Bollywood ଅଭିନେତା ପରେଶ ରାୱଲ ସେୟାର କଲେ ନିଜ ମୃତ୍ୟୁ ର ଖବର, କହିଲେ- କ୍ଷମା ମାଗୁଛି ମୁଁ ୭ ଟା ପରେ…

ଆମ ଦେଶରେ କୋରୋନା ମହାମାରୀର ଆତଙ୍କ ଖେଳିଥିବା ସମୟରେ ଅନେକ ସେଲିବ୍ରେଟିଙ୍କର ଦେ-ହା-ନ୍ତ ହେଉଛି ବୋଲି ଅନେକ ମିଥ୍ୟା ସୂଚନା ସାମନାକୁ ଆସୁଛି । ଏହି ସବୁ କଥାର କୌଣସି ସତ୍ୟତା ନାହି । ବର୍ତ୍ତମାନ ଅଭିନେତା ପରେଶ ରାୱଲ ନିଜ ସୋସିଆଲ ଆକାଉଣ୍ଟରେ ଏକ ଭାଇରାଲ ପୋଷ୍ଟ ସେଯାର କରିଛନ୍ତି । ଏହି ପୋଷ୍ଟରେ ତାଙ୍କର ଶ୍ରଦ୍ଧାଞ୍ଜଳି ଦିଆଯିବାର ଭାଇରାଲ ହୋଇଛି । ଅଭିନେତା ପରେଶ ରାୱଲ ନିଜେ ପୋଷ୍ଟ କରିଥିବା ଚିତ୍ର ଉପରେ ଏକ ମଜାଦାର ଓ ରୋମାଞ୍ଚକର କମେଣ୍ଟ ଦେଇଛନ୍ତି ।

ତାଙ୍କର ଫ୍ୟାନ୍ସ ମାନେ ମଧ୍ୟ ତାଙ୍କର ଏହି ପୋଷ୍ଟକୁ ଦେଖି ମଜା ନେବା ସହ ସେମାନଙ୍କର ମତାମତ ଶେୟର କରୁଛନ୍ତି । ପରେଶ ରାୱଲ ଜଣେ ଭଲ ଅଭିନେତା ହେବା ସହ ବହୁତ ଭଲ ଅଭିନୟ ମଧ୍ୟ କରନ୍ତି ।

ସେ ବଲିଉଡରେ ନିଜର ଜବରଦସ୍ତ ଅଭିନୟ ପାଇଁ ଖୁବ ଚର୍ଚ୍ଚାରେ ରହିଛନ୍ତି । ସେ ତାଙ୍କର କାମେଡି ପାଇଁ ଖୁବ ଲୋକପ୍ରିୟ ମଧ୍ୟ ହୋଇ ପଡ଼ିଛନ୍ତି । ବର୍ତ୍ତମାନ ସେ ଏମିତି କିଛି କଥା ନିଜ ସୋସିଆଲ ଆକାଉଣ୍ଟରେ ସେଯାର କରିଛନ୍ତି ଯାହାକୁ ଶୁଣି ତାଙ୍କର ଫ୍ୟାନ୍ସ ମାନେ ବହୁତ ମଜା କରୁଛନ୍ତି । ଅଭିନେତା ପରେଶ ରାୱଲ ନିଜ ପୋଷ୍ଟରେ ସେତାର କରିଛନ୍ତି ଯେ ସେଥିରେ ତାଙ୍କର ଫ୍ରେମ ହୋଇଥିବା ଏକ ଫୋଟୋ ଲାଗିଛି ।

ସେହି ଫୋଟୋରେ ଲେଖା ଯାଇଛି ଯେ ୧୪/୦୫/୨୦୨୧ ସକାଳ ୭ ଘଟିକା ସମୟରେ ବଲିଉଡ ଜଗତର ଅଭିନେତା ପରେଶ ରାୱଲଙ୍କର ଦେ-ହା-ନ୍ତ ହୋଇଛି । ତାଙ୍କର ସେହି ଫୋଟୋରେ ଜଳୁଥିବା ଦୀପ ଓ ମହମବତୀ ସହିତ ଶ୍ରଦ୍ଧାଞ୍ଜଳି ମଧ୍ୟ ଦିଆ ଯାଇଛି । ଏହି ପୋଷ୍ଟରେ ଲେଖା ଯାଇଛି ଯେ ବଲିଉଡ ଜଗତରରୁ ବଡ ଦୁଖ ଖବର ଆସି ପହଞ୍ଚିଛି ଯେ ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ପରେଶ ରାୱଲ ସବୁ ଦିନ ପାଇଁ ଏ ଦୁନିଆରୁ ସମସ୍ତଙ୍କ ଠାରୁ ବି-ଦା-ୟ ନେଇଛନ୍ତି ।

ସେ ଆଉ ଆମ ଗହଣରେ ନାହାନ୍ତି ବୋଲି ଏହି ପୋଷ୍ଟରେ ସେୟାର କରା ଯାଇଛି । ଅଭିନେତା ପରେଶ ରାୱଲ ଏହି ପୋଷ୍ଟ ସହିତ ନିଜର ମଜାଦାର ମତାମତ ଦେଇ ସେ କହିଛନ୍ତି କି “କ୍ଷମା କରିବେ, ମିସଅଣ୍ଡରଷ୍ଟାଣ୍ଡିଂ ହେଇ ଯାଇଛି, ମୁଁ 7 ଟା ପରେ ସୋଇ ପଡିଥିଲି” । ତେଣୁ ଏଭଳି ପୋଷ୍ଟ ପାଇଁ ସେ ଦୁଖିତ ଅଛନ୍ତି ବୋଲି ନିଜ ଫ୍ୟାନ୍ସ ମାନଙ୍କୁ ସମବେଦନା ଜଣାଇଛନ୍ତି ।

ଏହା ପୂର୍ବରୁ “ରାମାୟଣ”ରେ ରାବଣ ଚରିତ୍ରରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀଙ୍କ ମୃ-ତ୍ୟୁ ଖବର ବୁହଳ ବୋଲି ପ୍ରମାଣ ହୋଇଛି । ଏହି ସିରିଏଲରେ ଲକ୍ଷ୍ମଣ ଚରିତ୍ରରେ ଅଭିନୟ କରୁଥିବା ସୁନୀଲ ଲହରୀ ମଧ୍ୟ ଏହି କଥାକୁ ଅସ୍ଵୀକାର କରିଛନ୍ତି । ଏହା ଛଡା “ମହାଭାରତ”ରେ ଭୀଷ୍ମ ପିତାମହ ଚରିତ୍ରରେ ଅଭିନୟ କରିଥିବା ମୁକେଶ ଖନାଙ୍କ ମୃ-ତ୍ୟୁ ସୂଚନା ମଧ୍ୟ ମିଥ୍ୟା ବୋଲି ପ୍ରମାଣ ହୋଇଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ