ଯଦି କେବେ ବି ଦିଲ୍ଲୀ ଯାଉଛନ୍ତି ତ ଭୁଲରେ ବି ଯାଆନ୍ତୁ ନାହିଁ ଏହି ୪ ଟି ଜାଗାକୁ, ଆପଣଙ୍କ ସହିତ କିଛି ବି ହୋଇପାରେ !

କଣ ଆପଣ ଭୁତ ବା ଆତ୍ମା ଉପରେ ବିଶ୍ଵାସ ରଖନ୍ତି ? ଯଦି ନୁହେଁ ତେବେ ଆଜି ଆମେ ଆପଣଙ୍କୁ ଭୁତଙ୍କ ଦୁନିଆ ସହିତ ସାମ୍ନା କରାଇବାକୁ ଯାଉଛୁ । ଏହି ଲେଖାର ଉଦ୍ଦେଶ୍ୟ ଆପଣଙ୍କୁ ଡରାଇବାର ନୁହେଁ, ଦିଲ୍ଲୀ ଭଳି ସୁନ୍ଦର ନଗରୀରର ସତ୍ୟତାକୁ ଆପଣଙ୍କର ସାମ୍ନାକୁ ଆଣିବାର ଅଛି । ଏହି ୪ ଟି ଜାଗାକୁ ଭୁଲରେ ବି ଯିବେ ନାହିଁ ନ ହେଲେ ଆପଣଙ୍କ ସହ କିଛି ବି ହୋଇପାରେ ।

ଏହାକୁ ପ୍ରାୟତଃ ଲୋକମାନେ ଥଟ୍ଟା ଭାବନ୍ତି । କିନ୍ତୁ ଏହି ଜାଗାରେ ଲୋକମାନେ ଅସଲରେ ଭୁତ ଓ ଆତ୍ମାମାନଙ୍କର ଶକ୍ତିକୁ ଅନୁଭବ କରିସାରିଛନ୍ତି ।

ସଲୀମଗଢ କିଲା ଅଟେ ଭୁତ କୋଠି

ବର୍ତ୍ତମାନ ସମୟରେ ଯୁବ ପିଢୀଙ୍କର ଭାବନାକୁ ସାଇନ୍ସ ବହୁତ ବିକଶିତ କରି ସାରିଛି । କିନ୍ତୁ ଭୁତ, ପ୍ରେତ ଆତ୍ମାକୁ ନେଇ ଆଜି ବି ସାଇନ୍ସ କିଛି ପ୍ରମାଣିତ କରି ପାରି ନାହିଁ । ଦିଲ୍ଲୀର ସଲୀମଗଢ କିଲା ଏକ ରହସ୍ୟମୟୀ ଜାଗା ଅଟେ । ଯାହା ନିଜ ଭିତରେ ବିଭିନ୍ନ ଭୟାନକ ରହସ୍ୟ ଗୁଡିକ ଲୁଚାଇ ରଖିଛି । ଏହା ଏକ ଭୁତକୋଠି କିଲା ଅଟେ । ଯାହାକୁ ନେଇ ଗୋଟିଏ କାହାଣୀ ପ୍ରଚଳିତ ଅଛି ।

କୁହାଯାଏ କି ବହୁତ ବର୍ଷ ହେବ ଏଠି ଗୋଟିଏ ରାଜା ଓ ଗୋଟିଏ ଝିଅର ପ୍ରେମ କାହାଣୀ ବହୁତ ଚର୍ଚ୍ଚାରେ ଥିଲା । ଦୁଇଜଣଙ୍କର ପ୍ରେମର କାହାଣୀ ସଫଳ ହେବା ପୂର୍ବରୁ କେହି ଜଣେ ସେହି ଝିଅଙ୍କୁ ହତ୍ୟା କରିଦେଲେ । ଏହା ପରେ ସେହି ଝିଅର ଆତ୍ମା ଏହି କିଲାରେ ବୁଲୁଛି ଓ ରାତିରେ ସେ ନୃତ୍ୟ ବି କରିଥାଏ ଏବଂ ବହୁତ ଲୋକମାନେ ଏହାର ଆବାଜ ବି ଶୁଣିଛନ୍ତି । ସେ ଏହି କିଲାରୁ ଦୂରରେ ରହିବା ପାଇଁ ସମସ୍ତଙ୍କୁ ଧମକାଇ ଥାଏ ।

ବାରାଖମ୍ବା ରାସ୍ତାରେ ଥିବା ବିଲଡିଙ୍ଗ

ଦିଲ୍ଲୀର ବାରାଖମ୍ବା ଅଞ୍ଚଳ ବହୁତ ହାଇପ୍ରୋଫାଇଲ ଏରିଆ ବୋଲି କୁହାଯାଏ । କିନ୍ତୁ ଏଠି ଗୋଟିଏ ବିଲଡିଙ୍ଗ ଅଛି ଯାହାକି ୨୦ ବର୍ଷ ହେବ ଖାଲି ପଡିଛି । ଏଠି କାମ କରୁଥିବା ଶ୍ରମିକ ମାନେ କୁହନ୍ତି କି ସେମାନେ କେତେ ଥର ଏହି ଜାଗରେ ଆତ୍ମା ଥିବାର ଅନୁଭବ କରିଛନ୍ତି । ସେଥିପାଇଁ ଏହି ବିଲଡିଙ୍ଗକୁ ରାତିରେ ଯିବା ପାଇଁ ମନା ଅଟେ ।

ଫିଲ୍ମିସ୍ତାନର କବ୍ରିସ୍ତାନ

କବ୍ରିସ୍ତାନରେ ବହୁତ ଶବକୁ ଜଳା ଯାଇଥାଏ। କିନ୍ତୁ ଦିଲ୍ଲୀର ଝଂଡେବାଲାନ ପାଖରେ ଏକ କବ୍ରିସ୍ତାନ ଅଛି । ଯେଉଁଠି ଗୋଟିଏ ନୁହେଁ ଅନେକ ଆତ୍ମା ଦେଖା ଯାଇଛି । ଲୋକମାନେ ସେହି କବ୍ରିସ୍ତାନ ରାସ୍ତା ଦେଇ ଯାଉଥିବା ସମୟରେ ବହୁତ ଖରାପ ଶକ୍ତି ଓ ଆବାଜକୁ ଅନୁଭବ କରିଛନ୍ତି ।

ଅଗ୍ରସେନର ବାବଲୀ

ଦିଲ୍ଲୀର ଜନ୍ତର – ମନ୍ତର ପାଖରେ ଥିବା ଅଗ୍ରସେନର ବାବଲୀ ବହୁତ ପ୍ରସିଦ୍ଧ ଅଟେ । ଏହାର ନିର୍ମାଣ ୧୯୫୮ରେ ରାଜା ସୂର୍ଯ୍ୟବଂଶୀ କରିଥିଲେ । ଏହି ଜାଗାରେ ବହୁତ ଲୋକମାନେ ଆତ୍ମା ଥିବାର ଅନୁଭବ କରିଛନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।