ଭାରତୀୟ ଚୋରଙ୍କର ଚୋରୀ ର ଅନ୍ଦାଜ ଦେଖିଲେ ବିଦେଶୀ ଚୋରଙ୍କର ବି ଉଡିଯିବ ହୋସ, ଦେଖନ୍ତୁ ଭାଇରାଲ Video !

ଆପଣ ଜାଣିଥିବେ କି ଭାରତରେ ଚୋର ମାନଙ୍କ ସଂଖ୍ୟା କେତେ ଅଧିକ ଥାଏ । ତେବେ ଆପଣ ଏହା ମଧ୍ୟ ଜାଣି ଆଶ୍ଚର୍ଜ୍ୟ ହେବେ କି ଆପଣଙ୍କ ଆଖ ପାଖରେ କିଛି ଏଭଳି ଚୋ-ର ମାନେ ଅଛନ୍ତି ଯେଉଁ ମାନେ ଚୋ-ରୀ କରି ନେବେ ଓ ଆପଣ ଜାଣି ମଧ୍ୟ ପାରିବେନି ।

ଏଭଳି ଅନେକ ଥର ହୋଇ ଥିବା କି ଆପଣ ନିଜ ପାଖରେ ଥିବା  ଜିନିଷକୁ କିଛି ସମୟ ପରେ ପାଇ ନ ଥାନ୍ତି । କେବେ ଚିନ୍ତା କରିଛନ୍ତି କି ଏଭଳି କିଭଳି ହୁଏ । ଆଜି ଆମେ  ଆପଣଙ୍କୁ କିଛି ଚୋରୀ ବିଷୟରେ କହିବା ପାଇଁ ଯାଉଛୁ । ଦିଲ୍ଲୀ ରେ ଥିବା ଚୋ-ର ମାନେ ଏକ ନୂଆ ଚୋ-ରୀ କରିବା ବାଟ ଆପଣେଇ ଛନ୍ତି । ଏହା କିଭଳି ଆସନ୍ତୁ  ଜାଣିବା ଯେତେବେଳେ ଟ୍ରାଫିକ ରେ ଠିଆ ହୋଇ ଥାନ୍ତି  ସେହି ସମୟରେ ଚୋର ତାଙ୍କ ବ୍ଯାଗରୁ ଚୋ-ରୀ କରି ଚାଲି ଯାଇ ଥାଏ ।

ମାତ୍ର କିଛି ଲୋକ ମାନେ ସେହି ଠାରେ ଥାଇ ମଧ୍ୟ କିଛି କହି ନଥାନ୍ତି । ଚୋ-ରୀ କରିବା ସମୟରେ କିଛି ଚୋ-ର ର ସାଙ୍ଗ ମାନେ  ଆସି ସାଙ୍ଗେ ସାଙ୍ଗେ ସେଥିରୁ ଚୋ-ରୀ କରି ସେଠାରୁ ଚାଲି ଯିବା ପାଇଁ ସାହାଜ୍ଯ କରି ଥାନ୍ତି ଚୋ-ର-କୂ । ଏହା ପରେ ଯାଇ ଏକ ପାର୍ଶ୍ଵ ରେ ଠିଆ ହୋଇ ଯାଇଥାନ୍ତି  ନିଜ ସହକର୍ମୀ ଚୋ-ର ମାନଙ୍କ ସହ ଠିଆ ହୋଇ କିଛି ନ ଜାଣିଲା ଭଳି କଥା ହୋଇ ଥାନ୍ତି ।

ଆଶ୍ଚର୍ଯ୍ୟ ର କଥା ହେଉଛି କି ଏହାକୁ କେହି ଅଟକେଇବା ପାଇଁ ଚେଷ୍ଟା କରି ନାହାନ୍ତି । ତେବେ ଏହି ଭଳି କିଛି ଚୋ-ର ମାନେ ଗାଡି ମାନେ କାର ଚଲାଉଥିବା ଲୋକଙ୍କୁ ନିଜ କଥାରେ ଫ-ସେ-ଇ ତାଙ୍କ ଜିନିଷ ଚୋ-ରୀ କରି ନେଇଥାନ୍ତି ।

ତେବେ ଆସନ୍ତୁ ଜାଣିବା ଏହା କିଭଳି କରାଯାଏ । ଯେତେବେଳେ ଗୋଟେ ଗାଡି ଡ୍ରାଇଭର ଗାଡିରେ ଏକା ବସିଥାଏ । ସେତେବେଳେ ଏକ ଲୋକ ଆସି କିଛି ପଇସା ପଡି ଥିବାର ଦେଖାଇ ତାକୁ ଗାଡିରୁ ଓଲହାଇ ବା ପାଇଁ ପ୍ର-ଲୋ-ଭ-ନ ଦେଇ ଥାଏ ।

ଏହା ପରେ ଅନ୍ୟ ଜଣେ ଆର ପାଖରୁ କାର ଅନଲକ ହେବା ମାତ୍ରେ ଚୋ-ରୀ କରି ସେଠାରୁ ଚାଲି ଯାଇ ଥାଏ । ତେବେ ଏହା ପାଇଁ ଆପଣଙ୍କୁ  ଯଦି କେହି ଏଭଳି କିଛି ପ୍ରଲୋଭନ ଦେଖାଇ ଥାଏ ଆପଣ କିଛି ଟଙ୍କା ଲୋଭରେ ଗାଡିରୁ ନିଜ ଜିନିଷ ଛାଡି ବାହାରକୁ ବାହାରନ୍ତୁ ନି । ଏହା ସହ ବଜାରରେ ଅନେକ ପ୍ରକାର ବ୍ୟାଗ ଆସିଲାଣି ଯାହାର ଚେନ ଆଗପଟେ ନୁହେଁ ବରଂ ପଛ ପଟେ ଥାଏ ।

ଏହାକୁ ଆଣିବା ଦ୍ଵାରା ଆମ ଜିନିଷ କିଛି ମାତ୍ରାରେ ଚୋରୀ ହୋଇ ନ ପାରେ । ଆପଣ ମାନେ ଜାଣିକି ଆଶ୍ଚର୍ଯ୍ୟ ହେବେ କି ଅଧିକାଂଶ ଚୋରୀ ସିତ ଦିନରେ ହୋଇ ଥାଏ । ଏହା ହେବାର ଘଟଣା ହେଉଛି ସୀତ ଦିନେ ଲୋକମାନେ ଜଲ୍ଦି ଶୋଇବା ପାଇଁ ଚାଲି  ଯାଇଥାନ୍ତି । ଏଭଳି କିଛି ଘଟଣା ଦିଲ୍ଲୀ ର ଦୋକାନରେ ଘଟି ଥିଲା । ଏହାକୁ କରିବା ପାଇଁ ଏକ ଚୋର ନୁହେଁ ବରଂ ୫ ଟି ଚୋର ଆସିଥିଲେ ।

ଏହା ପରେ ସେମାନେ ସ୍ଵେଟର କୁ ସଟର ରେ ଫସେଇକି ଟାଣି ଥିଲେ ଏହା ପରେ ଏହା ବଙ୍କା ହୋଇ ଯାଇଥିଲା ଓ ଏମାନେ ଏହା ପରେ ଦୋକାନ ରୁ ସବୁ ଜିନିଶ ଚୋରୀ କରି  ନେଇଥିଲେ । ଏହା ସହ କିଛି ମହିଳା ମାନେ ମଧ୍ୟ ଅଛନ୍ତି ଯେଉଁ ମାନଙ୍କୁ ଦୁପଟା ଜ୍ଞାଙ୍ଗ କୁହା ଯାଏ । ଏମାନେ ଏହି ଭଳି ଚୋରୀ କରନ୍ତି ଓ ସେଠାରୁ ଚାଲି ଯାଇଥାନ୍ତି ।

ଏମାନେ ଦୋକାନ ଭିତରକୁ ପସିବାର ଦେଖିବା ମାତ୍ରେ ଆପଣ ସଚେତନ ହେବା ଆଗରୁ ଏଭଳି କିଛି ଅଭାବନିୟ ଘଟଣା ଘଟି ଯାଇ ଥାଏ ।  ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।