ସୈଫ ଅଲୀ ଖାନଙ୍କ ପୁଅ ତୈମୂରର ଚାକାରଣୀଙ୍କ ସାଲାରି ଜାଣିଲେ ଆପଣ ବିଶ୍ବାସ କରିପାରିବେନି

ସୈଫ ଅଲୀ ଖାନ ଓ କରିନା କପୁର ଖାନଙ୍କୁ ତ ଆପଣ ସମସ୍ତେ ଜାଣିଛନ୍ତି । କହିବାକୁ ଗଲେ ଦୁଇ ଜଣ ହିଁ ବଲୀଉଡ ଇଣ୍ଡଷ୍ଟ୍ରିର ସବୁଠୁ ପ୍ରସିଦ୍ଧ ଓ ସବୁଠୁ ଲୋକପ୍ରିୟ ଷ୍ଟାରମାନଙ୍କ ମଧ୍ୟରେ ସାମିଲ ଅଛନ୍ତି । ଦୁଇ ଜଣ ଭଲ ଦମ୍ପତ୍ତି ବି ଅଟନ୍ତି । କିନ୍ତୁ ଯେଉଁ ଦିନ ଠାରୁ ସୈଫ ଅଲୀ ଖାନ ଓ କରିନାଙ୍କ ପୁଅ ତୈମୂରର ଜନ୍ମ ହୋଇଛି ସେହି ଦିନ ଠାରୁ ନେଇ ଆଜି ପର୍ଯ୍ୟନ୍ତ ସବୁବେଳେ ତୈମୂର ମିଡିଆ ସାମ୍ନାରେ ଛାଇ ରହିଥାନ୍ତି ।

କହିବାକୁ ଗଲେ ତୈମୂର ଅଲୀ ଖାନ ବଲୀଉଡର ସବୁଠୁ ପପୁଳାର ଷ୍ଟାର କିଡ୍ସମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ସେ ନିଜର କ୍ୟୁଟ ସ୍ଵଭାବ କାରଣରୁ ସର୍ବଦା ମିଡିଆର ପସନ୍ଦିତା ହୋଇଥାନ୍ତି । ଲୋକମାନେ ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ଅପେକ୍ଷା କରିଥାନ୍ତି । କହିବାକୁ ଗଲେ ଛୋଟ ନବାବ ଯେତେବେଳେ ବି ଘରୁ ବାହାରକୁ ବାହାରନ୍ତି ତେବେ ପ୍ରାୟତଃ ସେ ନିଜର ଧାଈମା ଙ୍କ ସହ ନଜର ଆସିଥାନ୍ତି । ଏହି ଆଧାରରେ ଆଜି ଆମେ ଆପଣଙ୍କୁ ତୈମୂରର ଧାଈମା ର ସ୍ୟାଲେରୀ ବିଷୟରେ କଥାବାର୍ତ୍ତା ଜରିବୁ ।

ତୈମୂରଙ୍କ ମା ଓ ଅଭିନେତ୍ରୀ କରିନା କପୁର ଧାଈମା ର ସ୍ୟାଲେରୀକୁ ନେଇ ବହୁତ ବଡ ବୟାନ ଦେଇଛନ୍ତି । କିଛି ଦିନ ତଳେ କରିନା ଏକ ଚ୍ୟାଟ ଶୋରେ ପହଞ୍ଚି ଥିଲେ । ଏହି ଚ୍ୟାଟ ଶୋରେ କରିନାଙ୍କୁ ବହୁତ ପ୍ରଶ୍ନ କରାଗଲା । ଏହି ସମୟରେ ତାଙ୍କୁ ତୈମୂରର ଧାଈମା ର ସ୍ୟାଲେରୀକୁ ନେଇ ବି ପ୍ରଶ୍ନ କରାଗଲା । ଏହାର ଜବାବରେ କରିନା କହିଲେ କି, ସବୁଠୁ ଜରୁରୀ ଅଟେ ଆପଣଙ୍କ ପିଲା ଖୁସିରେ ରହିବା ।

ଯଦି ଆପଣଙ୍କ ସନ୍ତାନ ସୁରକ୍ଷିତ ହାତରେ ଅଛି ତେବ ଏହା ଅର୍ଥହୀନ ଅଟେ କି ଆପଣ କାହାକୁ କେତେ ଟଙ୍କା ସ୍ୟାଲେରୀ ଦେଉଛନ୍ତି । ଏହା ପରେ କରିନା ତୈମୂରଙ୍କ ସହ ଜଡିତ ବହୁତ କଥା କହିଲେ । କିନ୍ତୁ ଧାଈମା ଙ୍କ ସ୍ୟାଲେରୀ ବିଷୟରେ କିଛି ବି କହିଲେ ନାହିଁ । ଆପଣଙ୍କୁ କହିଦେଉଛୁ କି କିଛି ଦିନ ତଳେ କରିନା ତୈମୂରକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି । ତାଙ୍କୁ ସୋସିଆଲ ମିଡିଆରେ ଖରାପ ମାଙ୍କ ନାଁରେ ଟ୍ରୋଲ କରା ଯାଉଛି ।

କିନ୍ତୁ ସେ ହି ଚ୍ୟାଟ ଶୋରେ ଟ୍ରୋଲର ମାନଙ୍କୁ ବି ଦମଦାର ଜବାବ ଦେଇଥିଲେ । ୧.୫ ବର୍ଷ ହେବ ତୈମୂରକୁ ସମ୍ଭାଳିବା ପାଇଁ କରିନା କପୁର ଏକ ଧାଈମା ରଖିଛନ୍ତି । ଏହି ଧାଈମା ପ୍ରାୟତଃ ତୈମୂରଙ୍କ ସହିତ ନଜର ଆସିଥାନ୍ତି । ଏହି ଧାଈମା ଙ୍କ ନାଁ ସାବିତ୍ରୀ ଅଟେ । ସାବିତ୍ରୀ ଧାଈମା ତୈମୂରଙ୍କ ସମସ୍ତ ଛୋଟ ବଡ କଥାର ଧ୍ୟାନ ରଖନ୍ତି । କହିବାକୁ ଗଲେ ତୈମୂର ନିଜ ଧାଈମା ର ବହୁତ ପାଖପାଖି ଅଟେ । କହିବାକୁ ଗଲେ କରିନା ନିଜର ଫିଲ୍ମ ପାଇଁ ବହୁତ ବ୍ୟସ୍ତ ରୁହନ୍ତି ।

ଏମିତିରେ କରିନା କପୁର ଘରେ ନ ଥିବା ସମୟରେ ତୈମୂରକୁ ଧାଈମା ହିଁ ସମ୍ଭାଳିଥାନ୍ତି । ତୈମୂରଙ୍କ ଧାଈମା ସାବିତ୍ରୀଙ୍କ ସ୍ୟାଲେରୀ କୌଣସି IAS ଓ IPS ଠାରୁ ବହୁତ ଅଧିକ ଅଟେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ତୈମୂରଙ୍କ ଧାଈମା ସାବିତ୍ରୀଙ୍କ ସ୍ୟାଲେରୀ ଦେଶର ପ୍ରଧାନମନ୍ତ୍ରୀଙ୍କ ସହ ସମାନ ଅଟେ । ମିଡିଆରେ ଶୁଣିବାକୁ ମିଳୁଥିବା ଖବର ଅନୁସାରେ କରିନା ତୈମୂରର ଦେଖାଶୁଣା କରିବା ପାଇଁ ସାବିତ୍ରୀ ଧାଈମା କୁ ୧.୫ ଲକ୍ଷ ଟଙ୍କା ସ୍ୟାଲେରୀ ଦିଅନ୍ତି ।

କିନ୍ତୁ କରିନା କିମ୍ବା ସୈଫ ଅଲୀ ଖାନ କେବେ ବି ତୈମୂରର ସାବିତ୍ରୀ ଧାଈମା ଙ୍କ ସ୍ୟାଲେରୀ ବିଷୟରେ ମିଡିଆକୁ କିଛି ବି କହି ନାହାନ୍ତି । ଏହା ଛଡା ଯଦି କୌଣସି କାରଣ ବଶତଃ ଧାଈମା କୁ ଓଭର ଟାଇମ କରିବାକୁ ପଡିଥାଏ ତେବେ ଏହି ସ୍ୟାଲେରୀ ବଢି ୧,୭୫,୦୦୦ ବି ହୋଇଯାଏ । ଏହା ସହିତ ଧାଈମା କୁ ଏକ କାର ବି ଦିଆ ଯାଇଛି ।

ଯାହା ଦ୍ଵାରା ସେ ତୈମୂରକୁ ବାଣ୍ଡ୍ରା ଅଞ୍ଚଳରେ ବୁଲାଇ ପାରିବେ । ଯଦି କରିନା ଓ ସୈଫ ଅଲୀ ଖାନ ବିଦେଶକୁ ବୁଲିବାକୁ ଯାଆନ୍ତି ତେବେ ତୈମୂର ସହିତ ତାଙ୍କର ଧାଈମା ବି ଯାଇଥାନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।