କେବଳ ସଲମାନ ଖାନଙ୍କ ପାଇଁ ବଲିଉଡରେ ରାଜ କରନ୍ତି ଏହି ହିରୋଇନ ମାନେ, ନମ୍ବର ୧ ତ ସଲମାନଙ୍କ ଫେବରେଟ

ବଲିଉଡ ଜଗତର ସବୁଠାରୁ ଲୋକପ୍ରିୟ ଅଭିନେତା ସଲମାନ ଖାନ ଅଟନ୍ତି । ଯିଏ ନିଜର ଅଭିନୟ ଦ୍ଵାରା ସବୁ ଲୋକ ମାନଙ୍କ ହୃଦୟରେ ଜାଗା କରିଛନ୍ତି । ତାଙ୍କ ଅଭିନୟ ବହୁତ ସୁନ୍ଦର ଅଟେ । ସଲମାନ ଖାନ ବହୁତ ଗୁଡିଏ ଫିଲ୍ମ କରି ସାରିଛନ୍ତି । ତାଙ୍କୁ ବଲିଉଡ ଜଗତର ଗଡ ଫାଦର ବି କୁହାଯାଏ । ସଲମାନ ଖାନ ପ୍ରାୟ ସବୁ ଅଭିନେତ୍ରୀ ମାନଙ୍କ ସହିତ ଅଭିନୟ କରିଛନ୍ତି । ସବୁ ଅଭିନେତ୍ରୀ ମାନେ ମଧ୍ୟ ତାଙ୍କ ସହିତ ଅଭିନୟ କରିବା ପାଇଁ ବହୁତ ପସନ୍ଦ କରିଥାନ୍ତି ।

ବହୁତ ଅଭିନେତା ଏବଂ ଅଭିନେତ୍ରୀ ମାନେ ସଲମାନ ଖାନଙ୍କ ଦ୍ଵାରା ବଲିଉଡ ଜଗତରେ ଲୋକପ୍ରିୟ ହୋଇ ପାରିଛନ୍ତି । ବଲିଉଡ ଜଗତର କେତେକ ଅଭିନେତା ଏବଂ ଅଭିନେତ୍ରୀ ମାନେ ସଲମାନ ଖାନଙ୍କୁ ନିଜର ପ୍ରେରଣା ଭାବେ ମାନିଥାନ୍ତି ଏବଂ ତାଙ୍କ ବହୁତ ପ୍ରଶଂସା ମଧ୍ୟ କରିଥାନ୍ତି । ସଲମାନ ଖାନ ବହୁତ ସାରା ତାରକା ମାନଙ୍କୁ ନୀଚ ସ୍ତରରୁ ବହୁତ ଉପରକୁ ନେଇ ଯାଇଛନ୍ତି ।

ସଲମାନ ଖାନ ଥରେ ଯାହାର ହାତ ଧରି ଥାନ୍ତି ତାଙ୍କୁ ସେ ସବୁ ପ୍ରକାରର ସାହାଯ୍ୟ କରିଥାନ୍ତି ଏବଂ ତାଙ୍କୁ ସଫଳ ମଧ୍ୟ କରିଥାନ୍ତି । ଆଜି ଆମେ ଆପଣଙ୍କୁ ସେହି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଁ ମାନେ କି ସଲମାନ ଖାନଙ୍କ ମାଧ୍ୟମରେ ବଲିଉଡକୁ ଆସିଥିଲେ ଏବଂ ବର୍ତ୍ତମାନ ସେମାନେ କୋଟି କୋଟି ଟଙ୍କା କମାଉଛନ୍ତି ।

Image courtesy: Google

ପ୍ରଥମେ ଆମେ କଥା ହେବା ବଲିଉଡ ଜଗତର ସବୁଠାରୁ ସୁନ୍ଦର ଅଭିନେତ୍ରୀ କ୍ୟାଟ୍ରିନା କେଫ ଙ୍କ ବିଷୟରେ । କ୍ୟାଟ୍ରିନା ଙ୍କୁ ବଲିଉଡ ଜଗତକୁ ଆଣିବା ପଛରେ ସଲମାନ ଖାନଙ୍କର ହାତ ଅଛି ଏବଂ ଆଜି ସେ ବଲିଉଡର ସବୁଠାରୁ ସଫଳ ଅଭିନେତ୍ରୀ ହୋଇ ସାରିଛନ୍ତି ।

ଏହାପରେ ଆମେ କଥା ହେବା ଡେଜି ଶାହା ଙ୍କ ବିଷୟରେ ଯିଏ କି ସଲମାନ ଖାନଙ୍କ ସହିତ ‘ଜୟ ହୋ’ ଫିଲ୍ମରେ ଦେଖିବାକୁ ମିଳିଥିଲେ । ଡେଜି ଙ୍କ ବାପା ଜଣେ ଡ୍ରାଇଭର ଅଟନ୍ତି ଏବଂ ଡେଜି ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଥିଲେ ଏବଂ ସେ ସଲମାନ ଖାନ ଙ୍କ ମାଧ୍ୟମରେ ହିଁ ବଲିଉଡ ଜଗତକୁ ଆସିଥିଲେ ଏବଂ ଆଜିକା ଦିନରେ ସେ ମଧ୍ୟ ବହୁତ ଟଙ୍କା କମାଉଛନ୍ତି ।

ବୀର ଫିଲ୍ମରେ ଡେବ୍ୟୁ କରିଥିବା ଜରିନ ଖାନ ଙ୍କୁ ମଧ୍ୟ ସଲମାନ ଖାନ ହିଁ ବଲିଉଡ ଜଗତକୁ ଆଣିଥିଲେ ଏବଂ ଆଜିକା ସମୟରେ ସେ କୋଟି କୋଟି ଟଙ୍କା କମାଉଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।