ନିଜ ପ୍ରେମୀଙ୍କ ସହିତ ଏହି ୫ଟି ଭୁଲ କେବେବି କରନ୍ତୁ ନାହିଁ- Krishna Vani

ବନ୍ଧୁଗଣ, ଆମ୍ଭ ମାନଙ୍କର ଖୁସିର କାରଣ ଆମ୍ଭର ପ୍ରେମ ସମ୍ପର୍କ ହୋଇଥାନ୍ତି । ବନ୍ଧୁଗଣ ଆମ୍ଭର ପ୍ରେମ ସମ୍ପର୍କ ହିଁ ଆମ ଚେହେରାରେ ହସ ଆଣିଥାଏ । ଅନ୍ୟ ପାର୍ସ୍ବୋରେ ଆମ୍ଭର ପ୍ରେମ ସମ୍ପର୍କ ହିଁ ଆମ୍ଭ ଆଖିରେ ଲୁହ ଆଣିଥାଏ । କେତେକ ସମୟରେ ଏହା ଆମ୍ଭ ମନକୁ ବହୁତ ଆ-ଘା-ତ ପହଞ୍ଚାଇଥାଏ । ବନ୍ଧୁଗଣ ଯେ କୌଣସି ପ୍ରେମ ସମ୍ପର୍କ ଯେତେ ଉତ୍ତମ ହେଇଥାଉ ଆପଣ ଯଦି ସେହି ସମ୍ପର୍କରେ ଏହି ୫ ଟି ଭୁଲ କରିଥାନ୍ତି, ଆପଣଙ୍କୁ ସେହି ପ୍ରେମ ସମ୍ପର୍କରେ ପ୍ରତାରଣ ଛଡା ଅନ୍ୟ କିଛି ମିଳିନଥାଏ । ଆସନ୍ତୁ ଜାଣିବା ସେହି ୫ ଟି ଭୁଲ କଣ ଅଟେ ?

୧- ପ୍ରଥମରେ;- ନିଜ ମନର ମଣିଷ ପାଖରେ ଆପଣ ନିଜର କମଜୋରତା ଦର୍ଶାନ୍ତୁ ନାହିଁ ଯେ, ସେ ଆପଣଙ୍କୁ ଛାଡି ନଯାଆନ୍ତୁ, ଆପଣଙ୍କ ପାଖରେ ରୁହନ୍ତୁ । ଆପଣ ଯେତେବେଳେ ଏହି ଭିକ ମାଗିବା ଭଳି ପରିସ୍ଥିତି ରେ ଆସି ଯାଆନ୍ତି, ଆପଣ ସେମାନଙ୍କ ନଜରରେ ଅଧିକ ତଳକୁ ଖସି ଯାଆନ୍ତି । ଯଦି ସେ ସତରେ ଆପଣଙ୍କ ସହିତ ରହିବାକୁ ଚାହୁଁଥାନ୍ତେ ତେବେ, ଆପଣଙ୍କୁ ଏତେ ତଡପିବାକୁ ପଡି ନଥାନ୍ତା ।

୨- ଦ୍ବିତୀୟରେ;- କେବେମଧ୍ୟ ନିଜ ପ୍ରେମୀ ସାଙ୍ଗରେ ଏହି କଥା ପାଇଁ ଝଗଡା କରନ୍ତୁ ନାହିଁ ଯେ, ସେ ଆପଣଙ୍କ ସହିତ କଥା ହୁଅନ୍ତୁ । ଆପଣଙ୍କୁ ସମୟ ଦିଅନ୍ତୁ । ଗୋଟିଏ କଥା ମନେରଖିବେ, ଆପଣଙ୍କୁ ଯିଏ ହୃଦୟର ସହିତ ପ୍ରେମ କରୁଥିବ ତାଙ୍କୁ ଆପଣଙ୍କୁ ସମୟ ମାଗିବାକୁ ପଡିବ ନାହିଁ । ଆପଣଙ୍କୁ ଝଗଡା ମଧ୍ୟ କରିବାକୁ ହେବନାହିଁ । ପ୍ରେମ ସଠିକ ଥିଲେ ସେ ଆପଣଙ୍କୁ ନିଜର ସମସ୍ତ ସମୟ ଦେବାକୁ ପ୍ରୟତ୍ନ କରିବେ ।

୩- ତୃତୀୟରେ;- ପ୍ରେମ ପାଇଁ, ଆପଣଙ୍କ ଚିନ୍ତା କରିବା ପାଇଁ, ଆପଣଙ୍କ ଉପରେ ଧ୍ୟାନ ଦେବା ପାଇଁ, କେବେ ମଧ୍ୟ ନିଜ ପ୍ରେମୀ ଙ୍କୁ କୁହନ୍ତୁ ନାହିଁ । ଏହିସବୁ ଏମିତି ଜିନିଷ ଅଟେ ଯାହା ଆପେ ଆପେ ମିଳିଥାଏ ଅଥବା ମିଳି ନଥାଏ । ମାଙ୍ଗିବାରୁ ଏହା କେବେମଧ୍ୟ ମିଳିନଥାଏ ।

୪- ଚତୁର୍ଥ ରେ;- ଯଦି ଆପଣ ନିଜ ପ୍ରେମୀ ଙ୍କ ଜୀବନରେ ସବୁଠାରୁ ଶେଷରେ ଆସୁଛନ୍ତି । ଆପଣଙ୍କ ଠାରୁ ତାଙ୍କୁ ଅନ୍ୟସବୁ ଜିନିଷ ଅଧିକ ଜରୁରୀ ହୋଇଥାଏ, ତେବେ ଆପଣ ତାଙ୍କ ଜୀବନରେ ନିଜକୁ କେବେମଧ୍ୟ ସର୍ବପ୍ରଥମେ ରଖନ୍ତୁ ନାହିଁ ।

୫- ପଞ୍ଚମରେ;- ନିଜ ଜୀବନରେ କେବେମଧ୍ୟ ନିଜ ପ୍ରେମୀ ପଛରେ ପଡନ୍ତୁ ନାହିଁ । କାରଣ ଯଦି ଆପଣ କାହା ପଛରେ ପଡିବେ ତେବେ, ସେ ଆପଣଙ୍କ ଠାରୁ ଦୂର ହୋଇଯିବ । ଯଦି ସେ ଆପଣଙ୍କୁ ଭଲ ପାଉଥିବେ ତେବେ ସେ ଆପଣଙ୍କ ପାଖରେ ସର୍ବଦା ରହିବାକୁ ଚେଷ୍ଟା କରିବେ ଆପଣଙ୍କୁ ତାଙ୍କ ପଛରେ ପଡିବାକୁ ପଡିବ ନାହିଁ । ଯଦି ଆପଣଙ୍କୁ ତାଙ୍କ ପଛରେ ଦୌଡିବାକୁ ପଡିଥାଏ ତେବେ, ସେହି ବ୍ୟକ୍ତି ଜଣକ ଆପଣଙ୍କ ସାଇଡ ରେ ନାହାଁନ୍ତି । ଏଥିପାଇଁ ଆପଣଙ୍କୁ ତାଙ୍କ ପଛରେ ଦୌଡିବାକୁ ପଡୁଅଛି । ବନ୍ଧୁଗଣ ନିଜର ପ୍ରେମୀ ପାଖରେ ଏହି ୫ ଟି ଜିନିଷ କେବେ ମଧ୍ୟ କରନ୍ତୁ ନାହିଁ ।

ବନ୍ଧୁଗଣ ଆପଣଙ୍କୁ ଯଦି ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ, ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ ।