ଯେତେବେଳେ ପ୍ରଥମ ଥର ଆଡଲ୍ଟ ଫିଲ୍ମ ଦେଖିଥିଲେ ଏମିତି ହେଇ ଯାଇଥିଲା ଅବସ୍ଥା, ଦୁଃଖୀ ହେଇ କରିଥିଲେ ଏହି କାମ

ବଲୀଉଡର ଅଭିନେତ୍ରୀ ସନୀ ଲିୟୋନୀ ଆଜି ଏକ ବଡ ଷ୍ଟାର ହୋଇ ଯାଇଛନ୍ତି । କହିବାକୁ ଗଲେ ସନୀ ଲିୟୋନୀ ଆଡଲ୍ଟ ଇଣ୍ଡଷ୍ଟ୍ରିକୁ ବହୁତ ସମୟ ହେବ ଛାଡି ସାରିଛନ୍ତି ଓ ସେ ବଲୀଉଡ ଫିଲ୍ମ ଜଗତରେ ନିଜର ଏକ ଅଲଗା ପରିଚୟ କରିସାରିଛନ୍ତି । ସନୀ ଲିୟୋନୀ ବଲୀଉଡର ବହୁତ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ବଲୀଉଡରେ ତାଙ୍କୁ କେବଳ ବୋଲ୍ଡ ସିନ ବାଲା ଫିଲ୍ମ ହିଁ ମିଳିଛି । ଅଭିନେତ୍ରୀ ସନୀ ଲିୟୋନୀ ନିଜର କ୍ୟାରିୟରର ଆରମ୍ଭ ଏକ ପର୍ନ ଷ୍ଟାର ରୂପରେ କରିଥିଲେ ।

ଏହି କ୍ୟାରିୟରରେ ତାଙ୍କୁ ବହୁତ ସଫଳତା ବି ମିଳିଥିଲା । ସେ ଟପର ଆଡଲ୍ଟ ଷ୍ଟାର ବି ହୋଇ ଯାଇଥିଲେ । କିନ୍ତୁ କଣ ଆପଣ ଜାଣିଛନ୍ତି ଯେତେବେଳେ ସେ ନିଜେ ପ୍ରଥମ ଥର ବ୍ଲୂଫିଲ୍ମ ଦେଖିଥିଲେ ତେବେ ତାଙ୍କର ରିଆକ୍ସନ କେମିତି ଥିଲା । ସନୀଙ୍କ ୱେବ ସିରିଜ କରନଜୀତ: ଦ ଅନଟୋଲ୍ଡ ସ୍ଟୋରୀରେ ସନୀ ଲିୟୋନୀଙ୍କ ଏହି କାହାଣୀ ବିଷୟରେ କୁହାଯାଇ ଥିଲା । ୱେବ ସିରିଜ ଅନୁସାରେ ସନୀ ପ୍ରଥମ ବ୍ଲୂଫିଲ୍ମ ନିଜର ଭାଇ ଓ ଏକ ବନ୍ଧୁ ସହିତ ଭୁଲରେ ଦେଖି ନେଇ ଥିଲେ ।

କିନ୍ତୁ ଏହାକୁ ଦେଖିବା ପରେ ସେ ଭୁଲ କରି ଦେଇଛନ୍ତି ବୋଲି ମନେ କରିଲେ ଓ ତାଙ୍କୁ ନିଜ ଭୁଲ ପାଇଁ ବହୁତ ଦୁଃଖ ବି ଲାଗିଲା । ଏହି ଭୁଲର କ୍ଷମା ପାଇଁ ସେ ଯେଉଁ କାମ କରିଥିଲେ ତାହା ବିଷୟରେ ଜାଣିଲେ ଆପଣ ବି ଜାଣି ଯିବେ କି ସନୀ ଲିୟୋନୀ ଏକ ଆଡଲ୍ଟଷ୍ଟାର ହେବା ପୂର୍ବରୁ ତାଙ୍କର ଚିନ୍ତାଧାରା କଣ ଥିଲା । ବ୍ଲୁଫିଲ୍ମ ଦେଖିବା ପରେ ସନୀଙ୍କୁ ବହୁତ ଘୃଣା ଲାଗିଲା । ତେବେ ସେ ଗୁରୁ ନାନକ ଦେବଙ୍କ ଫଟୋ ସାମ୍ନାରେ ଛିଡା ହୋଇ ନିଜ ଭୁଲର କ୍ଷମା ମାଗିଥିଲେ ।

ସନୀଙ୍କ ଜୀବନରେ ଏମିତି ବହୁତ ଛୋଟ ଛୋଟ କାହାଣୀ ଅଛି ଯାହା ତାଙ୍କର ୱେବ ସିରିଜ କରନଜୀତ: ଦ ଅନଟୋଲ୍ଡ ସ୍ଟୋରୀ ଦ୍ଵାରା ଦର୍ଶା ଯାଇଛି । ଆପଣଙ୍କୁ କହିଦେଉଛୁ କି ସନୀ ଲିୟୋନୀ ନିଜ ଭାଇଙ୍କ ବହୁତ ପାଖପାଖି ଅଟନ୍ତି । ଏହା ଛଡା ସେ ନିଜର ସନୀ ନାମ ବି ନିଜ ଭାଇଙ୍କ ଠାରୁ ଚୋରୀ କରିଛନ୍ତି ।

କହିବାକୁ ଗଲେ ଆଡଲ୍ଟଫିଲ୍ମ କ୍ୟାରିୟର ଆରମ୍ଭ କରିବା ସମୟରେ ତାଙ୍କୁ ଏକ ନୂଆ ନାଁ ଦରକାର ଥିଲା । ଏମିତିରେ ତାଙ୍କ ମୁଣ୍ଡରେ ସର୍ବ ପ୍ରଥମେ ତାଙ୍କର ଭାଇ ସନ୍ଦୀପଙ୍କ ନିକନେମ ସନୀ ଆସିଲା । ଏହା ପରେ ସେ ନିଜର ଭାଇଙ୍କ ନାମକୁ ନିଜର ନାଁ କରିଦେଲେ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।