ଏଭଳି ନାରୀ ଗରିବକୁ ବି ବନେଇ ଦିଅନ୍ତି ରାଜା, ପୁରୁଷ ମାନେ ଥରେ ନିଶ୍ଚୟ ଦେଖନ୍ତୁ- Chanakya Niti

ଚାଣକ୍ୟ ନୀତି ଚାଣକ୍ୟ ଦ୍ଵାରା ରଚିତ ଏକ ଗ୍ରନ୍ଥ ଅଟେ । ଏହି ନୀତି ମଣିଷକୁ ତାର ପ୍ରତେକ କର୍ମର ଫଳ ବିଷୟରେ କୁହା ଯାଇଛି । ଚାଣକ୍ୟ ନିଜର ନୀତି ଦ୍ଵାରା ଚନ୍ଦ୍ର ଗୁପ୍ତ ମୌଜ୍ଯଙ୍କୁ ରାଜା କରିଥିଲେ । ସେ ଜଣ ବୁଦ୍ଧିମାନ ଓ ଜଣେ ନ୍ୟାୟ ପ୍ରିୟ ଲୋକ ଥିଲେ । ଜାଣନ୍ତୁ ଚାଣକ୍ୟଙ୍କ କିଛି ମହତ୍ଵ ପୂର୍ଣ ନୀତି ବିଷୟରେ । ତେବେ ଆଶନ୍ତୁ ଜାଣିବା କଣ କଣ ନୀତି ଅଟେ । ଗୋଟେ ଝିଅ ବାହା ହୋଇ ସାରିବା ପରେ ତାର ଭାଗ୍ୟ ତାର ଜୀବନ ସାଥିର ଭାଗ୍ୟ ସହ ଯୋଡି ହୋଇ ଯାଏ କହିବାକୁ ଗଲେ ସେହି ଝିଅ ଯାହା ବି କହେ ତାର ପ୍ରଭାବ ତାର ସ୍ଵାମୀ ଉପରେ ପଡେ ।

ବାହାଘର ଏକ ବନ୍ଧନ ଅଟେ ଯାହା ପାଇଁ ଯଦି ଜଣକ ଜୀବନରେ ଖୁସି ଆସେ ତ ଦ୍ଵିତୀୟ ବ୍ୟକ୍ତି ଜୀବନରେ ବି ଖୁସି ଆସେ । ଦୁନିଆରେ କିଛି ଏମିତି ସ୍ତ୍ରୀ ଅଛନ୍ତି ଯେଉଁ ମାନେ ନିଜର ସ୍ବାମୀର ଜୀବନରେ ଖୁସି ଓ ସୌଭାଗ୍ୟ ଆଣିଥାନ୍ତି ।

ଏମିତି ବି କିଛି ସ୍ତ୍ରୀ ଅଛନ୍ତି ଯେଉଁ ମାନେ ସ୍ବାମୀର ଜୀବନରେ ଦୁଃଖ ଭରି ଦିଅନ୍ତି ଯାହା ପାଇଁ ମଣିଷ ଜୀବନରେ ଅବନତି କରେ ତେବେ ଆଜି ଆସନ୍ତୁ ଜାଣିବା ଏଭଳି କିଛି ଝିଅ ମାନଙ୍କ ଲକ୍ଷଣ ବିଷୟରେ । କେଉଁ ଗୁଣ ଥିଲେ ଝିଅଟି ସ୍ଵାମୀର ଉର୍ଣ୍ଣତି କରାଏ । ଯେଉଁ ଘରର ସ୍ତ୍ରୀ ସବୁ ବେଳେ ପରିଷ୍କାର ରୁହେ । ମନ ଲଗାଇ ଭଗବାନଙ୍କ ପୂଜା କରେ ସେ ଭଲୀ ସ୍ତ୍ରୀ ଲୋକଙ୍କ ସ୍ଵାମୀ ମାନେ କେବେବି ଦରିଦ୍ର ହୁଅନ୍ତିନି ।

ଯେଉଁ ସ୍ତ୍ରୀ ନିଜ ସ୍ବାମୀର ପ୍ରକୃତ ମନରେ ସେବା କରେ ସେ ସୁଲକ୍ଷଣା ଅଟେ । ଯେଉଁ ସ୍ତ୍ରୀ ଗରିବ ଲୋକଙ୍କୁ ଖାଇବାକୁ ଦିଏ ତା ଘରେ ମା ଲକ୍ଷ୍ମୀ ସବୁଦିନ ରୁହନ୍ତି । ସେ ଭଳି ସ୍ତ୍ରୀ ର ହାତ କେବେବି ଛାଡି ନଥାନ୍ତି । ଚାଣକ୍ୟଙ୍କ ମତରେ ଏଭଳି ସ୍ତ୍ରୀ ଥିବା ବ୍ୟକ୍ତି ସବୁ ବେଳେ ସୁଖ ଭୋଗ କରେ । ଗରିବ , ଦୁଃଖ ହେଉଛି ପୂର୍ବ ଜନ୍ମର ପାପ ଫଳ ଅଟେ । ଯଦି ଆପଣ ଜିନର ରାଜ୍ୟ , ଧନ , ସ୍ତ୍ରୀ ଆଦୀଙ୍କୁ ହରାଇ ଛନ୍ତି ତେବେ ସମୟ ଆସିଲେ ଆପଣ ସେମାନଙ୍କୁ ପାଇଯିବେ ।

ଯଦି ଆପଣ ନିଜର କାୟା ହରେଇଛନ୍ତି ତେବେ ତାହା ଫେରି ପାଇବା କଷ୍ଟ ଅଟେ । ଚାଣକ୍ୟ କୁହନ୍ତି ପାଣିରେ ଥିବା ତେଲ ଓ ଖରାପ ଲୋକଙ୍କୁ କହିଥିବା ଗୁପ୍ତ କଥା , ଗୁଣବାନ ବ୍ୟକ୍ତିଙ୍କୁ କରିଥିବା ସାହାଜ୍ଯ ଓ ପ୍ରକୃତ ବିଦ୍ୟାର୍ଥୀ କୁ ଦେଇଥିବା ଜ୍ଞାନ ନିଜର ଗୁଣ ହିସାବରେ ବହୁତ ଜଲ୍ଦି ପ୍ରସାର କରେ । ଜେଭଳି ଘାସ ଏକତ୍ରିତ ହୋଇ ରହିଥିବାରୁ କ୍ଷୟ ହୋଇ ନଥାଏ ସେଭଳି ଅନେକ ଦୁର୍ବଳ ବ୍ୟକ୍ତି ମିସିକି ସବୁଙ୍କୁ ଜିତି ପାରିବେ । ଜିଏ ଆମର ମନରେ ଅଛି ହୁଏତ ସେ ଆମ ଠାରୁ ଅନେକ ଦୂରରେ ଥାଇ ପରେ ମାତ୍ର ଯିଏ ପାଖରେ ଅଛି ସେ ଦୂରରେ ରହିପାରେ ମନ ଭିତରେ ।

ଯଦି ଆପଣ କାହାଠାରୁ କିଛି ଆସା କରନ୍ତି ତେବେ ମଧୁର ବଚନ କହିବା ଆବଶ୍ୟକ ଠିକ ସେହି ଭଳି ଯେପରି ଶିକାରି ଗୀତ ବୋଲି ନିଜର ଶିକାର କରେ । ଯେଉଁ ବ୍ୟକ୍ତି ଧର୍ମଗୁରୁ,ରାଜା , ଅଗ୍ନି, ଓ ସ୍ତ୍ରୀ ର ନିକଟ ତର ହୁଏ ସେ ବିନାଶ ଆଡକୁ ଯାଏ । ଏମାନଙ୍କ ଠାରୁ ଦୂରେଇ ରହି ବି କିଛି କାମ ହେବନି ତେଣୁ ଯେତିକି ଦରକାର ସେତିକି ଦୁରତ୍ଵ ରଖନ୍ତୁ । ତେବେ ଆପଣଙ୍କୁ ଏହି ସୂଚନା କିଭଳି ଲାଗିଲା ଜଣେଇବେ ଓ ଲାଇକ କେଇବେ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ।