କିଏ ପିନ୍ଧିଥାଏ ୬୮ ଲକ୍ଷ ଟଙ୍କାର ଜୋତା ତ କାହା ପାଖରେ ଅଛି ୨୦ ଲକ୍ଷ ଟଙ୍କାର ଘଡି, ବଲୀଉଡରେ ସବୁଠୁ ଶସ୍ତା ଅଟନ୍ତି ଭାଇଜାନ

ମହଙ୍ଗା ଏବଂ ଭଲ ଜିନିଷ ପିନ୍ଧିବା ଇଚ୍ଛା ସମସ୍ତଙ୍କର ଥାଏ । ବ୍ୟକ୍ତି ଯେତେବେଳେ ବହୁତ କଷ୍ଟ କରି ଥାଏ ତେବେ ସେ ନିଜ ପାଇଁ ଭଲ ଜିନିଷ କିଣିବା ପାଇଁ ଚାହିଁ ଥାଏ । ଏହିଭଳି କିଛି ହୋଇଥାନ୍ତି ଆମର ବଲୀଉଡ ଷ୍ଟାରମାନେ । ଦିନ ରାତି କଷ୍ଟ କରି ସେମାନେ ଟଙ୍କା ଆୟ କରିଥାନ୍ତି । ଯାହା ଦ୍ଵାରା ସେମାନେ ନିଜର ସ୍ଵବୁ ସ୍ଵପ୍ନକୁ ପୁରା କରି ପାରିବେ । ବଲୀଉଡରେ ଆଜିକାଲି ଫ୍ୟାସେନର ଟ୍ରେଣ୍ଡ ଚାଲିଛି ।

ଏମିତିରେ ବଲୀଉଡ ଷ୍ଟାରମାନେ ମହଙ୍ଗା ମହଙ୍ଗା କପଡା ଏବଂ ଜୋତା ପିନ୍ଧୁଛନ୍ତି । ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ବଲୀଉଡ ଷ୍ଟାର ମାନଙ୍କର କିଛି ମହଙ୍ଗା ଜିନିଷ ବିଷୟରେ କହିବାକୁ ଯାଉଛି ।

ରଣବୀର ସିଂହ

ନିଜର ଅଜବ ଫ୍ୟାସନ କାରଣରୁ ରଣବୀର ସିଂହ ପ୍ରାୟତଃ ଚର୍ଚାରେ ରହିଥାନ୍ତି । କିନ୍ତୁ କହି ଦେଉଛୁ ଯେ ରଣବୀର ସିଂହ ବଲୀଉଡ ଇଣ୍ଡଷ୍ଟ୍ରିରେ ସବୁଠୁ ମହଙ୍ଗା ଜିନିଷ ପିନ୍ଧନ୍ତି । ରଣବୀରଙ୍କ ପାଖରେ ୧୦୦୦ରୁ ଅଧିକ ଜୋତାର କଲେକ୍ଶନ ଅଛି । ଯେଉଁଥିରେ ୬୮ ଲକ୍ଷ ଟଙ୍କାର ଜୋତା ଠୁ ଆରମ୍ଭ ହୋଇ କୋଟି କୋଟି ଟଙ୍କାର ଜୋତା ଅଛି ।

କରଣ ଜୌହର

ଇଣ୍ଡଷ୍ଟ୍ରିର ସବୁଠୁ ପ୍ରସିଦ୍ଧ ଡାୟରେକ୍ଟର କରଣ ଜୌହରଙ୍କର ବି ଦାମିକିଆ ଜିନିଷ ପିନ୍ଧିବାରେ କାହାଠାରୁ ପଛରେ ନାହାନ୍ତି । ଆପଣ Louis Vuitto, Stela Mccartney, Donatella Versace ଏବଂ ଦୁନିଆ ସାରା ଯେତେ ମହଙ୍ଗା ଜିନିଷର ନାମ ଆପଣ ଶୁଣିଛନ୍ତି କିମ୍ବା ଅଛି, ତାହା ସବୁ କରଣ ଜୌହରଙ୍କ ପାଖରେ ଅଛି । ଏହି ସବୁର ଦାମ ୮୯ ଲକ୍ଷରୁ ଆରମ୍ଭ ହୋଇ କୋଟି ପର୍ଯ୍ୟନ୍ତ ଯାଇଥାଏ ।

ରଣବୀର କପୂର

ରଣବୀର କପୂରଙ୍କୁ ଦାମିକିଆ ଜୋତା ପିନ୍ଧିବାକୁ ଭଲ ଲାଗେ । ରଣବୀର କିଛି ଦିନ ତଳେ ଏକ ଧଳା ରଙ୍ଗର ଜୋତା ପିନ୍ଧି ଥିଲେ ଯାହାର ଦାମ ୩୭୮୧ ଡଲାର ମାନେ ୨,୭୪,୬୯୧ ଟଙ୍କା ଅଟେ ।

ବରୁଣ ଧବନ

GQ ଅୱାର୍ଡ ସମୟରେ ଜଣାପାଡିଥିଲା କି ବରୁଣଙ୍କୁ ମହଙ୍ଗା ଘଡିର ପିନ୍ଧିବାକୁ ଭଲ ଲାଗେ । ସେ ‘Audemars Piguet Royal Oak Offshore Chronograph’ ର ଘଡି ପିନ୍ଧିଥିଲେ ଯାହାର ଦାମ ୧୮ ରୁ ୨୦ ଲକ୍ଷ ଟଙ୍କା ମଧ୍ୟରେ ହୋଇଥାଏ ।

ସୁହାନା ଖାନ

ଶାହରୁଖ ଖାନଙ୍କର ସାହବଜାଦୀ ସୁହାନା ଖାନ ବି ମହଙ୍ଗା ଜିନିଷ ପିନ୍ଧିବାକୁ ଭଲ ପାଆନ୍ତି । ବର୍ତ୍ତମାନ ହିଁ ଶାହରୁଖ ଖାନଙ୍କର ୫୨ତମ ଜନ୍ମ ଦିନରେ ସୁହାନା ଏକ ଧଳା ରଙ୍ଗର ଟି- ସାର୍ଟରେ ନଜର ଆସିଥିଲେ । ସେ Givenchy ବ୍ରାଂଡର ଟି- ସାର୍ଟ ପିନ୍ଧିଥିଲେ ଯାହାର ଦାମ ୫୦,୨୧୯ ଟଙ୍କା ଅଟେ ।

ସଲମାନ ଖାନ

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ସବୁଠୁ ଅଧିକ ଆୟ କରୁଥିବା ସୁପରଷ୍ଟାର ସଲମାନ ଖାନ ବଲୀଉଡରେ ସବୁଠୁ ଶସ୍ତା ଜିନିଷ ପିନ୍ଧିଥାନ୍ତି । ଯେଉଁଠି ଆଜି କାଲିର ଷ୍ଟାର ମାନେ ମହଙ୍ଗା ଜୋତା ଓ ଘଡି ର ସଉକ ଅଛି ସେଠି ସେ ମାତ୍ର ୫୦୦ ରୁ ୫୫୦ ଟଙ୍କାର ଟି – ସାର୍ଟ ପିନ୍ଧିଥାନ୍ତି । ସାଙ୍ଗମାନେ, ଆଶାକରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକୀଲ ପସନ୍ଦ ଆସିଥିବ । ପସନ୍ଦ ଆସିଲେ ଲାଇକ ଶେୟର କରିବାକୁ ଭୁଲିବେ ନାହିଁ ।