ଛୋଟ ଡ୍ରେସକୁ ଘୃଣା କରନ୍ତି ଟିଭିର ଏହି ୫ ଜଣ ହିରୋଇନ, ପସନ୍ଦ କରନ୍ତି ନାହିଁ ଶରୀରକୁ ଦେଖାଇବା

ଟିଭି ଇଣ୍ଡଷ୍ଟ୍ରିରେ ଗୋଟିଏ ବଳି ଗୋଟିଏ ସୁନ୍ଦର ଅଭିନେତ୍ରୀ ଅଛନ୍ତି । ଏହି ଅଭିନେତ୍ରୀମାନେ ସିରିୟଲରେ କାମ କରି ଘରେ ଘରେ ପ୍ରସିଦ୍ଧ ହୋଇଯାଇଛନ୍ତି । ଆଜିର ଏହି ଅଭିନେତ୍ରୀମାନଙ୍କର ଫ୍ୟାନ ଫଲୋଇଂଗ କୌଣସି ବଲୀଉଡ ଅଭିନେତ୍ରୀମାନଙ୍କ ଠାରୁ କମ ନାହିଁ । ଟିଭିର ଏହି ଅଭିନେତ୍ରୀମାନେ ପ୍ରମାଣିତ କରିଛନ୍ତି କି ଗ୍ଲୈମରସ ଦେଖାଇବା ପାଇଁ ଛୋଟ ଡ୍ରେସ ପିନ୍ଧିବା ଜରୁରୀ ନୁହେଁ ।

ଗୋଟିଏ ମହିଳା ସଲୱାର-ସୂଟ ଓ ଶାଢୀରେ ବି ସୁନ୍ଦର ଓ ଗ୍ଲୈମରସ ହୋଇପାରିବ । କହିବାକୁ ଗଲେ ଅଭିନେତ୍ରୀମାନେ ଫେମସ ହେବା ପାଇଁ ଛୋଟ ଡ୍ରେସ ପିନ୍ଧିବାକୁ ପଛକୁ ହଟନ୍ତି ନାହିଁ । କିନ୍ତୁ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କ ପାଇଁ ଟିଭି ଇଣ୍ଡଷ୍ଟ୍ରିର ସେହି ଅଭିନେତ୍ରୀମାନଙ୍କ ବିଷୟରେ କହିବୁ ଯେଉଁମାନେ ଛୋଟ ଡ୍ରେସ ପିନ୍ଧିବାକୁ ଘୃଣା କରନ୍ତି ।

ଦିବ୍ୟଙ୍କା ତ୍ରିପାଠୀ

Image courtesy: Google

ଦିବ୍ୟଙ୍କା ତ୍ରିପାଠୀଙ୍କର ନାମ ଟିଭିର ସବୁଠୁ ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ଅଛି । ବର୍ତ୍ତମାନ ସେ ଷ୍ଟାର ପ୍ଲସ ର ସୋ ‘ୟେ ହୈ ମୋହବ୍ବତେଂ’ ରେ ଇଶିତା ଭଲ୍ଲାର ଅଭିନୟ କରୁଛନ୍ତି । ଗ୍ଲୈମର ଇଣ୍ଡଷ୍ଟ୍ରିରେ ଏତେ ବର୍ଷ କାମ କରିବା ପରେ ବି ଦିବ୍ୟଙ୍କା ଆଜି ପର୍ଯ୍ୟନ୍ତ କେବେ ବି ଛୋଟ ଡ୍ରେସରେ ହାତ ବି ଲଗାଇ ନାହାନ୍ତି ।

ପରିଧି ଶର୍ମା

Image courtesy: Google

ପରିଧି ଶର୍ମା ଜି ଟିଭିର ସିରିୟଲ ‘ଯୋଦ୍ଧା ଆକବର’ ରେ ଯୋଦ୍ଧା ର ପ୍ରସିଦ୍ଧ ଅଭିନୟ କରିସାରିଛନ୍ତି । ଏହା ପରେ ୨୦୧୬ରେ ସେ ମା ହେବା ପରେ ଛୋଟ ପରଦାକୁ ଅଲବିଦା କହିଦେଇଥିଲେ । କିନ୍ତୁ ବର୍ତ୍ତମାନ ସେ ସିରିୟଲ ‘ପଟିୟାଲା ବେବ୍ସ’ରେ ନଜର ଆସୁଛନ୍ତି । କହିଦେଉଛୁ କି ପରିଧି ବି ଆଜି ପର୍ଯ୍ୟନ୍ତ କେବେ ବି ଛୋଟ ଡ୍ରେସ ପିନ୍ଧି ନାହାନ୍ତି ଓ ନା ହିଁ କେବେ ନିଜର ଅଙ୍ଗ ପ୍ରଦର୍ଶନ କରିଛନ୍ତି ।

କୃତିକା ସେଂଗର

Image courtesy: Google

କୃତିକା ସେଂଗର ଟିଭି ଇଣ୍ଡଷ୍ଟ୍ରିର ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । କୃତିକା ଟିଭିର ବିଭିନ୍ନ ସିରିୟଲରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ସେ ସବୁବେଳେ ଛୋଟ ଡ୍ରେସକୁ ପିନ୍ଧିବା ପାଇଁ ମନା କରିଛନ୍ତି ।

ଅଲୀଶା ପଂୱାର

Image courtesy: Google

ଅଲୀଶା ପଂୱାର ବି ଇଣ୍ଡଷ୍ଟ୍ରିର ସବୁଠୁ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ସେ ବି ବିଭିନ୍ନ ସୋ ରେ ନଜର ଆସିସାରିଛନ୍ତି । ସେ କେବେ ବି ସଫଳ ହେବା ପାଇଁ ନିଜର ବୋଲ୍ଡନେସ ର ସାହାରା ନେଇ ନାହାନ୍ତି । ଅଲୀଶା ବି ଛୋଟ ଡ୍ରେସ ପାଇଁ ସଫା ମନା କରି ଦିଅନ୍ତି ।

ଦୀପିକା କକ୍କଡ

Image courtesy: Google

ସିରିୟଲ ‘ସସୁରାଲ ସିମର କା’ରେ ସିମରର ଅଭିନୟ କରିଥିବା ଲୋକପ୍ରିୟ ଅଭିନେତ୍ରୀ ଦୀପିକା କକ୍କଡ ବିଗ ବସର ବିଜେତା ବି ରହିଛନ୍ତି । ଦୀପିକା କକ୍କଡ ଟିଭି ଇଣ୍ଡଷ୍ଟ୍ରିର ସବୁଠୁ ଜଣା ଶୁଣା ନାମ ଅଟେ ଏହା ସତ୍ତ୍ୱେ ବି ସେ ଏକ୍ସପୋଜ କରିବାକୁ ମନା କରି ଦିଅନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।