ନିଜ ସ୍ଵାମୀଙ୍କ ଠାରୁ ମଧ୍ୟ ଅଧିକ ଧନୀ ଅଟନ୍ତି TV ର ଏହି 5 ଜଣ ଫେମସ Actress, କିନ୍ତୁ ମନରେ ନାହିଁ ଟିକେ ହେଲେ ବି ଗର୍ବ

ଟିଭି ଜଗତରେ ଅଭିନୟ କରୁଥିବା କଳାକାର ମାନେ ନିଜର ସୁନ୍ଦର ଅଭିନୟରେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଟିଭି ଦୁନିଆରେ ପ୍ରସାରିତ ହେଉଥିବା ସିରିଏଲ ଗୁଡିକରେ ଅଭିନେତା ଅଭିନେତ୍ରୀ ମାନଙ୍କ ମଧ୍ୟରେ ଭଲ ସମ୍ପର୍କ ରହିବା ସହ ଭଲ ବୁଝାମଣା ମଧ୍ୟ ରହିଛି । କେତେକ କଳାକାର ମାନେ ଅଭିନୟ କରିବା ସହ ପରସ୍ପରକୁ ଭଲ ପାଇ ସବୁ ଦିନ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏମିତି ୫ଜଣ  ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନିଜ ସ୍ଵାମୀଙ୍କ ଠାରୁ ଅଧିକ ଟଙ୍କା ରୋଜଗାର କରିଥାନ୍ତି । ସିରିଏଲ ଗୁଡିକରେ ଅଭିନୟ କରୁଥିବା ଅଭିନେତ୍ରୀ ମାନେ ନିଜର ସାନଦାର ଅଭିନୟରେ ଫ୍ୟାନ୍ସ ମାନଙ୍କର ଲୋକପ୍ରିୟ ହୋଇ ପାରିଛନ୍ତି । ସେମାନେ ନିଜ ସ୍ଵାମୀଙ୍କ ଠାରୁ ଅଧିକ ଅଧିକ ପଇସା କମାଇ ନିଜ ବିବାହିତ ଜୀବନରେ ବହୁତ ଖୁସିରେ ଅଛନ୍ତି । ଏହି ଅଭିନେତ୍ରୀ ମାନେ ଅଧିକ ଟଙ୍କା ରୋଜଗାର କରୁଥିଲେ ମଧ୍ୟ କେବେ ବି ଗର୍ବ କରନ୍ତି ନାହି ।

୧- “ଭାରତୀ ସିଂହ” : ଟିଭି ଇଣ୍ଡଷ୍ଟ୍ରିର କମେଡି କୁଇନ ଭାବେ ଭାରତୀ ସିଂହ ଖୁବ ଲୋକପ୍ରିୟ ଅଭିନେତ୍ରୀ ଭାବେ ପରିଚିତ ଅଟନ୍ତି । ସେ ହର୍ଷ ଲିମ୍ବାଟିଆଙ୍କ ସହ ବିବାହ କରି ଅଧିକ ପଇସା ରୋଜଗାର କରୁଥିଲେ ମଧ୍ୟ ନିଜ ବିବାହ ଜୀବନରେ ବହୁତ ଖୁସିରେ ଅଛନ୍ତି । ନିଜ ପଇସା ଓ ପପୁଲାରଟି ପାଇଁ ସେ କେବେ ବି ଘମଣ୍ଡ ଦେଖାଇ ନାହାନ୍ତି ।

୨- “ସୋମ୍ୟା ଟଣ୍ଡନ” : “ଭାବୀଜୀ ଘର ପେ ହେ” ସିରିଏଲରେ ଅଭିନୟ କରୁଥିବା ଅଭିନେତ୍ରୀ ସୋମ୍ୟା ଟଣ୍ଡନ ନିଜ କଲେଜର ସାଙ୍ଗ ସୌରଭ ଦେବେନ୍ଦ୍ରଙ୍କ ସହ ବିବାହ କରି ବହୁତ ଖୁସିରେ ଅଛନ୍ତି । ସେ ସିରିଏଲ ଛଡା ଫିଲ୍ମରେ ମଧ୍ୟ ସାଇଡ଼ ରୋଲରେ ଅଭିନୟ କରିଥିଲେ ମଧ୍ୟ କେବେ ବି ନିଜ ପଇସାକୁ ନେଇ ଗର୍ବ କରି ନାହାନ୍ତି ।

୩- “ଦୀପିକା କକ୍କର”: “ସସୁରାଲ ସୀମର କା” ସିରିଏଲରେ ଅଭିନୟ କରି ଅଭିନେତ୍ରୀ ଦୀପିକା କକ୍କର ବହୁତ ଚର୍ଚ୍ଚାରେ ରହିଛନ୍ତି । ସେ ତାଙ୍କ ସ୍ବାମୀଙ୍କ ଠାରୁ ଅଧିକ ପଇସା କମାଉଥିଲେ ମଧ୍ୟ କେବେ ବି ଗର୍ବ କରନ୍ତି ନାହି । ସେ ତାଙ୍କ ବିବାହିତ ଜୀବନରେ ବହୁତ ଖୁସିରେ ଅଛନ୍ତି ।

୪- “ଦିବ୍ୟଙ୍କା ତ୍ରିପାଠୀ” : “ୟେ ହେ ମହବତେ” ସିରିଏଲର ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ଟିଭି ଇଣ୍ଡଷ୍ଟ୍ରିର ବହୁତ ବଡ ଷ୍ଟାର ଭାବେ ପରିଚିତ ଅଟନ୍ତି । ସେ ତାଙ୍କ ପାପୁଳାରଟି ପାଇଁ ଅଧିକ ଫ୍ୟାମସ ଥିଲେ ମଧ୍ୟ କେବେ ବି ତାଙ୍କ ବିବାହିତ ଜୀବନରେ ଏହାକୁ ନେଇ ସମସ୍ଯା ସୃଷ୍ଟି ହୋଇନାହି । ସେ ତାଙ୍କ ବିବାହିତ ଜୀବନରେ ଅଭିନେତା ବିବେକ ଧୟାଙ୍କ ସହ ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି ।

୫-  “ରୁବିନା ଦିଲାଇକ”: ଛୋଟ ପରଦାରୁ ଆରମ୍ଭ କରି “ସଂସ୍କାରୀ ବୋହୁ” ପର୍ଯ୍ୟନ୍ତ ଅଭିନୟ କରି ଅଭିନେତ୍ରୀ ରୁବିନା ଦଲାଇ ନିଜର ସୁନ୍ଦର ଅଭିନୟ ପାଇଁ ଖୁବ ଚର୍ଚ୍ଚିତ ହୋଇ ପାରିଛନ୍ତି । ସେ ତାଙ୍କ ସ୍ଵାମୀ ଅଭିନେତା ଅଭିନାଶ ଶୁକ୍ଲାଙ୍କ ଠାରୁ ପପୁଲାରଟି ଓ ପଇସା ରୋଜଗାରରେ ବହୁତ ଉପରେ ଅଛନ୍ତି । ଏହାକୁ ନେଇ ଦୁହିଙ୍କ ପ୍ରେମ ସମ୍ପର୍କରେ କେବେ ବି ସମସ୍ଯା ହୋଇନାହି । ଦୁହେଁ ପରସ୍ପର ସହ ବହୁତ ହାପି ଲାଇଫ ସ୍ପେନ୍ଡ କରୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।