ବୁଦ୍ଧି ପରୀକ୍ଷା: ଏହି ଫଟୋରେ କିଏ ପିଲାଟିର ଅସଲ ମା’ ? ଠିକ ଜବାବ ଜାଣିବା ପାଇଁ କରନ୍ତୁ କ୍ଲିକ

ମା’ ଏକ ଏମିତି ଶବ୍ଦ ଅଟେ ଯାହାକୁ ଶୁଣିବା ମାତ୍ରେ ହିଁ ଆମ ଜୀବନର ସମସ୍ତ ଟେନସନ ହଜି ଯାଇଥାଏ । ମା’ ଓ ସନ୍ତାନ ମଧ୍ୟରେ ସମ୍ପର୍କ ଦୁନିଆର ସବୁଠୁ ଶକ୍ତିଶାଳୀ ସମ୍ପର୍କ ଅଟେ । ଯଦି ଆପଣ ବି ନିଜ ମା’ଙ୍କ ସହିତ ଏହିଭଳି ସମ୍ପର୍କ ରଖିଛନ୍ତି କିମ୍ବା ଆପଣ ନିଜେ ଜଣେ ମା’ ଅଟନ୍ତି ତେବେ ଆପଣ ସମସ୍ତ ମା’ଙ୍କର ନେଚର ବିଷୟରେ ଜାଣିଥିବେ । ଏହି କଥାର ଧ୍ୟାନ ରଖି ଆଜି ଆମେ ଆପଣଙ୍କ ପାଇଁ ଏକ ଏମିତି ହିଁ ପହେଲୀ ନେଇ ଆସିଛୁ, ଯାହାର ସମ୍ବନ୍ଧ ମା’ ଓ ତାହାର ସନ୍ତାନ ସହ ଅଛି ।

ଏହି ଫଟୋରେ ଦୁଇ ଜଣ ମହିଳା ଗୋଟିଏ ଘରେ ଚୌକିରେ ବସିଛନ୍ତି । ସେମାନଙ୍କ ମଧ୍ୟରେ ଏକ ଛୋଟ ଶିଶୁ ଖେଳଣା ଧରି ବସିଛି । ଏହି ଦୁଇ ଜଣ ପାଖାପାଖି ଏକା ବୟସର ଅଟନ୍ତି । ଏମିତିରେ ଆମର ପ୍ରଶ୍ନ ଏହା ଅଟେ କି ଏହି ଦୁଇ ଜଣ ମହିଳାଙ୍କ ମଧ୍ୟରେ ଏହି ଶିଶୁର ଅସଲ ମା’ କିଏ ଅଟେ ?

ଫଟୋ ଦେଖନ୍ତୁ

Image courtesy: Google

ଆପଣମାନେ ବି ଥରେ ଏହି ଫଟୋକୁ ପୁରା ଧ୍ୟାନର ସହିତ ଦେଖନ୍ତୁ ଓ ଚିହ୍ନିବାକୁ ଚେଷ୍ଟା କରନ୍ତୁ କି ଶିଶୁଟିର ଅସଲ ମା’ କିଏ ଅଟେ ?

କଣ ଅଟେ ପ୍ରାୟତଃ ଉତ୍ତର ?

Image courtesy: Google

ସୋସିଆଲ ମିଡିଆରେ ଯେତେବେଳେ ଏହି ପହେଲୀର ଉତ୍ତର ଆସିଲା ତେବେ ୬୦ ରୁ ୭୦ % ଲୋକମାନଙ୍କର ମାନିବା ଅଟେ କି ଏହି ଫଟୋରେ ଥିବା ଦ୍ଵିତୀୟ ନମ୍ବର ମହିଳା ଜଣକ ଶିଶୁଟିର ଅସଲ ମା’ ଅଟେ । ଏହାର କାରଣ ଦ୍ଵିତୀୟ ମହିଳା ଜଣକ ପ୍ରଥମ ମହିଳା ଠାରୁ ସୁନ୍ଦର, ଶାନ୍ତ ଓ ସରଳ ଲାଗୁଛି । ତା’ର ଚେହେରାର ଆବଭାବ ସ୍ଥିର ଅଟେ । କିନ୍ତୁ ଏହା ଭୁଲ ଅଟେ ।

ଏହା ଅଟେ ସଠିକ ଉତ୍ତର

Image courtesy: Google

ଅସଲରେ ଫଟୋରେ ଦେଖାଯାଉଥିବା ଶିଶୁଟିର ଅସଲ ମା’ ପ୍ରଥମ ମହିଳା ଜଣକ ଅଟେ । ଏହାର ପ୍ରଥମ କାରଣ ମହିଳା ନିଜ ଶିଶୁ ଆଡକୁ ମୁହଁ କରି ବସିଛି । ଯାହା ଦ୍ଵାରା ସେ ପିଲାର ସମସ୍ତ କାମ ଉପରେ ନଜର ରଖି ପାରିବ । ଦ୍ଵିତୀୟ କାରଣ ମହିଳା ଜଣଙ୍କ ପିଲା ଆଡକୁ ଅଳ୍ପ ନଇଁ କରି ବସିଛି । କାରଣ ଯଦି ପିଲାକୁ ଖେଳିବା ସମୟରେ କିଛି ବି ହୋଇଯାଏ ତେବେ ସେ ସଙ୍ଗେ ସଙ୍ଗେ ତା ପାଖକୁ ଯାଇ ପାରିବେ । ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।