ଓଡିଆ ସିନେମାର ଏହି ହିରୋମାନେ କାହାକୁ ବହାହେଇଛନ୍ତି ଓ କଣ ପାଇଁ ଆଉ ଫିଲ୍ମ କରୁନାହାନ୍ତି ।

ଏହି ସବୁ ଓଡ଼ିଆ ଅଭିନେତ୍ରୀ ବାହା ହୋଇଯିବା ପରେ ଆଉ ଅଭିନୟ କରୁନାହାନ୍ତି ।

ଏହି ଫୋଟୋ ଦେଖି ଆପଣଙ୍କର ହୁଏତ କିଛି କିଛି ମନେ ପଡୁଥିବ ଯେ ଇଏ କିଏ ଇଏ ହେଉଛନ୍ତି ଓଡ଼ିଆ ଧାରାବାହିକ ତୁଳସୀର କଳାକାର ଇପ୍ସିତା । ସେ ବହୁତ ବର୍ଷ ହେବ ଓଡ଼ିଆ ସିନେମା ଜଗତରୁ ନିଜକୁ ଦୁରେଇଦେଇଛନ୍ତି ଏହାର କାରଣ ମଧ୍ୟ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ସେ ବିବାହ କରସରିବା ପରେ ଆଉ ଅଭିନୟ ଦୁନିଆରେ ଓଆଡ ଦେବାକୁ ଚାହୁଁନାହାନ୍ତି । ସେ ନିଜ ପରିବାର ଓ ପିଲା ଛୁଆଙ୍କ ସହ ବହୁତ ଖୁସିରେ ଅଛନ୍ତି ବୋଲି ଏକ ସାକ୍ଷାତକାରରେ କହିଥିଲେ ।

ରାଲି : ଓଡ଼ିଆ ସିନେମାର ଜଣେ ନାୟିକା ଯାହାଙ୍କର ଫିଲ୍ମ ଚହଳ ସୃଷ୍ଟି କରିଥିଲା ସେ ଏବେ ଓଡି଼ଆ ସିନେମା କରୁନାହାନ୍ତି ବିଗତ ଦିନରେ ସେ ଅନୁଭବ , ସିଦ୍ଧାନ୍ତ ଓ ଆକାଶ ପରି ଅଭିନେତାଙ୍କ ସହ ଅଭିନୟ କରିଛନ୍ତି ଓ ତାଙ୍କର 10ରୁ ଅଧିକ ଓଡ଼ିଆ ସିନେମା କରିଛନ୍ତି

। ସେ ବିବାହ କରିବା ପରେ ଓଡ଼ିଆ ସିନେମାକୁ ବାଏବାଏ କରିଦେଇଛନ୍ତି ।

ଆମେଲି : ଓଡ଼ିଆ ଆଲବମ ଦୁନିଆର ସୁନ୍ଦରୀ ସୀତାର ଯିଏକି ହଳଦୀ ବସନ୍ତ ଚଢେଇ ଗୀତରେ ସାରା ଓଡିଶାକୁ ଝୁମେଇଥିଲେ ସେ ବିବାହ କରିବା ପରେ ଓଡ଼ିଆ ସିନେମା ଜଗତକୁ ବାଏ କହିଦେଇଛନ୍ତି ଯାହା ପାଇଁ ଓଡ଼ିଆ ସିନେମା ଜଗତ ଗର୍ବ କରେ । ବିବାହ କରିସାରି ସେ ଏବେ ଭୁବନେଶ୍ବରରେ ନିନ ଛୋଟ ଝିଅ ସହ ରହୁଛନ୍ତି ।

ସେ ଆଉ ଅଭିନୟ କରିବେନି ବୋଲି ଏକ ସାକ୍ଷାତ କାରରେ କହିଥିଲେ ।

ମୋନାଲିଶା : ଆଲବମ ଦୁନିଆର ବିଗତ ଦିନରେ ଅନ୍ୟ ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ ହେଲେ ମୋନାଲିଶା ସେ ଓଡ଼ିଆ ସିନେମା ଜଗତର ଅଭିନେତା ଦୀପକଙ୍କୁ ବିବାହ କରିଥିଲେ ଓ ତାଙ୍କର ଗୋଟେ ଝିଅ ଅଛି ତାଙ୍କ ସ୍ବାମୀ ଓଡ଼ିଆ ଫିଲ୍ମ ଓ ଟିଭି ଶୋ ରେ ଅଭିନୟ କରୁଥିଲେ ମଧ୍ୟ

ସେ ଓଡ଼ିଆ ସିନେମା ଜଗତୁ ନିଜକୁ ଦୁରେଇ ଦେଇଛନ୍ତି ।