Karisma Kapoor ଏହି 5 ଫିଲ୍ମରେ ଭାଙ୍ଗିଲେ ବେଶର୍ମୀର ସବୁ ରେକର୍ଡ

କପୁର ପରିବାରର ଝିଅ କରିଶ୍ମା କପୁର ବଲୀଉଡର ବହୁତ ଫିଲ୍ମରେ କାମ କରିଛନ୍ତି । ସେ ସବୁବେଳେ ସବୁ ନୂଆ ଫିଲ୍ମରେ କିଛି ନୂଆ କରିବାକୁ ଚେଷ୍ଟା କରିଥାନ୍ତି । ଏହା ସହିତ ଭିନ୍ନ ଭିନ୍ନ ପ୍ରକାରର କିରଦାର ବି ସେ କରନ୍ତି । ନିଜକୁ ବିଭିନ୍ନ ରୋଲରେ ଦର୍ଶକମାନଙ୍କ ସମକ୍ଷରେ ଆଣିବା ପାଇଁ ସେ ବୋଲ୍ଡନେସର ବି ସାହାରା ନେଇଛନ୍ତି । ସେ ବି ଫିଲ୍ମରେ ଅନ୍ୟ ଅଭିନେତ୍ରୀଙ୍କ ଭଳି ବହୁତ ବୋଲ୍ଡ ସିନ ଦେଇଛନ୍ତି ।

ଏହା ଛଡା କରିଶ୍ମା କପୁର ସେତେବେଳେ ଅଧିକ ଚର୍ଚାରେ ଆସିଯାଇଥିଲେ ଯେତେବେଳେ ସେ ରାଜା ହିନ୍ଦୁସ୍ତାନି ଫିଲ୍ମରେ ଆମିର ଖାନଙ୍କ ସହ କିସିଙ୍ଗ ସିନ ଦେଇ ଥିଲେ । ସେ ପ୍ରଥମ ଥର ଆମିର ଖାନଙ୍କ ସହ କିସିଙ୍ଗ ସିନ ଦେଇଥିଲେ ଏହି କାରଣରୁ ବି ସେ ଚର୍ଚାର ବିଷୟ ହୋଇ ଯାଇ ଥିଲେ ।

ସେହି ସମୟରେ ଅଭିନେତ୍ରୀମାନଙ୍କ ପାଇଁ ଏହିଭଳି ସିନ ଦେବା ବହୁତ ବଡ କଥା ଥିଲା । କିନ୍ତୁ କରିଶ୍ମା କପୁର ଏହିଭଳି ସିନ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । ଏମିତିରେ ଆଜି ଆମେ ଆପଣଙ୍କୁ କରିଶ୍ମା କପୁରଙ୍କ କିଛି ଏମିତି ଫିଲ୍ମ ବିଷୟରେ କହିବୁ ଯେଉଁଥିରେ ସେ ବୋଲ୍ଡନେସର ସବୁ ସୀମା ପାର କରି ଦେଇଛନ୍ତି ।

ସପନେ ସାଜନ କେ

ଏହି ଫିଲ୍ମରେ ଅଭିନେତ୍ରୀ କରିଶ୍ମା କପୁର ଅଭିନେତା ରାହୁଲ ରୟଙ୍କ ସହିତ ବହୁତ ରୋମାଣ୍ଟିକ କିରଦାର କରିଥିଲେ ଓ ଏହି ଫିଲ୍ମ ରାହୁଲ ରୟ ଓ କରିଶ୍ମା କପୁରଙ୍କ ଯୋଡିକୁ ବହୁତ ପସନ୍ଦ ବି କରାଯାଇଥିଲା । ଏହା ସହିତ ଏହି ଫିଲ୍ମର ଗୋଟିଏ ଗୀତ ‘ମଜା ଆ ରାହା ହେ’ ବହୁତ ହିଟ ହୋଇଥିଲା । କାରଣ ଏହି ଗୀତରେ କରିଶ୍ମା କପୁର ଓ ରାହୁଲ ରୟ ବୋଲ୍ଦ୍ନେସର ସବୁ ସୀମା ପାର କରି ଦେଇଥିଲେ ।

ଦୁଲାରା

ଏହି ଫିଲ୍ମରେ ବଲୀଉଡ ଇଣ୍ଡଷ୍ଟ୍ରିର ସବୁଠୁ ହିଟ ଯୋଡି ଗୋବିନ୍ଦା ଓ କରିଶ୍ମା କପୁର ନଜର ଆସିଥିଲେ । କହିବାକୁ ଗଲେ ଏହି ଫିଲ୍ମରେ ଦୁଇ ଜଣ ଗୋଟିଏ ଗୀତରେ ବର୍ଷାରେ ବହୁତ ବୋଲ୍ଡ ସିନ ଦେଇଥିଲେ । ଯାହା ପରେ ଏମାନଙ୍କର ଅଫେୟାର ଖବର ବି ଆସିବାକୁ ଲାଗିଥିଲା ।

ରାଜା ହିନ୍ଦୁସ୍ତାନି

ଏହି ଫିଲ୍ମ ୧୯୯୬ର ସବୁଠୁ ହିଟ ଫିଲ୍ମ ଥିଲା । ଏହି ଫିଲ୍ମରେ ଆମିର ଖାନ ଓ କରିଶ୍ମା କପୁରଙ୍କ କେମେଷ୍ଟ୍ରିକୁ ବହୁତ ଅଧିକ ପସନ୍ଦ କରାଯାଇଥିଲା । ଏହା ଛଡା ଫିଲ୍ମରେ ଆମିର ଖାନ ଓ କରିଶ୍ମା କପୁର ବହୁତ ବୋଲ୍ଡ ସିନ ବି ଦେଇଥିଲେ । ସେହି ସମୟରେ ଏହି କିସିଙ୍ଗ ସିନକୁ ନେଇ ବହୁତ ଚର୍ଚା ବି କରାଯାଇଥିଲା ।

ମେରେ ଜୀବନ ସାଥି

ଏହି ଫିଲ୍ମରେ କରିଶ୍ମା କପୁରଙ୍କ ସହିତ ଅକ୍ଷୟ କୁମାର ନଜର ଆସିଥିଲେ । ଏହି ଫିଲ୍ମରେ ବି ଅକ୍ଷୟ କୁମାର ଓ କରିଶ୍ମା କପୁର ବହୁତ ବୋଲ୍ଡ ସିନ ଦେଇଥିଲେ । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।