ସୁକମାରେ 4 ସାଥୀଙ୍କୁ ହତ୍ୟା କରିଥିବା CRPF ଯବାନ ସ୍ୱୀକାର କଲେ ନିଜ ଅପରାଧ, କହିଲେ- ସେମାନେ ମୋ ସ୍ତ୍ରୀକୁ…ଦେଖନ୍ତୁ Video

ଗତ କିଛି ଦିନ ତଳେ ଛତ୍ତୀସଗଢ଼ର ସୁକମା ଜିଲ୍ଲାର ଏକ ଏମିତି ଘ-ଟ-ଣା ଘ-ଟି-ଲା ଯାହାକି ସମସ୍ତଙ୍କୁ ସ୍ତପ୍ବ୍ଦ କରି ଦେଇଛି । କହିଦେଉଛୁ କି ରବିବାର ଦିନ ଛତ୍ତୀସଗଢ଼ର ସୁକମା ଜିଲ୍ଲାର ସିଆରପିଏଫ କ୍ୟାମ୍ପରେ ଜଣେ ଯବାନ ନିଜର ଚାରି ଜଣ ସାଥିଙ୍କ ହ-ତ୍ୟା କରି ଦେଇଛି । ଯବାନ ରିତେଶ ରଞ୍ଜନ ନିଜର -ଅପ-ରା-ଧ ସ୍ଵୀକାର ମଧ୍ୟ କରି ନେଇଛନ୍ତି । ଏହାର ଏକ ଭିଡିଓ ବି ବର୍ତ୍ତମାନ ସାମ୍ନାକୁ ଆସୁଛି । ଯେଉଁଥିରେ ସେ ନିଜର ସାଥିମାନଙ୍କୁ ହ-ତ୍ୟା କରିବାର କାରଣ କହୁଛନ୍ତି ।

କହିବାକୁ ଗଲେ ଛତ୍ତୀସଗଢ଼ର ସୁକମା ଜିଲ୍ଲାର ଲିଂଗନପଲ୍ଲୀ କ୍ୟାମ୍ପର ଜଣେ ଯବାନ ରିତେଶ ରଞ୍ଜନ ନିଜର ୪ ସାଥିଙ୍କୁ ଗୁ-ଳି ମାରି ହ-ତ୍ୟା କରି ଦେଇଛନ୍ତି । ବର୍ତ୍ତମାନ ତାର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଯବାନ ଅଫିସରମାନଙ୍କୁ କହୁଛି କି ହଁ ମୁଁ ହିଁ ସମସ୍ତଙ୍କୁ ମା-ରି-ଛି ।

ମୋ ସ୍ତ୍ରୀ ବିଷୟରେ ଏମାନେ ଖରାପ କ-ମେ-ଣ୍ଟ କରୁଥିଲେ । ଏତିକି ନୁହେଁ ସେମାନେ ତାକୁ କ-ଚ୍ଚି କ-ଲି ବି କହୁଥିଲେ । ଅନ୍ୟ ଏକ ଅଫିସରର ନାଁ କହି ଆ-ରୋ-ପି ଯବାନ ଭିଡିଓରେ କହୁଛନ୍ତି କି ଆଜି ଅର୍ଥାତ ଘ-ଟ-ଣା ଦିନ ସକାଳ ୫ ଟା ସମୟରେ ସେମାନେ ଜଙ୍ଗଲରେ ମୋତେ ମା-ରି-ବା ପାଇଁ ଯୋଜନା କରୁଥିଲେ । ସେଥିପାଇଁ ମୁଁ ସମସ୍ତଙ୍କୁ ମା-ରି-ଦେ-ଲି । କହିଦେଉଛୁ କି ରିତେଶ ରଞ୍ଜନ ୨୦୧୭ରେ ସିଆରପିଏଫ ରେ ପଦସ୍ତ ହୋଇଥିଲେ ।

ରିତେଶ ରଞ୍ଜନ ଙ୍କ କହିବା ଅଟେ କି ତାଙ୍କର ସାଥିମାନେ ତାଙ୍କୁ ଗା-ଳି ଦେଉଥିଲେ ଓ ତାଙ୍କ ପତ୍ନୀଙ୍କ ବିଷୟରେ ଖରାପ ଖରାପ କମେଣ୍ଟ ବି କରୁଥିଲେ । ସେ ସେଥିପାଇଁ ତାଙ୍କୁ ମା-ରି ଦେଲେ । କହିଦେଉଛୁ କି ଯବାନ ଜଣକ ଏକ – ୪୭ରେ ନିଜର ସାଥିମାନଙ୍କୁ ମା-ରି-ଛି ବୋଲି ସ୍ଵୀକାର କରିଛନ୍ତି । ଯବାନ ଜଣକ ଆଗକୁ କହିଲେ କି ରାତିରେ ସେ ଶୋଇଥିଲେ ଓ ତାଙ୍କର ଆଜି ଡିୟୁଟି ବି ନ ଥିଲା । ତାଙ୍କୁ ଅନ୍ୟ ସ୍ଥାନରେ ଡିୟୁଟି ମିଳି ଥିଲା । ତାଙ୍କର ସାଥିମାନେ କଥା ହେଉଥିବା ସମୟରେ ସେ ଶୁଣିବାକୁ ପାଇଲେ କି ଆଜି ୫ ଟା ବେଳେ ଏହାର ଗେ-ମ ବଜାଇ ଦବା ।

ବାହାରକୁ ନେଇ ମା-ରି ଦେବେ । କିନ୍ତୁ ମୁଁ ତା ଆଗରୁ ରାତି ୩ ଟା ବେଳେ ତାଙ୍କୁ ମା-ରି ଦେଲି । କହିଦେଉଛୁ କି ସିଆରପିଏଫର ଉଚ୍ଚ ଅଧିକାରୀମାନେ ଆ-ରୋ-ପି-କୁ କ-ଷ୍ଟ-ଡି-କୁ ନେଇ ଯାଇଛନ୍ତି । କହିଦେଉଛୁ କି ଗୋଟିଏ ଦିନ ପୂର୍ବରୁ ରିତେଶଙ୍କ ସହ ତାଙ୍କ ସାଥି ଯବାନମାନଙ୍କ ସହ ବି-ବା-ଦ ହୋଇଥିଲା । ଆ-ରୋ-ପି ଯବାନ ବହୁତ ଦିନ ହେବ ଚିନ୍ତିତ ରହିଥିଲେ । ଅନ୍ୟ ପଟେ ବାଟାଲିୟନର ଅନ୍ୟ ସାଥିମାନଙ୍କ କହିବା ଅଟେ କି ରିତେଶ ଆରମ୍ଭରୁ ରା-ଗି ସ୍ଵ-ଭା-ବ-ର ଥିଲେ ।