ରାନୀ ସିରିଏଲ ସରିବା ପରେ ବର୍ତ୍ତମାନ କଣ କରୁଛନ୍ତି ରାନୀ, ଦେଖନ୍ତୁ ରାନୀ ଙ୍କ ଫାମିଲି ଆଲବମ

ଆପଣ ସମସ୍ତେ ଶୀତଳ ପଟ୍ଟନାୟକଙ୍କୁ ନିଶ୍ଚିତ ରୂପରେ ଚିହ୍ନିଥିବେ । କାରଣ ଆପଣ ତାଙ୍କୁ ଓଡିଆ ଧାରାବାହିକ ରାନୀ ସିରିଏଲରେ ମୁଖ୍ୟ ଭୂମିକା ରାନୀର କିରଦାରରେ ଦେଖିଥିବେ । ଶୀତଳ ପଟ୍ଟନାୟକଙ୍କ ଜବରଦସ୍ତ ଅଭିନୟ କାରଣରୁ ଏହି ସିରିଏଲଟି ସମସ୍ତ ଓଡିଆ ଧାରାବାହିକ ସିରିଏଲ ମଧ୍ୟରେ ସବୁଠୁ ଅଧିକ ପପୁଲାର ସିରିଏଲ ହୋଇଥିଲା । ଏହା ସହିତ ଏହି ସିରିଏଲ ଗୋଟିଏ ସମୟରେ ନମ୍ବର ୧ ସିରିଏଲ ଥିଲା ।

କହିଦେଉଛୁ କି ନିଜର ଦମଦାର ଅଭିନୟ କାରଣରୁ ଶୀତଳ ପଟ୍ଟନାୟକ ବହୁତ ଲୋକପ୍ରିୟ ମଧ୍ୟ ହୋଇଛନ୍ତି । ଏହା ସହିତ ଦର୍ଶକମାନେ ବି ଶୀତଳ ପଟ୍ଟନାୟକଙ୍କୁ ରାନୀ କିରଦାରରେ ବହୁତ ପସନ୍ଦ କରୁଥିଲେ ।

ଶୀତଳ ପଟ୍ଟନାୟକଙ୍କୁ ପ୍ରାୟତଃ ଲୋକମାନେ ରାନୀ ନାଁରେ ଜାଣିଛନ୍ତି କାରଣ ସେ ରାନୀ ନାଁ ରେ ବହୁତ ଚର୍ଚିତ ଓ ଫେମସ ଅଟନ୍ତି । କିନ୍ତୁ ବର୍ତ୍ତମାନ ଏହି ଧାରାବାହିକ ଟିଭିରେ ପ୍ରସାରିତ ହେଉ ନାହିଁ । କିନ୍ତୁ ଏହି ଧାରାବାହିକ ସମାପ୍ତ ହେବା ପରେ ଅଭିନେତ୍ରୀ ଶୀତଳ ପଟ୍ଟନାୟକ ‘ରଖିଲେ ସିଏ ମାରିବ କିଏ’ ସିରିଏଲରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ।

ତାଙ୍କର ଅଭିନୟ ଦର୍ଶକମାନଙ୍କ ଦ୍ଵାରା ବହୁତ ପସନ୍ଦ ମଧ୍ୟ କରାଯାଉଛି । ନିଜର ଦମଦାର ଅଭିନୟ ଦ୍ଵାରା ଶୀତଳ ପଟ୍ଟନାୟକ ସମସ୍ତଙ୍କ ପାଖରେ ଅତି ପ୍ରିୟ ହୋଇଯାଇଛନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ଶୀତଳ ପଟ୍ଟନାୟକଙ୍କ ପର୍ସନାଳ ଲାଇଫ ଓ ପରିବାର ବିଷୟରେ କହିବୁ । ଯଦି ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ କହିବା ତେବେ ଶୀତଳ ପଟ୍ଟନାୟକ ଉର୍ଫ ରାନୀ ବର୍ତ୍ତମାନ ଭୁବନେଶ୍ଵରରେ ରହୁଛନ୍ତି ।

ତାଙ୍କର ପରିବାରରେ ତାଙ୍କର ମାତା, ପିତା ଓ ସାନ ଭଉଣୀ ଅଛନ୍ତି । କହିଦେଉଛୁ କି ଶୀତଳ ପଟ୍ଟନାୟକଙ୍କ ମା ବି ଜଣେ ଅଭିନେତ୍ରୀ ଅଟନ୍ତି । ଶୀତଳ ପଟ୍ଟନାୟକଙ୍କ ମାଙ୍କୁ ଆପଣ କୁଆଁରୀ ବୋଉ ସିରିଏଲରେ ଦେବିକା ରାନୀ ଚରିତ୍ରରେ ଦେଖିଥିବେ । ଏହା ସହିତ କହିଦେଉଛୁ କି ତାଙ୍କ ସାନ ଭଉଣୀ କୁନି ରାନୀ ନାଁରେ ପରିଚିତ ଅଟନ୍ତି ।

ଯିଏକି ରାନୀ ସିରିଏଲରେ ଶିଶୁ କଳାକାର ରୂପରେ ନଜର ଆସୁଥିଲେ । କହିବାକୁ ଗଲେ ଶୀତଳ ପଟ୍ଟନାୟକ ନିଜର ଛୋଟ ପରିବାରରେ ବହୁତ ଖୁସିରେ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ଯବାଦ