Ranbeer Kapoor ନିଶାରେ କରି ସାରିଛନ୍ତି ଏମିତି ସବୁ କାଣ୍ଡ କି ଯାହାକୁ ଶୁଣିଲେ ଆପଣ ବି ବିଶ୍ଵାସ କରି ପାରିବେନି

ବଲିଉଡ ର ଚକଲେଟି ହୀରୋ ରନବୀର କପୂରଙ୍କ ପାଇଁ ଝିଅମାନେ ପାଗଳ । ବର୍ତ୍ତମାନ ରନବୀର କପୂର ବଲିଉଡ ର ଜଣାଶୁଣା ନାମ ବନି ସାରିଛନ୍ତି । ଏହା ଛଡା ସେ କେତେକ ଖରାପ ଅଭ୍ଯାସର ମଧ୍ୟ ଶିକାର ଅଟନ୍ତି । ଏହା ବ୍ଯତୀତ ସେ ନିଜ ବିପକ୍ଷରେ ଅନେକ ପ୍ରକାରର କଣ୍ଟ୍ରୋଭର୍ସି ବି ସେ କ୍ରିଏଟ କରି ସାରିଛନ୍ତି । ଏବେ ଖବର ଆସୁଛି କି ରନବୀର କପୁର ନିଜ ଘର ଛାଡି ଏବେ ଆଲିୟା ଭଟ୍ଟ ଙ୍କ ସହିତ ରହିବାକୁ ଲାଗିଛନ୍ତି । ଏହା ବ୍ଯତୀତ ରନବୀର ଙ୍କର କିଛି ଭିଡିଓ ବି ଭାଇରାଲ ହେଉଛି ଯେଉଁଥିରୁ ଜଣା ପଡୁଛି ରନବୀର କପୁର କେତେ ଆୟାସୀ ସ୍ଵଭାବର ଅଟନ୍ତି ।

ରନବୀର କପୁର ବିଲକୁଲ ନିଜ ପିତା ରୁଷି କପୁର ଙ୍କ ଭଳି ଅଟନ୍ତି । ଯେମିତି ରୁଷି କପୁର ବି ଜଣେ ନିଶାଖୋର ବ୍ୟକ୍ତି ଥିଲେ ସେହି ପ୍ରକାରରେ ରନବୀର କପୁର ବି ଅଟନ୍ତି । ତେବେ ଆଜି ଆମେ ଜାଣିବା ନିଶାରେ ଥାଇ ରଣବୀର କପୁର ଆଉ କଣ କଣ କାଣ୍ଡ କରିଛନ୍ତି ।

୧. ରୁଷି କପୁର ଦୁନିଆରୁ ଯିବା ଅଧିକ ସମୟ ହୋଇ ନାହିଁ ଏମିତିରେ ରଣବୀର କପୁର ନିଜ ମା ନିତୁ କପୁର ଙ୍କୁ ସାହାରା ଦେବାର ଥିଲା କିନ୍ତୁ ରଣବୀର କପୁର ନିଜ ମା ଓ ନିଜ ଘରକୁ ଛାଡି ଦୂରରେ ଆଲିୟା ଭଟ୍ଟ ଙ୍କ ସହିତ ରହିବାକୁ ଲାଗିଛନ୍ତି । ଏହାର କାରଣ ହେଲା ନିତୁ କପୁର ରଣବୀର ଙ୍କୁ ଆଲ୍କୋହଲ ପିଇବାକୁ ମନା କରନ୍ତି । ଏମିତିରେ ରଣବୀର ଘର ଛାଡି ଆଲିୟା ଭଟ୍ଟ ଙ୍କ ସହିତ ଲିଭିଂ ରିଲେସନ ଶିପ ରେ ରହିବାକୁ ଲାଗିଛନ୍ତି ।

୨. ବଲିଉଡ ରେ ରଣବୀର କପୁରଙ୍କ ଇମେଜ କୌଣସି ପ୍ଲେ ବୟ ଙ୍କ ଠାରୁ କମ ନୁହଁନ୍ତି । ରଣବୀର କପୁର ଅନେକ ସୁନ୍ଦରୀ ଝିଅମାନଙ୍କୁ ଡେଟ କରି ସାରିଛନ୍ତି କିନ୍ତୁ ସେ କୌଣସି ଝିଅକୁ ବାହା ହେବାର ପ୍ରତିଶ୍ରୁତି ଦିଅନ୍ତି ନାହିଁ । ଏଥିରେ ଦୀପିକା ପାଦୁକୋନେ, ପ୍ରିୟଙ୍କା ଚୋପ୍ରା, କ୍ୟାଟ୍ରିନା କୈଫ ଙ୍କ ଭଳି ଅନେକ ସୁନ୍ଦର ହେରୋଇନଙ୍କ ନାମ ସାମିଲ ଅଛି ।

୩. କଥାରେ ଅଛି ଯେମିତି ବାପା ସେମିତି ପୁଅ । ବଲିଉଡର ଚକଲେଟ ବୟ ରଣବୀର କପୁର ଏହି କଥାକୁ ସତ ପ୍ରମାଣିତ କରନ୍ତି । ବଲିଉଡ ରେ ରଣବୀର କପୁରଙ୍କୁ ସବୁଠୁ ବଡ ନିଶାଖୋର କୁହାଯାଏ । ଅଧିକାଂଶ ସମୟ ପାର୍ଟି ସମୟରେ ରଣବୀର କପୁର ଙ୍କୁ ନିଶାରେ ଥିବାର ଦେଖାଯାଏ । ସେ ନିଜେ ମଧ୍ୟ ମାନି ସାରିଛନ୍ତି ଯେ ସେ ଡ୍ରଗ୍ସ ଆଡିକ୍ଟ ଅଟନ୍ତି ।

୪. ଏହା ବ୍ଯତୀତ ନିଶାରେ ରଣବୀର କପୁରଙ୍କୁ ସଲମାନ ଖାନ ଚାପୁଡା ମାରିଥିଲେ । ଆଜ୍ଞା ହଁ ଏହି କଥା ସେହି ସମୟର ଅଟେ ଯେତେବେଳେ ରନବୀର କପୁର ଇଣ୍ଡଷ୍ଟ୍ରି କୁ ନୂଆ ନୂଆ ଆସିଥିଲେ ଓ ସେ ନିଶା ଅବସ୍ଥାରେ କ୍ଲବ ମ୍ୟାନେଜର ସହିତ ଖରାପ ବ୍ୟବହାର କରୁଥିଲେ । ଏହି କଥା ସେଠି ଠିଆ ହେଇଥିବା ସଲମାନ ଖାନଙ୍କୁ ହଜମ ହେଲାନି ଓ ସେ ବିନା ଭାବି ଚିନ୍ତି ରନବୀର କପୁର ଙ୍କୁ ଚାପୁଡା ମାରିଦେଲେ । ଯେତେବେଳେ ଏହାର ଅଭିଯୋଗ ରନବୀର କପୁର ରୁଷି କପୁର ଙ୍କୁ କଲେ ତ ସେ ସାଲିମ ଖାନ ଙ୍କୁ ସଲମାନ ଖାନ ଙ୍କ ଖରାପ ବ୍ୟବହାର ବିଷୟରେ କହିଲେ ଓ ସଲମାନ ଖାନ ଙ୍କୁ ସମସ୍ତଙ୍କ ସାମ୍ନା ରେ କ୍ଷମା ବି ମାଗିବାକୁ ପଡିଲା ।

୫. ରଣବୀର କପୁର ବିବାହିତା ମହିଳାଙ୍କ ପ୍ରତି ଜଲ୍ଦି ଆଟ୍ରାକ୍ଟ ହୋଇଥାନ୍ତି । ଆଜ୍ଞା ହଁ ରନବୀର କପୁରଙ୍କୁ ଅଧିକାଂଶ ସମୟରେ ପାକିସ୍ଥାନ ଆକ୍ଟ୍ରେସ ମାହିରା ଖାନ ଙ୍କ ସହିତ ସ୍ମୋକିଂ କରୁଥିବାର ଦେଖା ଯାଇଛି ଓ ଏ କଥା ସମସ୍ତେ ଜାଣନ୍ତି କି ମାହିରା ଖାନ ବିବାହିତା ଅଟନ୍ତି ଯେତେବେଳେ କି ସେ ନିଜ ସ୍ବାମୀଙ୍କ ଠାରୁ ଡିଭୋର୍ସ ନେଇ ସାରିଛନ୍ତି । ଏକ ଭିଡିଓ ରେ ଦୁଇ ଜଣ ଲଭର ଙ୍କ ଭଳି ବିହେବ କରୁଥିଲେ ଓ ଦୁଇ ଜଣଙ୍କର ଏହି ଭିଡିଓ ବି ବହୁତ ଭାଇରାଲ ହୋଇଥିଲା । ଯେଉଁଥିରୁ ଏମିତି ଲାଗୁଥିଲା କି ଦୁଇ ଜଣ ପରସ୍ପରକୁ ଡେଟ କରୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।