ତାରକ ମେହେତା କି ଉଲ୍ଟା ଚଷମାର ଦୟା ବେନ ଏବେ ଦେଖାଯାଉଛନ୍ତି ବହୁତ ସୁନ୍ଦର

ଟିଭି ସିରିଏଲରେ ଏମିତି ବହୁତ କଳାକାର ମାନେ ଅଛନ୍ତି ଯିଏକି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ସେମାନେ ବଡ଼ ପରଦାରେ ନ ହେଲେ ବି ଛୋଟ ପରଦାରେ ମଧ୍ୟ ବହୁତ ନାମ କମାଇ ପାରିଛନ୍ତି ।ଏମାନେ ବହୁତ ଘର , ପରିବାର ଓ କମେଡିରେ ମଧ୍ୟ ବହୁତ ନାମ କମେଇ ପାରିଛନ୍ତି । ଏମାନେ କମେଡିରେ ଲୋକଙ୍କୁ ହସେବାଇ ସହିତ ବହୁତ ଇମୋସ୍ନାଲ ଟଚ ମଧ୍ୟ ଦେଇଥାନ୍ତି ।

ଆଜି ଆମେ ତାରକ ମେହେତା କା ଉଲଟା ଚଷମା ସିରିଏଲରେ କାମ କରୁଥିବା ଦୟା ବେହେନଙ୍କ ବିଷୟରେ କହିବୁ । ସେ ତାଙ୍କର ରିଅଲ ଲାଇଫରେ କିପରି ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ଦୟା ବେହେନ ଙ୍କ ବିଷୟରେ ।

ତାରକ ମେହେତା କି ଉଲ୍ଟା ଚାଷମାରେ ଅଭିନୟ କରୁଥିବା ଦୟା ବେହେନଙ୍କ ଆସଲି ନାମ ହେଉଛି ଦିଶା ବକାନି । ଦିଶା ବକାନି ଙ୍କ ଜନ୍ମ ଗୁଜୁରାଟରେ ହୋଇଥିଲା । ତାଙ୍କର ବର୍ତ୍ତମାନ ବୟସ ୪୧ ବର୍ଷ ଅଟେ । ସେ ହିନ୍ଦୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ସେ ତାଙ୍କର ଅଭିନୟ ଯୋଦ୍ଧା ଆକବର ଫିଲ୍ମରୁ କରିଥିଲେ ।

ସେ ୨୦୦୨ ରେ ଦେବଦାସ , ସାକ୍ଷୀ ୨୦୦୮ ରେ ଯୋଦ୍ଧା ଆକବର , ୨୦୧୦ ରେ ମଙ୍ଗଳ ପାଣ୍ଡେ ଦ ରାଇଜିଙ୍ଗ ଭଳି ଫିଲ୍ମରେ ମଧ୍ୟ କାମ କରିଛନ୍ତି । କିନ୍ତୁ ତାଙ୍କର ଭାଗ୍ୟ ତାରକ ମେହେତା କି ଉଲ୍ଟା ଚଷମା ରୁ ଚମକି ଥିଲା ।

ତାଙ୍କ ସ୍ବାମୀଙ୍କ ନାମ ମୟୁର ପାଣ୍ଡ୍ୟା ଅଟେ । ସେ ୨୦୧୫ ମସିହାରେ ବିବାହ କରିଥିଲେ । ବର୍ତ୍ତମାନ ତାଙ୍କର ଏକ ଝିଅ ଅଛି । ସେ ତାଙ୍କ ଝିଅଙ୍କ ପାଇଁ ସେ ଏହି ସୋକୁ ଛାଡ଼ି ଦେଇଥିଲେ । ସେ ବର୍ତ୍ତମାନ ମୁମ୍ବାଇ ରେ ରହୁଛନ୍ତି । ତାଙ୍କ ସ୍ୱାମୀ ଜଣେ ବହୁତ ବଡ଼ ବିଜିନେସ ମ୍ୟାନ ଅଟନ୍ତି ।

ସେ ଏହି ସୋ କୁ ଛାଡ଼ିଦେବା ଦ୍ୱାରା ଦର୍ଶକ ମାନେ ବହୁତ ଦୁଃଖ ପ୍ରକାଶ କରିଛନ୍ତି । ସେ ତାଙ୍କ ଅଭିନୟରେ ଦର୍ଶକମାଙ୍କୁ ବହୁତ ଖୁସି ଦେଇଛନ୍ତି । ସେ ଏବେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ସେ ପୁଣି ତାରକ ମେହେତା କି ଉଲ୍ଟା ଚଷମା ରେ ଅଭିନୟ କରିବେ ବୋଲି ଦର୍ଶକ ମାନେ ଚାହିଁ ରହିଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।