ବିବାହିତ ସୁନୀଲ ଶେଟ୍ଟୀଙ୍କୁ ବିବାହ କରିବାକୁ ଚାହୁଁଥିଲେ ଏହି ସୁନ୍ଦରୀ ହିରୋଇନ, ନିଜେ ହିଁ କରିଥିଲେ ପ୍ରପୋଜ, ଦେଖନ୍ତୁ କିଏ

ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନେତା ଓ ଅଭିନେତ୍ରୀମାନଙ୍କର ବନ୍ଧୁତା ଓ ପ୍ରେମ କାହାଣୀ ପ୍ରାୟତଃ ଶୁଣିବାକୁ ମିଳିଥାଏ । ଏହି ଆଧାରରେ ଆଜି ଆମେ କଥା ହେବା ସୁନୀଲ ଶେଟ୍ଟୀଙ୍କ ବିଷୟରେ । ଯିଏକି ଭାରତୀୟ ଫିଲ୍ମର ଅଭିନେତା, ନିର୍ମାତା, ଟେଲିବିଜନ ପ୍ରିଜେଂଟର ଓ ଏଂଟରପ୍ରେନ୍ୟୋର ଅଟନ୍ତି । କହିଦେଉଛୁ କି ସେ ପାଖାପାଖି ୧୧୦ଟି ଫିଲ୍ମରେ କାମ କରିଛନ୍ତି । କହିବାକୁ ଗଲେ ସେ ବଲୀଉଡର ଜଣେ ଆକ୍ସନ ହୀରୋ ଅଟନ୍ତି । ଆପଣଙ୍କୁ କହିଦେଉଛୁ କି ସୁନୀଲ କେବଳ

ଜଣେ ଭଲ ଅଭିନେତା ନୁହନ୍ତି ଏହା ଛଡା ସେ ଏକ ଭଲ ବିଜନେସମ୍ୟାନ ବି ଅଟନ୍ତି ।

ଯଦି ସୁନୀଲ ଶେଟ୍ଟୀଙ୍କର ପର୍ସନଲ ଲାଇଫ ବିଷୟରେ କଥା ହେବା ତେବେ ଗୋଟିଏ ଜମାନାରେ ସୁନୀଲ ଶେଟ୍ଟୀଙ୍କ ପଛରେ ସୁନ୍ଦରୀ ଅଭିନେତ୍ରୀମାନଙ୍କ ଲାଇନ ଲାଗିଥିଲା ଓ ତାଙ୍କ ସହ ବିବାହ କରିବାକୁ ଚାହୁଁଥିଲେ । ଯେଉଁଥିରେ ଗୋଟିଏ ନାମ ସୋନାଲି ବିନ୍ଦ୍ରେଙ୍କର ବି ଥିଲା ।

ଆପଣଙ୍କୁ କହିଦେଉଛୁ କି ସୁନୀଲ ଶେଟ୍ଟୀଙ୍କ ସହ ସୋନାଲି ବିନ୍ଦ୍ରେ କେତେକ ଫିଲ୍ମରେ କାମ କରୁଥିବା ସମୟରେ ଦୁଇ ଜଣଙ୍କ ମଧ୍ୟରେ ଏକ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସୋନାଲି ମନେ ମନେ ସୁନୀଲଙ୍କୁ ଚାହୁଁଥିଲେ । ଖବର ଅନୁସାରେ ସୋନାଲି ବିନ୍ଦ୍ରେ ନିଜେ ସୁନୀଲଙ୍କୁ ବିବାହ କରିବା ପାଇଁ ପ୍ରପୋଜ କରିଦେଇଥିଲେ, କିନ୍ତୁ ସୁନୀଲ ମନା କରି ଦେଲେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।