ଓଡିଶାର ଫେମସ ମ୍ୟୁଜିକ ଡାଇରେକ୍ଟର Abhijit Majumdar ଙ୍କ ଫ୍ୟାମିଲି ଆଲବମ ଆଗରୁ କେବେ ଦେଖି ନଥିବେ

ଅଭିଜିତ ମଜୁମଦାର ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ବଡ ନାଁ ଅଟେ । ଅଭିଜିତ ମଜୁମଦାର ସଙ୍ଗୀତ କ୍ଷେତ୍ରରେ ସବୁଠୁ ସଫଳ ସଙ୍ଗୀତକାର ଓ କଣ୍ଠଶିଳ୍ପୀ ଅଟନ୍ତି । ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ରିଲିଜ ହେଉଥିବା ସବୁ ଫିଲ୍ମରେ ତାଙ୍କର ଗୋଟିଏ ଗୀତ ନିଶ୍ଚିତ ଥାଏ । ଏହା ସହିତ ସେ ଆଲବମ ପାଇଁ ବି ଗୀତ ଲେଖନ୍ତି ଓ ତାକୁ ନିଜର ସ୍ଵର ମଧ୍ୟ ଦିଅନ୍ତି । ଏମିତିରେ ଅଭିଜିତ ମଜୁମଦାରଙ୍କ ପ୍ରାୟତଃ ଗୀତ ଦର୍ଶକମାନଙ୍କୁ ପସନ୍ଦ ଆସିଥାଏ ଓ ଏହା ସହିତ ଅଭିଜିତ ମଜୁମଦାରଙ୍କ ସବୁ ଗୀତ ଦେଖୁ ଦେଖୁ ବହୁତ ଜଲ୍ଦି ହିଟ ମଧ୍ୟ ହୋଇଥାଏ ।

ଆପଣ ବି ଅଭିଜିତ ମଜୁମଦାରଙ୍କ ଗୀତ ଶୁଣିଥିବେ । କହିଦେଉଛୁ କି ଅଭିଜିତ ମଜୁମଦାର ନିଜର ଜବରଦସ୍ତ ଗୀତ ମାଧ୍ୟମରେ ପ୍ରତ୍ୟକ ଓଡିଆବାସୀଙ୍କ ହୃଦୟରେ ନିଜର ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଛନ୍ତି ।

ସେ ନିଜର ସଙ୍ଗୀତରେ ଲକ୍ଷ ଲକ୍ଷ ଓଡିଆଙ୍କୁ ବାନ୍ଧି ରଖିଛନ୍ତି । କହିଦେଉଛୁ କି ଅଭିଜିତ ମଜୁମଦାର ବହୁତ କମ ଦିନ ମଧ୍ୟରେ ନିଜର ଗୀତ ମାଧ୍ୟମରେ ଲୋକପ୍ରିୟ ହୋଇଯାଇଛନ୍ତି । ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ତାଙ୍କର ଗୀତକୁ ବହୁତ ପସନ୍ଦ କରନ୍ତି ଓ ନିଜେ ମଧ୍ୟ ଗାଆନ୍ତି ।

କହିଦେଉଛୁ କି ଅଭିଜିତ ମଜୁମଦାର ପ୍ରାୟତଃ ୪୦୦ରୁ ବି ଅଧିକ ଫିଲ୍ମର ଗୀତ ଗାନ କରିଛନ୍ତି ଓ ତାଙ୍କର ପ୍ରାୟତଃ ଗୀତ ସୁପରହିଟ ମଧ୍ୟ ହୋଇଥାଏ । ଆପଣ ସମସ୍ତଙ୍କୁ କହିଦେଉଛୁ କି ଅଭିଜିତ ମଜୁମଦାର ଗୀତ ଗାଇବା ସହିତ ଜଣେ ମ୍ୟୁଜିକ ଡାଇରେକ୍ଟର ମଧ୍ୟ ଅଟନ୍ତି ।

ଯଦି ତାଙ୍କ ପର୍ସନାଲ ଲାଇଫ ବିଷୟରେ କହିବା ତେବେ ଅଭିଜିତ ମଜୁମଦାରଙ୍କ ପ୍ରକୃତ ଘର ହେଉଛି ସମ୍ବଲପୁର । କିନ୍ତୁ ସେ ବର୍ତ୍ତମାନ ନିଜର ପରିବାର ସହ କଟକରେ ରହୁଛନ୍ତି । ତାଙ୍କ ପରିବାରରେ ତାଙ୍କର ପିତା, ମାତା, ସ୍ତ୍ରୀ, ଭାଇ ଓ ତାଙ୍କର ଗୋଟିଏ ପୁଅ ଅଛନ୍ତି ।

ଅଭିଜିତ ମଜୁମଦାରଙ୍କ ପିଲାଦିନୁ ହିଁ ଗୀତା ଗାଇବା ପ୍ରତି ରୁଚି ଥିଲା । ବର୍ତ୍ତମାନ ସମୟରେ ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆଗଧାଡିର ଜଣେ ମ୍ୟୁଜିକ ଡାଇରେକ୍ଟର ଓ କଣ୍ଠଶିଳ୍ପୀ ଅଟନ୍ତି । କହିଦେଉଛୁ କି ପିଲାଦିନୁ ହିଁ ଅଭିଜିତ ମଜୁମଦାର ସବୁ ଫଙ୍କସନରେ ଗୀତ ଗାଇବା ପାଇଁ ଅଂସ ଗ୍ରହଣ କରୁଥିଲେ ଓ ସେଥିରେ ସେ ବିଜେତା ମଧ୍ୟ ହେଉଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।