ସାମ୍ନାକୁ ଆସିଲା କପିଲ ଶର୍ମାଙ୍କ ଝିଅର ପ୍ରଥମ ଫଟୋ, କ୍ୟୁଟନେସ ଦେଖି ନଜର ହଟେଇ ପାରିବେ ନାହିଁ ଆପଣ

ଲୋକପ୍ରିୟ କମେଡିୟାନ କପିଲ ଶର୍ମା ପିଲାମାନଙ୍କ ଠାରୁ ନେଇ ସମସ୍ତ ବର୍ଗର ବ୍ୟକ୍ତିମାନଙ୍କ ମଧ୍ୟରେ ବହୁତ ପପୁଲାର ଅଟନ୍ତି । କହିବାକୁ ଗଲେ କପିଲ ଶର୍ମା କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଏହା ମଧ୍ୟରେ ସେ ନିଜର ଝିଅକୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି ।ବର୍ତ୍ତମାନ ସମୟରେ ଆପଣ ଶୁଣିଥିବେ କି କପିଲ ଶର୍ମା ନିଜର ବିବାହ ବାର୍ଷିକର ଠିକ ୨ ଦିନ ପୂର୍ବରୁ ହିଁ ପିତା ହୋଇଛନ୍ତି, ଏହା ପରେ ସମସ୍ତେ ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଦେଉଛନ୍ତି ।

କହିଦେଉଛୁ କି ବର୍ଷ ୨୦୧୮ ୧୨ ଡିସେମ୍ବର ରେ କପିଲ ଗିନ୍ନୀଙ୍କ ସହିତ ବିବାହ କରିଥିଲେ ଓ ଏହାର ଠିକ ବର୍ଷେ ପରେ ମାନେ ୧୦ ଡିସେମ୍ବର ରେ କପିଲଙ୍କ ଘରେ ଗୋଟିଏ ପରି ଜନ୍ମ ନେଇଛି । କହିବାକୁ ଗଲେ କପିଲଙ୍କ ଫ୍ୟାନମାନେ ବହୁତ ସମୟ ହେବ ତାଙ୍କ ପରିକୁ ଦେଖିବାକୁ ଚାହୁଁଥିଲେ, କିନ୍ତୁ କପିଲ ନିଜ ଝିଅର କୌଣସି ବି ଫଟୋକୁ ସୋସିଆଲ ମିଡିଆରେ ଶେୟାର କରି ନ ଥିଲେ ।

କିନ୍ତୁ ବର୍ତ୍ତମାନ ମାନେ ମକର ସଙ୍କ୍ରାନ୍ତି ଦିନ କପିଲ ନିଜ ଝିଅର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି, ଯାହାକି ବହୁତ ଭାଇରାଲ ହେଉଛି । ଏହି ଫଟୋରେ କପିଲ ଶର୍ମା ନିଜର ବେବି ଗର୍ଲକୁ ନିଜ କୋଳରେ ଧରି ଥିବାର ନଜର ଆସୁଛନ୍ତି । ଏହା ଛଡା ଗୋଟିଏ ଫଟୋରେ ତ କପିଲଙ୍କ ବେବି ସିଧା କପିଲଙ୍କ ଆଖିକୁ ଦେଖୁଛି । ଏତେ କ୍ୟୁଟନେସ ଓ ଏତେ ଭଲ ପାଇବା ଦେଖି ଆପଣଙ୍କ ଆଖି ବି ଭରିଯିବ ।

ଆପଣଙ୍କୁ କହିଦେଉଛୁ କି ଝିଅର ଜନ୍ମ ହେବା ପରେ କପିଲ ଶର୍ମା ନିଜ କାମରୁ ୧୫ ଦିନ ପାଇଁ ଛୁଟି ନେଇଥିଲେ । ଛୁଟିରୁ ଆସିବା ପରେ ସେ ଅଭିନେତା ଜ୍ୟାକି ଶ୍ରଫଙ୍କ ସହିତ ନିଜର ପ୍ରଥମ ଏପିସୋଡ ଶୁଟ କରିଥିଲେ । ଏହି କଥାରୁ ଜଣା ପଡି ଯାଉଛି କି କପିଲ ଧୀରେ ଧୀରେ ନିଜର ଦାୟିତ୍ଵକୁ ବୁଝି ପାରୁଛନ୍ତି ଓ ସେ ଏକ ଭଲ ପିତାର ଦାୟିତ୍ଵକୁ ନିଭାଉଛନ୍ତି ।

କହିବାକୁ ଗଲେ କପିଲ ଶର୍ମା ନିଜର ପତ୍ନୀ ଗିନ୍ନୀଙ୍କ ଡେଲିବରି ସମୟରେ ତାଙ୍କ ପାଖରେ ରହିବାକୁ ଚାହୁଁଥିଲେ ଓ ଏଥିପାଇଁ ସେ ନିଜ ଶୋ ର କିଛି ଏପିସୋଡକୁ ବ୍ୟାକ ଟୁ ବ୍ୟାକ ଶୁଟ କରି ଦେଇଥିଲେ ।

କହିବାକୁ ଗଲେ ଏହି କଥା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି କି ବଲୀଉଡର ବେବୋ ମାନେ କରିନା କପୁରଙ୍କ ପୁଅ ତୈମୂର ଓ କପିଲଙ୍କ ଝିଅ ମଧ୍ୟରେ ଏକ ଖାସ ସଂଯୋଗ ଅଛି । ଏହି କଥା ବିଷୟରେ ସେ ନିଜର ଏକ ଏପିସୋଡରେ କହିଥିଲେ କି ଗୋଟିଏ ହିଁ ଡାକ୍ତର କରିନା ଓ ଗିନ୍ନୀଙ୍କ ଡେଲିବରି କରିଛନ୍ତି । ଏହି ଏପିସୋଡରେ କରୀନା କପୁର, ଅକ୍ଷୟ କୁମାର, କିୟାରା ଆଡବାନୀ ଓ ଦିଲଜୀତ ଦୋସାଂଝ ନିଜର ଆସନ୍ତା ଫିଲ୍ମ ‘ଗୁଡ ନ୍ୟୁଜ’ର ପ୍ରମୋଶନ ପାଇଁ ପହଞ୍ଚିଥିଲେ ।