ବାଛନ୍ତୁ କୌଣସି 1 ହୃଦୟ ଓ ଜାଣନ୍ତୁ ସେ କିଏ ଯିଏ ଆପଣଙ୍କୁ କେବେ ହରାଇବାକୁ ଚାହାନ୍ତି ନାହିଁ- Love Quiz

ଆଜି ଆମେ ଏହା ଲଭ୍ ଗେମ୍ ଖେଳିବା । ଏଠାରେ ଆପଣଙ୍କୁ ୫ଟି ଅଲଗା ଅଲଗା ହୃଦୟ ଚିତ୍ର ଦିଆ ଯାଇଛି । ପ୍ରଥମେ ଆପଣ ସେଥିରୁ ନିଜ ପସନ୍ଦ ଅନୁଯାୟୀ ଗୋଟିଏ ହୃଦୟ ମନେ ମନେ ବାଛନ୍ତୁ ଓ ବାଛିବା ପରେ ଚିତ୍ର ସଂଖ୍ୟା ଅନୁଯାୟୀ ତାର ଫଳାଫଳ ଦେଖନ୍ତୁ । ଏଥିରୁ ଆପଣ ଜାଣିପାରିବେ କି ଆପଣଙ୍କ ଜୀବନରେ ଏପରି କିଏ ଅଛନ୍ତି ଯିଏ ଆପଣଙ୍କୁ କେବେ ମଧ୍ୟ ଛାଡ଼ିବାକୁ ଚାହାଁନ୍ତି ନାହିଁ ।

୧- ଯଦି ଆପଣ ପ୍ରଥମ ହୃଦୟ ବାଛିଛନ୍ତି ତେବେ ଆପଣଙ୍କୁ ଯିଏ ହୃଦୟରୁ ଖୁବ୍ ଚାହାଁନ୍ତି ଓ ଖୁବ୍ ଭଲ ପାଆନ୍ତି ସେ ଆପଣଙ୍କୁ କେବେ ମଧ୍ୟ ଛାଡ଼ିବାକୁ ଚାହାଁନ୍ତି ନାହିଁ । ସେ ଆପଣଙ୍କ ପାଇଁ ସବୁକିଛି କରିବାକୁ ସର୍ବଦା ପ୍ରସ୍ତୁତ ରୁହନ୍ତି ଓ ଆପଣଙ୍କୁ କେବେ ମଧ୍ୟ ସମସ୍ୟାରେ ଓ ଦୁଃଖରେ ସେ ଦେଖି ସହ୍ୟ କରି ପାରନ୍ତି ନାହିଁ ।

୨- ଯଦି ଆପଣ ଦ୍ଵିତୀୟ ହୃଦୟଟି ବାଛିଛନ୍ତି ତେବେ ଆପଣଙ୍କ ପିତା ମାତା ଓ ଆପଣଙ୍କ ଭାଇ ଭଉଣୀ ଆପଣଙ୍କ ସମ୍ପୂର୍ଣ୍ଣ ପରିବାର କେବେ ମଧ୍ୟ ଆପଣଙ୍କୁ ହରାଇବାକୁ ଚାହାଁନ୍ତି ନାହିଁ । ଆପଣ ସେ ସମସ୍ତଙ୍କର ଜୀବନ ଅଟନ୍ତି । ଆପଣ ସେମାନଙ୍କ ପାଇଁ ସବୁକିଛି ଓ ପରିସ୍ଥିତି ଯାହା ବି ହେଉ ପଛେ ସେମାନେ କେବେ ମଧ୍ୟ ଆପଣଙ୍କୁ ହରାଇବାକୁ ଚାହାଁନ୍ତି ନାହିଁ କି ହରାଇବେ ନାହିଁ । ସେଥିପାଇଁ ଆପଣ କେବେ ମଧ୍ୟ ସେମାନଙ୍କୁ କଷ୍ଟ ଦିଅନ୍ତୁ ନାହିଁ । ସବୁବେଳେ ସେମାନଙ୍କ ଧ୍ୟାନ ରଖନ୍ତୁ ।

୩- ଆପଣ ଯଦି ତୃତୀୟ ହୃଦୟଟି ବାଛିଛନ୍ତି ତେବେ ଆପଣଙ୍କ ପ୍ରେମିକ/ ପ୍ରେମିକା ଅର୍ଥାତ୍ ଆପଣଙ୍କୁ ହୃଦୟରୁ ପ୍ରକୃତ ପ୍ରେମ କରୁଥିବା ବ୍ୟକ୍ତି କେବେ ମଧ୍ୟ ଆପଣଙ୍କୁ ହରାଇବାକୁ ଚାହାଁନ୍ତି ନାହିଁ । କାରଣ ସେ ଆପଣଙ୍କୁ ଅତ୍ୟନ୍ତ ପ୍ରେମ କରନ୍ତି ଓ ଆପଣଙ୍କ ମନ ଓ ଆପଣ କଣ ଅନୁଭବ କରନ୍ତୁ ସେ ସବୁକୁ ଅତି ଭଲ ଭାବେ ବୁଝି ପାରନ୍ତି । ସେ ଆପଣଙ୍କ ବିନା ଗୋଟିଏ ମୁହୂର୍ତ୍ତ ମଧ୍ୟ ରହି ପାରିବେ ନାହିଁ ।

୪- ଯଦି ଆପଣ ଚତୁର୍ଥ ହୃଦୟଟି ବାଛିଛନ୍ତି ତେବେ ତେବେ ଆପଣଙ୍କୁ ଆପଣଙ୍କ ସ୍କୁଲ ଓ କଲେଜର ସାଙ୍ଗମାନେ କେବେ ହରାଇବାକୁ ଚାହାଁନ୍ତି ନାହିଁ । କାରଣ ଆପଣଙ୍କ ବିନା ସେମାନଙ୍କ ଜୀବନରେ କିଛି ମଜା ନାହିଁ କି ସେମାନଙ୍କ ବିନା ଆପଣଙ୍କ ଜୀବନରେ ମଧ୍ୟ କିଛି ମଜା ନାହିଁ । ପରସ୍ପର ସହ ସମୟ ବିତାଇବାକୁ ଆପଣମାନେ ଖୁବ୍ ପସନ୍ଦ କରନ୍ତି । ଏକାଠି ଥିଲା ବେଳେ ଆପଣ ଖୁବ୍ ଖୁସି ରୁହନ୍ତି ଓ ଆପଣଙ୍କୁ ସମୟ ପ୍ରତି ମଧ୍ୟ ଧ୍ୟାନ ରୁହେ ନାହିଁ ।

୫- ଆପଣ ଯଦି ପଞ୍ଚମ ହୃଦୟଟି ବାଛିଛନ୍ତି ତେବେ ଆପଣ ଯାହା ସହ ନିଜର ସମ୍ପୂର୍ଣ୍ଣ ଜୀବନ ବିତାଇବାକୁ ଚାହୁଁଛନ୍ତି ସେ ଆପଣଙ୍କୁ କେବେ ହରାଇବାକୁ ଚାହାଁନ୍ତି ନାହିଁ । ଯିଏ କେବଳ ଆପଣଙ୍କ ପାଇଁ ହିଁ ଏ ଦୁନିଆକୁ ଆସିଛନ୍ତି, ଅର୍ଥାତ୍ ଆପଣଙ୍କ ଜୀବନସାଥି । ଯିଏ ଜୀବନର ପ୍ରତ୍ୟେକ ଚଲାପଥରେ ଆପଣଙ୍କ ହାତ ଧରି ଚାଲିବାକୁ ପ୍ରସ୍ତୁତ ରହିଛନ୍ତି । ସେ କେବଳ ଆପଣଙ୍କୁ ଖୁସି ରହିବାର ହିଁ ଦେଖିବାକୁ ଚାହାଁନ୍ତି ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ।