ଦୀର୍ଘ ୭୦ ବର୍ଷ ପରେ (୨୬ ମେ) ବୈଶାଖ ପୂର୍ଣ୍ଣିମାରେ ବନୁଛି ରାଜଯୋଗ, ଏହି ୪ ଟି ରାଶିଙ୍କର ବଦଳିଯିବ ଭାଗ୍ୟ

ଏଥର ୨୦୨୧ ର ପ୍ରଥମ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି । ଏହି ଦିନ ପୂର୍ଣମୀ ମଧ୍ୟ ଅଟେ । ଏହି ଦିନକୁ ବୈଶାଖ ମାସର ପୁର୍ଣିମା ମଧ୍ୟ କୁହାଯାଏ । ଏଝି ଦିନ ଏକ ଶୁଭ ଦିନ ଅଟେ ଏହି ଦିନ ମା ଲକ୍ଷ୍ମୀ ଓ ଭଗାବାନ ବିଷ୍ଣୁ ଙ୍କର ପୂଜା କରାଯାଏ ।

ଏହି ଦିନକୁ ବୁଧ ପୁର୍ଣିମା ମଧ୍ୟ କୁହା ଯାଏ । ୨୬ ମେ ଏହା ହେବାକୁ ଯାଉଛି । ଏହି ଦିନ କରାଯାଉଥିବା ପୂଜାର ବିଶେଷ ମାନ୍ୟତା ଅଛି । ଏହି ଦିନ ଅନେକ ଜାଗାରେ ପୂଜା କରିବା ସହ କିଛି ଦାନ ଦକ୍ଷିଣା ମଧ୍ଯଯ ଦିଆ ଯାଏ । ଏହି ଦିନ ଭଗବାନ ବୁଦ୍ଧଙ୍କ ଜନ୍ମ ମଧ୍ୟ ହୋଇଥିଲା । ଏହି ପୁର୍ଣିମା ଖୁବ ଖାସ ଅଟେ କାରଣ ଏହି ଦିନ ୭୦ ବର୍ଷ ପରେ ଗ୍ରହଣ ଲାଗିବାକୁ ଯାଉଛି । ଏହା ଏହି ବର୍ଷର ପ୍ରଥମ ଗ୍ରହଣ ଅଟେ ଏହା ବୃଷବ ରାଶି ଓ  ଅନୁରାଧା ନକ୍ଷତ୍ର ରେ ଲାଗିବାକୁ ଯାଉଛି ।

ଏହା ମାତ୍ର କିଛି ସମୟ ପାଇଁ ହେବାକୁ ଯାଉଛି ଏହା ସହ ଏହା ଏକ ଉପଛାୟା ଗ୍ରହଣ ହୋଇଥିବାରୁ ଏଥିରେ ହାଣ୍ଡି ଛାଡ ହେବନି । ଏହା ପାଇଁ କିଛି ବି କାମ ରହିବନି ଦେବା ନୀତି ମଧ୍ୟ ପାଳନ କରାଯିବ ବୋଲି କୁହା ଯାଇଛି । ଏହା ଭାରତରେ କିଛି ସମୟ ପାଇଁ ଦେଖାଯିବାର ସମ୍ଭାବନା ଅଛି ଏହା ଏଥର କଳା ନୁହେଁ ବରଂ ଏହା ଏଥର ପାଊଁସୀୟା ରଙ୍ଗ ଦେଖାଯିବ । ପୁର୍ଣିମା ର ବ୍ରତ ୨୬ ମେ ରେ ରକ୍ଷା ଜୀବ ।

ଏହି ଦିନ ବୁଦ୍ଧ ପୂର୍ଣ୍ଣିମା ମଧ୍ୟ ପାଳନ ହେବ । ଏହି ଦିନର ଆରମ୍ଭ ମଙ୍ଗଳବାର ରାତିରୁ ଆରମ୍ଭ ହୋଇ ଯାଉଥିବା ରୁ ଏଥିରେ ଦୁଇଟି ଯୋଗ ହେବ ତାହା ହେଉଛି ଶିବ ଯୋଗ ଏହା ମନଗଳବାର ରାତି ୧୦ ରୁ ଆରମ୍ଭ ହେଇ ଯାଉଛି । ଏହା ପରେ ୨୬ ତାରିଖରେ ସର୍ବ ସିଦ୍ଧି ଯୋଗ ହେବାକୁ ଯାଉଛି । ଏହି ଦିନ ସବୁ ସଂଯୋଗ କିଛି ରାଶି ମାନଙ୍କ ପାଇଁ ଶୁଭ ଫଳ ଦେବ । ଏହି ରାଶି ମାନଙ୍କ ଉପରେ ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ଙ୍କର ଅପାର କୃପା ହେବାକୁ ଯାଉଛି ।

ଯାହା ଦ୍ଵାରା ସେମାନଙ୍କ ଜୀବନରେ ଖୁସି ଆସିବାକୁ ଯାଉଛି । ସବୁ ଦୁଃଖ କଷ୍ଟ ନଷ୍ଟ ହୋଇଯିବ । ଆପଣ ଚାକିରିରେ କିଛି ଭଲ କାମ କରି ପାରିବେ । ଆପଣ କିଛି ନୂଆ ଶିଖିବା ପାଇଁ ଚେଷ୍ଟା କରିବେ । ଆପଣ ନିଜ ଜୀବନରେ ଚାହୁଁଥିବା ଜୀବନ ସାଥି ଆପଣଙ୍କୁ ମିଳିଯିବ । ଆପଣ ନିଜ ଖୁସି ରେ ପରିବାର ଲୋକଙ୍କ ପାଇଁ କିଛି କରିବେ । ଆପଣ ବ୍ୟାପାରରେ ଅଧିକ ଲାଭ ଅର୍ଜନ କରିବେ ।

ତେବେ ଚାଳନ୍ତୁ ଜାଣିବା କେଉଁ ରାଶି ମାନେ ଏହି ସବୁ ସୁବିଧା ପାଇବାକୁ ଯାଉଛନ୍ତି । ରାଶି ଗୁଡିକ ହେଲେ  ବୃଷ, ମକର, କର୍କଟ, ସିଂହ ରାଶି । ଆପଣ ନିଜକୁ ବ୍ୟର୍ଥ କଥା ସହ ନ ଯୋଡି ନିଜ କାମରେ ଧ୍ୟାନ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ମନ ସାନ୍ତ ରହିବ ଓ ଆପଣ ସୁଖମୟ ଜୀବନ ବିତାଇବେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।