କେବଳ ଜଣେ କି ଦୁଇ ଜଣ ନୁହେଁ ବରଂ 5 ଜଣ Actress ଙ୍କ ସହିତ Sahid Kapoor ଙ୍କର ଥିଲା ଲଭ କନେକ୍ସନ, ନମ୍ବର 2 ତ ମାନି ସାରିଥିଲେ ନିଜ ସ୍ଵାମୀ

ବଲୀଉଡର ଅଭିନେତା ଶାହିଦ କପୁର ୩୯ ବର୍ଷର ହୋଇଯାଇଛନ୍ତି ଓ ବର୍ତ୍ତମାନ ସମୟରେ ସେ ନିଜର ସ୍ତ୍ରୀ ଓ ଦୁଇଟି ସନ୍ତାନ ସହିତ ଆରାମରେ ଜୀବନ ଜାପାନ କରୁଛନ୍ତି । କିନ୍ତୁ ସେ ବି ନିଜ ଜୀବନରେ ବହୁତ ଅସୁବିଧାର ସମ୍ମୁଖୀନ କରିଛନ୍ତି । ତାଙ୍କର କେତେକ ଫିଲ୍ମ ବକ୍ସ ଅଫିସରେ ସୁପରହିଟ ହୋଇଛି ତ କେତେକ ଫିଲ୍ମ ଫ୍ଲପ ମଧ୍ୟ ହୋଇଛି । କହିବାକୁ ଗଲେ ଶାହିଦ କପୁର ନିଜର ଅଫେୟାରକୁ ନେଇ ବି ବହୁତ ଅଧିକ ଚର୍ଚାରେ ରହିଛନ୍ତି ।

ସେ ଯେ କୌଣସି ବି ଅଭିନେତ୍ରୀ ସହ କାମ କରୁଥିଲେ, ତାଙ୍କ ସହିତ ତାଙ୍କର ନାଁ ଯୋଡି ହୋଇ ଯାଉଥିଲା । ଫିଲ୍ମରେ ଆସିବା ପରେ ତାଙ୍କର ଝିଅମାନଙ୍କ ମଧ୍ୟରେ ତାଙ୍କର ଫ୍ୟାନ ଫୋଲଇଙ୍ଗ ଆହୁରି ଅଧିକ ବଢି ଯାଇଥିଲା । କହିଦେଉଛୁ କି ବିବାହ ପୂର୍ବରୁ ଶାହିଦ କପୁରଙ୍କ ଗୋଟିଏ କିମ୍ବା ଦୁଇଟି ନୁହେଁ ୯ ଜଣ ଝିଅଙ୍କ ସହ ଅଫେୟାର ଥିଲା ।

ଶାହିଦ କପୁର ଫିଲ୍ମରେ ଆସିବା ପୂର୍ବରୁ ଅଭିନେତ୍ରୀ ହୃଷିତା ଭଟ୍ଟଙ୍କ ସହ ଅଫେୟାର ଥିଲା । କିନ୍ତୁ ତାଙ୍କ ସହ ବ୍ରେକଅପ ହୋଇ ଯାଇଥିଲା । ଏହା ପରେ ୨୦୦୩ରେ ଶାହିଦ କପୁର ଫିଲ୍ମ ବିସ୍କରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଯେଉଁଥିରେ ତାଙ୍କ ଅପୋଜିଟ ଅମୃତା ରାୱ ଥିଲେ । ଅମୃତା ଶାହିଦଙ୍କ ଭଲ ବନ୍ଧୁଥିଲେ ଓ ତାଙ୍କର ଯୋଡିକୁ ବି ଦର୍ଶକ ବହୁତ ପସନ୍ଦ କରୁଥିଲେ । ସେହି ସମୟରେ ଏହା ବି ଚର୍ଚା ହେଉଥିଲା କି ଶାହିଦ ଅମୃତାଙ୍କୁ ଡେଟ କରୁଛନ୍ତି ।

ଏହା ପରେ ୨୦୦୪ରେ ଆସିଥିବା ଫିଲ୍ମ ଫିଦା ର ସେଟରେ ତାଙ୍କର ଓ କରିନାଙ୍କ ଅଫେୟାର ଆରମ୍ଭ ହୋଇ ଯାଇଥିଲା । କରିନା ଓ ଶାହିଦ ସିରିୟସ ବି ଥିଲେ ଓ ପରସ୍ପରକୁ ଡେଟ ବି କରୁଥିଲେ । ଏମାନେ ବିବାହ କରିବା ପାଇଁ ବି ନିଷ୍ପତି ନେଇ ଯାଇଥିଲେ । ଖାସ କଥା ଏହା ଅଟେ କି ଶାହିଦ ନୁହେଁ ଅଥବା କରିନା ଶାହିଦଙ୍କୁ ପ୍ରପୋଜ କରିଥିଲେ । କିନ୍ତୁ ଦୁଃଖର କଥା ଏହା ଅଟେ କି ଏହି ସମ୍ପର୍କ କିଛି ଦିନ ପରେ ଭାଙ୍ଗି ଗଲା ।

ଏହା ପରେ ଫିଲ୍ମ ‘କିସ୍ମତ କନେକ୍ଶନର’ କାମ କରିବା ସମୟରେ ଶାହିଦଙ୍କ ନାଁ ବିଦ୍ୟା ବାଲନଙ୍କ ସହ ଯୋଡା ଗଲା । ଫିଲ୍ମ କରିବା ସମୟରେ ଏମାନଙ୍କର କେମେଷ୍ଟ୍ରିର ବହୁତ ଫଟୋ ଭାଇରାଲ ବି ହୋଇଥିଲା ଓ ଏମାନଙ୍କର ଅଫେୟାର ଖବର ବି ବହୁତ ଜୋର ସୋର ଥିଲା । କିନ୍ତୁ ଏମାନଙ୍କର ଯୋଡିକୁ ଅଧିକ ପସନ୍ଦ କରାଗଲା ନାହିଁ ଓ ସେଥି ପାଇଁ  ଏମାନେ ଅଲଗା ହୋଇଗଲେ । ଏହା ପରେ ଶାହିଦ କପୁରଙ୍କ ନାଁ ସାନିୟା ମିର୍ଜାଙ୍କ ସହ ବି ଯୋଡାଗଲା ।

ଏହା ପଛର ମୁଖ୍ୟ କାରଣ ଥିଲା କି ସାନିୟା ପ୍ରାୟତଃ ସବୁଦିନ ଫିଲ୍ମ କମିନେ ର ସେଟ ଉପରେ ଶାହିଦଙ୍କ ସହ ଦେଖା କରିବାକୁ ଯାଉଥିଲେ । ଦୁଇ ଜଣ ଭ୍ୟାନୀଟି ଭ୍ୟାନରେ ଘଣ୍ଟା ଘଣ୍ଟା ଧରି ସମୟ ବିତାଉଥିଲେ । କିନ୍ତୁ କିଛି ଦିନ ପରେ ଖବର ଆସିଲା କି ଏମାନେ ଅଲଗା ହୋଇ ଯାଇଛନ୍ତି । ଏହା ପରେ ଫିଲ୍ମ କମିନେ ରେ କାମ କରିବା ସମୟରେ ପ୍ରିୟଙ୍କା ଚୋପଡାଙ୍କ ସହ ବି ଶାହିଦଙ୍କ ନାଁ ଯୋଡି ଥିଲା । ଏହି ଯୋଡି ବି ବଡ ହିଟ ଥିଲା । ଦୁଇ ଜଣ ନିଜର ଅଫେୟାର ଖବରକୁ ସତ ବୋଲି ବି ସ୍ଵୀକାର କରିଥିଲେ ।

ଏହା ପରେ ୨୦୧୦ରେ ଆସିଥିବା ଫିଲ୍ମ ବଦମାସ କମ୍ପାନୀ ସମୟରେ ଶାହିଦଙ୍କ ନାଁ ଅନୁଷ୍କା ସହ ଯୋଡିଥିଲା । ଶାହିଦଙ୍କ ଗର୍ଲଫ୍ରେନ୍ଡ ଲିସ୍ଟରେ ଦବଙ୍ଗ ସୋନାକ୍ଷୀ ସିନ୍ହା ବି ସାମିଲ ଅଛନ୍ତି । ଦୁଇ ଜଣଙ୍କୁ ଏକତ୍ରିତ ବହୁତ ଜାଗାରେ ସ୍ପଟ କରାଯାଇଛି । କିନ୍ତୁ ସମୟ ସହିତ ଏମାନଙ୍କର ଭଲ ପାଇବା ବି ଶେଷ ହୋଇଗଲା ଓ ଦୁଇ ଜଣ ନିଜ ନିଜର ରାସ୍ତାକୁ ଚାଲିଗଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।