ଆଜି ରାତି ଠାରୁ ପୁରା ୫୧ ବର୍ଷ ପର୍ଯ୍ୟନ୍ତ ଏହି ରାଶି ଉପରେ ଧନ ବର୍ଷା କରିବେ ମା’ ଦୂର୍ଗା, କଣ ଏହି ରାଶି ଆପଣଙ୍କର ତ ନୁହେଁ ?

ମା ଦୂର୍ଗା ଏହି ସୃଷ୍ଟିର ଶକ୍ତି ସ୍ଵରୁପା ଅଟନ୍ତି । ମା ଦୂର୍ଗାଙ୍କ ଖାସ ପର୍ବ ନବରାତ୍ରି ହୋଇଥାଏ । ନବରାତ୍ରରେ ମା ଦୂର୍ଗାଙ୍କର ୯ ରୂପକୁ ପୂଜା କରାଯାଏ । ନବରାତ୍ର ବର୍ଷକୁ ଦୁଇଥର ଆସିଥାଏ । ଗୋଟିଏ ଚୈତ୍ର ନବରାତ୍ର ଓ ଅନ୍ୟଟି ଶାରଦୀୟ ନବରାତ୍ର ହୋଇଥାଏ । ଚୈତ୍ର ନବରାତ୍ରରେ ମା ଦୂର୍ଗା ପ୍ରସନ୍ନ ମୁଖା ଥାଆନ୍ତି ଏଥିପାଇଁ ଯେଉଁ ଭକ୍ତ ମାଙ୍କୁ ଭକ୍ତି ଭାବରେ ପୂଜା କରିଥାଏ ମା ତାକୁ ସଂସାରର ସବୁ ସୁଖ ପ୍ରଦାନ କରିଥାନ୍ତି ।

ଏହି ନବରାତ୍ର ବହୁତ ଖାସ ଯୋଗରେ ପଡିଛି । ଏହି ଯୋଗ ଏଥର ପୁରା ୫୧ ବର୍ଷ ପରେ ଆସିଛି । ଏହି ଯୋଗରେ ଶନି ଦେବ ମକର ରାଶିରେ ଓ ଦେବଗୁରୁ ବୃହସ୍ପତି ଧନୁ ରାଶିରେ ରହିବେ ।

ଏହା ସହ ନବରାତ୍ରର ପ୍ରଥମ ଦିନରେ ସୂର୍ଯ୍ୟ ମେଷ ରାଶିରେ ଗୋଚର କରି ନୀଚରେ ଅଛନ୍ତି । ଏହାଦ୍ବାରା କିଛି ରାଶି ଉପରେ ମାଆ ଦୂର୍ଗାଙ୍କର କିଛି ଖାସ ଆଶୀର୍ବାଦ ରହିବ ଯାହାଦ୍ବାରା କି ଏହି ରାଶି ଗୁଡିକ ମାମାଳ ହେବା ସହ ଜୀବନରେ ବହୁତ ଖୁସି ପାଇବେ । ତେବେ ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶିଙ୍କ ବିଷୟରେ ।

ବୃଷ ରାଶି

ଏହି ରାଶିର ବ୍ୟକ୍ତିଙ୍କୁ ଅଚାନକ ଭାବରେ କୌଣସି ଉପାୟରୁ ଧନ ମିଳିବ । ଆପଣଙ୍କରର ଥିବା କୌଣସି ଅଟକି ରହିଥିବା କାର୍ଯ୍ୟରେ ସଫଳତା ପାଇବେ । ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ବ୍ୟବସାୟରେ ବହୁତ ସଫଳତା ପାଇବେ । ଚାକିରି କ୍ଷେତ୍ରରେ ଉର୍ଣ୍ଣତି ହେବ । ଆପଣଙ୍କର ଥିବା କୌଣସି କୋଟ କଚେରୀ ମାମଲାରେ ରାୟ ମିଳିବ । ସମାଜରେ ଆପଣଙ୍କୁ ପ୍ରତିଷ୍ଠା ମିଳିବ ।

ମିଥୁନ ରାଶି

ଏହି ରାଶିର ବ୍ୟକ୍ତି ମାନେ ନିଜ ବ୍ୟବସାୟକୁ ବିସ୍ତାର କରିବାରେ ସଫଳତା ପାଇବେ । ବେରୋଜଗାର ଥୋଇବା ବ୍ୟକ୍ତିଙ୍କୁ ରୋଜଗାରର ନୂଆ ନୂଆ ଅବସର ମିଳିବ । ଛାତ୍ରମାନଙ୍କୁ ଶିକ୍ଷା ଓ ପ୍ରତିଯୋଗୀତା ମୂଳକ କ୍ଷେତ୍ରରେ ସଫଳତା ମିଳିବ । ଆପଣଙ୍କୁ ପ୍ରେମରେ ସଫଳତା ମିଳିବ । ଏହି ସମୟରେ ଆପଣ କୌଣସି ବାହାନ କିମ୍ବା ଜମି କିଣିବାର ଅବସର ମିଳିବ ।

ମେଷ ରାଶି

ଏହି ରାଶିର ଚାକିରି କରୁଥିବା ବ୍ୟକ୍ତିଙ୍କୁ ଚାକିରିରେ ପଦୋନ୍ନତି ମିଳିବ । ଅଫିସରେ ସହଯୋଗୀଙ୍କ ସହଯୋଗ ମିଳିବ । ଆପଣ ଏହି ସମୟରେ ଭବିଷ୍ୟତ ପାଇଁ ଆର୍ଥ ସଞ୍ଚୟ କରିବାରେ ସଫଳତା ହାସଲ କରିବେ । ଘର ପରିବାରରେ ଖୁଶିର ପରିବେଶ ରହିବ । ଦାମ୍ପତ୍ୟ ଜୀବନ ଖୁସିରେ ବିତିବ । କୌଣସି କାର୍ଯ୍ୟକୁ ନେଇ ବିଦେଶ ଯାତ୍ରା କରିପାରନ୍ତି । ଆପଣଙ୍କୁ ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ନିଜ ପରିଶ୍ରମ ଠାରୁ ଅଧିକ ଫଳ ମିଳିବ ।

ସିଂହ ରାଶି

ଏହି ରାଶିର ବ୍ୟକ୍ତିମାନଙ୍କର ଅଟକି ରହିଥିବା କାର୍ଯ୍ୟ ଅତି ସହଜରେ ସଂପୂର୍ଣ୍ଣ ହୋଇଜୀବ । ରୋଜଗାର ହିନ ବ୍ୟକ୍ତିଙ୍କୁ ରୋଜଗାରର ନୂଆ ପନ୍ଥା ମିଳିଯିବ । ପରିବାରରେ ଖୁସିର ପରିବେଶ ରହିବ । ମିତ୍ର ମାନେ ଆପଣଙ୍କୁ ସବୁ କାର୍ଯ୍ୟରେ ସହଯୋଗ କରିବେ । ଆପଣଙ୍କ ପରିବାରରେ ସବୁ ସଦସ୍ୟମାନଙ୍କର ଶରୀର ସୁସ୍ଥ ରହିବ ।

ତୁଳା ରାଶି

ଏହି ରାଶିର ବ୍ୟକ୍ତିଙ୍କୁ ମାଦୁର୍ଗାଙ୍କ କୃପାରୁ ବ୍ୟବସାୟରେ ଭଲ ଲାଭ ମିଳିବ । ଏହା ସହ ପ୍ରଶାସନିକ ଅଧିକାରୀଙ୍କୁ ଚାକିରି କ୍ଷେତ୍ରରେ ଲାଭ ମିଳିବ । ସମାଜରେ ମାନ ସମ୍ମାନ ମିଳିବ । ଏହି ସମୟରେ ଆପଣ ଦାନ ଧର୍ମରେ ମନ ନିବେଶ କରିବେ ।

କୁମ୍ଭ ରାଶି

ଏହି ରାଶି ବ୍ୟକ୍ତିଙ୍କୁ ଅଚାନକ ଭ୍ୟବରେ କୌଣସି ସୂତ୍ରରୁ ଧନ ମିଳିବ । ଆପଣଙ୍କୁ ସନ୍ତାନ ପକ୍ଷରୁ କୌଣସି ଖୁସି ଖବର ମିଳିବ । ଆପଣ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଶତ୍ରୁମାନେ କମଜୋର ହୋଇଯିବେ । ଆପଣନ ଏହି ସମୟରେ ଆର୍ଥିକ ଭାବରେ ସମୃଦ୍ଧଶାଳୀ ହେବାର ସୁଯୋଗ ପାଇବେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।