ଅନାଥ ପିଲାଙ୍କୁ ଆପଣାଇ ସେମାନଙ୍କ ଜୀବନକୁ ସଜାଡି ଦେଲେ ଏହି 4 ଜଣ Star, 4 ନଂ Star ତ ଏକା ଥରେ 34 ଜଣ ଝିଅଙ୍କୁ ଆଡପ୍ଟ କରିଥିଲେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟରେ ଦୁନିଆ ବହୁତ ହିଁ ସ୍ୱାର୍ଥପର ହୋଇଯାଇଛି। ଏହି ଦୁନିଆର ସମସ୍ତ ବ୍ୟକ୍ତି କେବଳ ନିଜ ପାଇଁ ଭାବନ୍ତି। ଅନ୍ୟ କାହା ପାଇଁ ସେମାନଙ୍କ ମନରେ କୌଣସି ଭାବନା ରହିନାହିଁ। ବର୍ତ୍ତମାନ ସମୟରେ ସମସ୍ତେ ଭାବୁଛନ୍ତି ଯେ, ମାନବୀୟତା ଶେଷ ହୋଇଯାଇଛି। କିନ୍ତୁ ବନ୍ଧୁଗଣ ଦୁନିଆରେ କିଛି ଏଭଳି ବ୍ୟକ୍ତିଗତ ମଧ୍ୟ ଅଛନ୍ତି ଯେଉଁ ମାନଙ୍କୁ ଦେଖିଲେ ଏହା ପ୍ରତୀତ ହୋଇଥାଏ ଯେ, ଆଜି ମଧ୍ୟ ମାନବୀୟତା ଜୀବିତ ରହିଛି।

ତେବେ ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ବଲିଉଡ କଳାକାର ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ଅନାଥ ଛୁଆ ମାନଙ୍କୁ ନିଜର ନାମ ଦେଇଛନ୍ତି ଏବଂ ତାଙ୍କୁ ନିଜ ଛୁଆ ଭଳି ଭଲ ପାଇବା ଦେଇଛନ୍ତି।ତେବେ ଆସନ୍ତୁ ଜାଣିବା ସେହି କଳାକାର ମାନଙ୍କ ସମ୍ବନ୍ଧରେ।

୧. ସୁବାଷ ଘାଇ- ବଲିଉଡ ଇଣ୍ଡଷ୍ଟ୍ରୀ ର ଜଣେ ସଫଳ ଡାଇରେକ୍ଟର ଭାବରେ ‘ସୁବାଷ ଘାଇ’ ପରିଚିତ। ସେ ବଲିଉଡ ଇଣ୍ଡଷ୍ଟ୍ରୀ କୁ ଅନେକ ସୁପରହିଟ ଫିଲ୍ମ ପ୍ରଦାନ କରିଛନ୍ତି ଏବଂ ଅନେକ ସୁପରଷ୍ଟାର ମଧ୍ୟ ତିଆରି କରିଛନ୍ତି।ସୁବାଷ ଘାଇ ‘ମେଘା’ ନାମକ ଝିଅ କୁ ଆଡପ୍ପଟ କରୁଥିଲେ। ତାଙ୍କର ପାଳନ ପୋଷଣ କରିଥିଲେ ଏବଂ ତାଙ୍କୁ ପଢ଼ାଇବା ନିମନ୍ତେ ଲଣ୍ଡନ ପଠାଇ ଥିଲେ। ପାଠପଢ଼ା ପୂର୍ଣ ହେବା ପରେ ସେ ମେଘା ଙ୍କ ବିବାହ ‘ରାହୁଲ ପୁରୀ’ ଙ୍କ ସହିତ କରାଇଥିଲେ।

୨. ସନୀ ଲିଓନୀ- ବଲିଉଡ ଇଣ୍ଡଷ୍ଟ୍ରୀ ର ସୁନ୍ଦର ଏବଂ ସଫଳ ଅଭିନେତ୍ରୀ ଭାବରେ ‘ସନୀ ଲିଓନୀ’ ପରିଚିତ। ସେ ଗତ ବର୍ଷ ଜଣେ ଝିଅ କୁ ଆଡପ୍ପଟ କରିଥିଲେ।ସେ ଖୁବ ଯତ୍ନ ର ସହିତ ତାଙ୍କର ପାଳନ ପୋଷଣ କରୁଛନ୍ତି। ୩.ମିଥୁନ ଚକ୍ରବର୍ତ୍ତୀ- ବଲିଉଡ ଇଣ୍ଡଷ୍ଟ୍ରୀ ର ଆକ୍ସନ ହିରୋ ଭାବରେ ପରିଚିତ ଅଭିନେତା ‘ମିଥୁନ ଚକ୍ରବର୍ତ୍ତୀ’ ବଲିଉଡ ଇଣ୍ଡଷ୍ଟ୍ରୀ କୁ ଏକ ରୁ ଅନେକ ବ୍ଲକ ବଷ୍ଟର ଫିଲ୍ମ ପ୍ରଦାନ କରିଛନ୍ତି। ଏହି ଅଭିନେତା ଏକ ଝିଅ କୁ ଆଡପ୍ପଟ କରିଥିଲେ ଏବଂ ତାଙ୍କ ନାମ ‘ଦିଶାନୀ’ ରଖିଥିଲେ। ଦିଶାନୀ ଙ୍କୁ କେହି ଜଣେ ଅଳିଆ ଗଦା ରେ ଫୋପାଡ଼ି ଦେଇଥିଲା।

୩. ମିଥୁନ ତାଙ୍କୁ ସେଠାରୁ ଆଣି ନିଜ ପାଖରେ ରଖିଥିଲେ ଏବଂ ନିଜର ୩ ଜଣ ଛୁଆ ଙ୍କ ସହିତ ସେ ଦିଶାନୀ ଙ୍କୁ ମଧ୍ୟ ନିଜ ଝିଅ ଭଳି ରଖିଛନ୍ତି। ୪. ସଲିମ୍ ଖାଁ- ବଲିଉଡ ଇଣ୍ଡଷ୍ଟ୍ରୀ ର ନାମିଦାମୀ ଲେଖକ ‘ସଲିମ୍ ଖାଁ’ ରାସ୍ତା କଡ଼ ରୁ ‘ଅର୍ପିତା’ ଙ୍କୁ ଉଠାଇ ନିଜ ଘରକୁ ନେଇ ଆସିଥିଲେ ଏବଂ ତାଙ୍କର ପାଳନ ପୋଷଣ କରିଥିଲେ। ପୁରା ପରିବାର ତାଙ୍କର ଏହି କାମ ପାଇଁ ଗର୍ବିତ ଅଟନ୍ତି। ଅର୍ପିତା ଙ୍କୁ ତାଙ୍କର ୩ଭାଇ ବହୁତ ଭଲ ପାଆନ୍ତି। ୩ ଭାଇ ମିଶିକରି ଅର୍ପିତା ଙ୍କ ବାହାଘର ଧୁମଧାମରେ କରାଇଥିଲେ।

୪. ପ୍ରୀତି ଜିଣ୍ଟା- ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ‘ପ୍ରୀତି ଜିଣ୍ଟା’ ଅନେକ ସୁପରହିଟ ଫିଲ୍ମ ରେ କାମ କରିଛନ୍ତି। ସେ ଜଣେ ଭଲ ଅଭିନେତ୍ରୀ ହେବା ସହିତ ଜଣେ ଭଲ ବ୍ୟକ୍ତିତ୍ବ ମଧ୍ୟ ଅଟନ୍ତି। ସେ ଏଭଳି କାର୍ଯ୍ୟ କରିଛନ୍ତି ଯାହା ଦ୍ୱାରା ସମସ୍ତେ ତାଙ୍କ ଠାରୁ ପ୍ରେରିତ ହେବା ଆବଶ୍ୟକ। ସେ ମାନବୀୟତା ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହି ଅଭିନେତ୍ରୀ ଏକା ସାଙ୍ଗରେ ୩୪ ଜଣ ଝିଅ ଙ୍କୁ ଆଡପ୍ପଟ କରିଛନ୍ତି ଏବଂ ତାଙ୍କର ପାଳନ ପୋଷଣ ଖୁବ ଭଲ ଭାବରେ କରୁଛନ୍ତି।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।