଟ ପାର୍ଟ କୁଣ୍ଡିଆ ଏକଦମ ଭଲ ହେଇଯିବ- Dr Nivedita Dadu

ଆମ ଶରୀରରେ ପ୍ରା-ଇ-ଭେ-ଟ ପା-ର୍ଟ-ରେ କୁ-ଣ୍ଡି-ଆ ବା ଇ-ଚି-ଙ୍ଗ ଭଳି ସମସ୍ଯା ଦେଖାଯାଏ । ସେହି ଜାଗାରେ ବ୍ୟା-କ୍ଟେ-ରିଆ ଇନ-ଫେକ-ସନ ହେବାକୁ ସେହି ଜାଗା କୁ-ଣ୍ଡା-ଇ ହୋଇଥାଏ ।

କୁ-ଣ୍ଡେ-ଇ-ବା ଏତେ ମାତ୍ରାରେ ଅଧିକ ହୋଇଥାଏ ଯେ ନ କୁ-ଣ୍ଡେ-ଇ ରହିହୁଏ ନାହି । ଏହି ସମସ୍ଯା ଅନେକ କାରଣରୁ ହୋଇଥାଏ । ବିଶେଷ କରି ମହିଳା ମାନଙ୍କର ଧ-ଳା-ସ୍ରା-ବ ହେଉଥାଏ ତେବେ ସେମାନଙ୍କର ପ୍ରା-ଇ-ଭେ-ଟ ଜାଗାରେ କୁ-ଣ୍ଡେ-ଇ-ବା ସମସ୍ୟା ଦେଖା ଯାଇଥାଏ । କିଛି ଲୋକ ସେଠାରେ ସେଭିଙ୍ଗ କରିଥାନ୍ତି ଯାହା ଫଳରେ କଟ ଲାଗିବା ଯୋଗୁ ସେହି ଜାଗା ସେଂସେଟିଭ ହୋଇଯାଏ ।

ଯାହା ଫଳରେ ସେହି ଜାଗରେ ବ୍ୟାକ୍ଟେରିୟା ଉତ୍ପନ ହୋଇଥାଏ ଓ କୁ-ଣ୍ଡେ-ଇ ହେବା ଆରମ୍ଭ ହୋଇଥାଏ । ଏହି ସମୟ ଆ-ଭ୍ୟ-ନ୍ତ-ରଣୀ-ୟ ସମସ୍ଯା ନୁହେଁ ବରଂ ବା-ହ୍ୟା-ନ୍ତ-ର-ଣୀ-ୟ ସମସ୍ୟା ଅଟେ । ଯାହା ଫଳରେ ଚର୍ମରେ ଇ-ଚି-ଙ୍ଗ ଭଳି ସମସ୍ଯା ଦେଖା ଯାଇଥାଏ ।

ଏହି କୁ-ଣ୍ଡେ-ଇ-ବା ସମସ୍ଯା ଯୋଗୁ ବ୍ୟକ୍ତି ସାମସ୍ତଙ୍କ ଆଗରେ ଅ-ପ-ମା-ନି-ତ ହେବାକୁ ପଡିଥାଏ । ଆଜି ଆମେ ଆପଣ ମାନଙ୍କୁ ଏହି ସମସ୍ୟାରୁ ଉକ୍ତି ପାଇବା ପାଇଁ ଏକ ହୋମ ରେମେଡି ନେଇ ଆସିଛୁ ଯାହା କରିବା ଦ୍ଵାରା ଆପଣଙ୍କର ଏହି ସମସ୍ଯା ଦୂର ହେବ । ତେବେ ଆସନ୍ତୁ ଜାଣିବା ସେହି ରେମେଡି କିପରି ପ୍ରସ୍ତୁତ କରାଯିବ ।

ଏହି ରେମେଡି ପ୍ରସ୍ତୁତ କରିବା ପାଇଁ ନଡିଆ ତେଲର ଆବଶ୍ୟକତା ରହିଛି । ଏହା ପରେ ବୋରୀକ ଏସିଡ ଯାହା ଏକ ପାଉଡର ଅଟେ ଯାହା ମେଡ଼ିସିନ ଷ୍ଟୋରରୁ ମିଳିଥାଏ । ଏହା ପରେ ରହିଛି କର୍ପୁର ଯାହା ପୂଜାରେ ବ୍ୟବହାର ହୋଇଥାଏ । ଏହା ପରେ ଅଧ ଚାମଚ କର୍ପୁର, ବୋରୀକ ଏ-ସି-ଡ ପାଉଡର ଓ ନଡିଆ ତେଲର ଭଲ ଭାବେ ମିଶ୍ରଣ କରନ୍ତୁ । କର୍ପୁରକୁ ଭଲ ଭାବେ ଗୁଣ୍ଡ କରି ଏହି ରେମେଡିରେ ପକାନ୍ତୁ । ଏହି ରେମେଡି ଭଲ ଭାବେ ମିଶି ଗଲେ ଏହା ଗାଢା ହୋଇଯିବ । ଏବେ ଆସନ୍ତୁ ଜାଣିବା ଏହାର ପ୍ରୟୋଗ କିପରି କରିବା ଉଚିତ ।

ରାତିରେ ଶୋଇବା ସମୟରେ ଏହି ରେମେଡିକୁ ଯେଉଁ ଜାଗାରେ କୁଣ୍ଡାଇ ହେଉଥିବ ଲଗାଇ ପାରିବେ । ଏହା ପରେ ସକାଳେ ଉଠିବା ପରେ ସେହି ଜାଗାକୁ ଧୋଇ ପାରିବେ । ଯଦି ଆପଣଙ୍କର ଅଧିକ ହୋଇଥାଏ ତେବେ ଦିନକୁ ଦୁଇ ଥର ଏହାର ପ୍ରୟୋଗ କରନ୍ତୁ ।

ଏହା ଏକ ବହୁତ ଭଲ ଘରୋଇ ଉପଚାର ଅଟେ ଯାହାର ବ୍ୟବହାର କରିବା ଦ୍ଵାରା କୁଣ୍ଡେଇବା ସମସ୍ଯା ଦୂର ହୋଇଥାଏ । ଏହି ରେମେଡି ଏପରି ଏକ ରେମେଡି ଅଟେ ଯାହାର ପ୍ରୟୋଗ ଦ୍ଵାରା ବହୁତ ଫାଇଦା ମିଳିଥାଏ । ଏହା ସହ ବ୍ୟକ୍ତି ସବୁ ଦିନ ପାଇଁ କୁଣ୍ଡେଇବା ସମସ୍ୟାରୁ ଉପଶମ ପାଇଥାଏ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।