ଅମିତାଭ ନିଜ ଝିଅ ଶ୍ୱେତାର ବିବାହ ବହୁତ କମ ବୟସରେ ହିଁ କରି ଦେଇଥିଲେ, 23 ବର୍ଷ ବୟସରେ ମା ବନିଥିଲେ, ହେଲେ ଏବେ ସାମନାକୁ ଆସିଲା ଏହାର ବଡ କାରଣ

ବଡ ପରଦାରେ ସେହେନ୍ସା ର ରୋଲ କରିଥିବା ଅମିତାଭ ବଚ୍ଚନ ରିୟଲ ଲାଇଫରେ ବି ବଲୀଉଡର କିଙ୍ଗ ଅଟନ୍ତି । ଆଜି ଅମିତାଭ ବଚ୍ଚନ ୭୬ ବର୍ଷର ହୋଇସାରିଛନ୍ତି । କିନ୍ତୁ ଏହା ସତ୍ତ୍ୱେ ବି ସେ ଫିଲ୍ମ ଗୁଡିକରେ ମୁଖ୍ୟ ଭୂମିକାରେ ନଜର ଆସିଥାନ୍ତି । ଅମିତାଭଙ୍କ ଯୋଗୁ ତାଙ୍କର ପରିବାରର ସଦସ୍ୟମାନେ ବି ମିଡିଆର ଚର୍ଚାର ବିଷୟ ହୋଇଥାନ୍ତି । ଯଦି ତାଙ୍କର ଝିଅ ଶ୍ୱେତା ନନ୍ଦା ବଚ୍ଚନଙ୍କ କଥା କହିବା ତେବେ ସେ ଫିଲ୍ମ ଓ ମିଡିଆ ଠାରୁ ସବୁବେଳେ ଦୂରରେ ରହିଥାନ୍ତି । ସେ ମିଡିଆର ଲାଇମ ଲାଇଟରେ କମ ହିଁ ନଜର ଆସିଥାନ୍ତି ।

Image courtesy: Google

ଅମିତାଭ ବଚ୍ଚନଙ୍କ ଭଳି ମହାନାୟକଙ୍କର ଝିଅ ହେବା ସତ୍ତ୍ୱେ ବି ଶ୍ଵେତା କେବେ ବି ଅଭିନେତ୍ରୀ ହେବା ପାଇଁ ଚିନ୍ତା କରି ନାହାନ୍ତି । ଅମିତାଭ ଏକ ସାଧାରଣ ଭାରତୀୟ ପରିବାର ମଧ୍ୟରେ ଶ୍ଵେତାର ବିବାହ ବହୁତ କମ ବୟସରେ ହିଁ କରି ଦେଇଥିଲେ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ କି ଶ୍ଵେତା ମାତ୍ର ୨୩ ବର୍ଷର ହିଁ ଥିଲେ ଯେତେବେଳେ ସେ ଏକ ଶିଶୁର ମା ହୋଇ ଯାଇଥିଲେ । ଶ୍ଵେତା ଏକ ବଡ ବିଜନେସମ୍ୟାନ ନିଖିଲ ନନ୍ଦାଙ୍କୁ ବିବାହ କରିଛନ୍ତି । ଯେତେବେଳେ ଶ୍ଵେତାଙ୍କର ବିବାହ ହୋଇଥିଲା ତେବେ ସେ ବହୁତ କମ ବୟସର ଥିଲେ ଓ ସେ ସେମିତି କିଛି ବୁଝି ବି ପାରି ନ ଥିଲେ ।

Image courtesy: Google

କହିବାକୁ ଗଲେ ଏହି ମାମଲା ଉପରେ ଏକ ଖବର ବି ଆସୁଥିଲା କି ଶ୍ଵେତାଙ୍କର ବିବାହ ପୂର୍ବରୁ ନିଖିଲଙ୍କ ସହିତ ତାଙ୍କର ଲଭ ଅଫେୟାର ବି ଚାଲିଥିଲା । ଶୁଣିବାକୁ ଏହା ବି ମିଳିଥିଲା କି ଶ୍ଵେତା ବିବାହ ପୂର୍ବରୁ ଗର୍ଭବତୀ ହୋଇ ଯାଇଥିଲେ । ଯେଉଁ କାରଣରୁ ପିତା ଅମିତାଭ ତାଙ୍କର ବିବାହ ଜଲ୍ଦି ହିଁ କରାଇ ଦେଲେ । କିନ୍ତୁ ଏହି ସମସ୍ତ କଥା କେତେ ଦୂର ସତ ଅଟେ ଏହା ବିଷୟରେ କାହାକୁ ବି ଜଣା ନାହିଁ ।

Image courtesy: Google

ଶ୍ଵେତାଙ୍କର ଜଲ୍ଦି ବିବାହ କରିବାର କାରଣ ଯାହା ବି ହୋଇ ଥାଉ ନା କାହିଁକି କିନ୍ତୁ ଆଜି ସେ ବହୁତ ଖୁସିରେ ଅଛନ୍ତି । ଆପଣଙ୍କୁ କହିଦେଉଛୁ କି ଶ୍ଵେତା ବିବାହର ୧୦ ବର୍ଷ ପରେ କାମ କରିବାକୁ ନିର୍ଣ୍ଣୟ ନେଇଥିଲେ । ସେ ଜର୍ନଲିସ୍ଟ ରୂପରେ କାମ କରୁଥିଲେ । ସେ ନିଜର ଏକ ବହି ବି ଲେଖିଛନ୍ତି । କହିବାକୁ ଗଲେ ଶ୍ଵେତା ଫିଲ୍ମରେ ଆସି ନାହାନ୍ତି କିନ୍ତୁ ତାଙ୍କର ଝିଅ ନବ୍ୟା ନୱେଲୀ ନନ୍ଦା ଭବିଷ୍ୟତରେ ଫିଲ୍ମରେ ନିଶ୍ଚିତ ଆସି ପାରନ୍ତି । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।