ସକାଳେ ଖାଲି ପେଟରେ କଞ୍ଚା ରସୁଣ ସହ ଗରମ ପାଣି ପିଇବା ଦ୍ଵାରା ଶରୀରରେ କଣ ହୋଇଥାଏ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ପୁରା ଦୁନିଆ ଭାଇରସ ଦ୍ଵାରା ଘେରି ଅଛି । ଭାଇରସରୁ ବଞ୍ଚିବା ପାଇଁ ଆମେ ସମସ୍ତେ ଘରେ ରହୁଛୁ । କିନ୍ତୁ ଆପଣ କେବଳ ଘରେ ରହୁଛନ୍ତି କିନ୍ତୁ ଭାଇରସ ଠାରୁ ବଞ୍ଚିବା ପାଇଁ କିଛି କରୁଛନ୍ତି କି । କହିଦେଉଛୁ କି ଭାଇରସ ସେହି ଲୋକମାନଙ୍କ ଉପରେ ପ୍ରଭାବ ପକାଇଥାଏ ଯେଉଁ ଲୋକମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ ଥାଏ । ଆଜି ଆମେ ଆପଣଙ୍କୁ ଏମିତି ଗୋଟିଏ ଜିନିଷ ବିଷୟରେ କହିବୁ ଯାହା କି ଆପଣଙ୍କ ଘରେ ଅଛି ଓ ଏହାର ବ୍ୟବାହର ଦ୍ଵାରା ଆପଣ ସମସ୍ତ ପ୍ରକାରର ଭାଇରସ ଠାରୁ ବଞ୍ଚି ପାରିବେ ।

ଆମେ ରସୁଣ ବିଷୟରେ କହୁଛୁ । ରସୁଣ ଔଷଧୀୟ ଗୁଣରେ ଭରପୁର ଅଟେ । ଆୟୁର୍ବେଦରେ କୁହାଯାଇଛି କି ରସୁଣ ଆମର ବାତ ଦୋଷ, କଫ ଦୋଷକୁ ଦୂର କରିଥାଏ । କହିଦେଉଛୁ କି ଥଣ୍ଡା, ଜର, କାସ, ଆସ୍ଥାମା କିମ୍ବା ନିଶ୍ଵାସ ସହ ଜଡିତ ରୋଗ ପାଇଁ ରସୁଣ ସବୁଠୁ ପ୍ରଭାବଶାଳି ଅଟେ । ଆପଣ ରାତିରେ ଶୋଇବାର ଅଧ ଘଣ୍ଟା ପୂର୍ବରୁ ଗୋଟିଏ କଲି କଞ୍ଚା ରସୁଣ ଖାଆନ୍ତୁ ଓ ଗୋଟିଏ ଗ୍ଳାସ ଗରମ ପାଣି ପିଅନ୍ତୁ ।

ଏହିଭଳି ଯଦି ଆପଣ ଗୋଟିଏ ମାସ କରୁଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କ କଫ ସହ ଜଡିତ ରୋଗ ଭଲ ହୋଇଯିବ । ଯଦି ଆପଣଙ୍କ ପେଟରେ ଗ୍ୟାସ ଅଧିକ ହେଉଛି ତେବେ ଏହା ଦ୍ଵାରା ଆପଣଙ୍କ ଶରୀରର ବିଭିନ୍ନ ଅଙ୍ଗ ଯନ୍ତ୍ରଣା କରିଥାଏ । ପେଟର ଗ୍ୟାସକୁ କମ, ଯନ୍ତ୍ରଣାକୁ ଦୂର, ଓଜନକୁ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ରାତିରେ ରସୁଣ ସେବନ କରନ୍ତୁ ।

ଅନ୍ୟ କେତେକ ରୋଗରୁ ବି ଆପଣ ବଞ୍ଚି ଯିବେ । ହାଇ ବ୍ଲଡ ପ୍ରେସର ଓ କ୍ୟାନ୍ସର ଭଳି ରୋଗକୁ ଆପଣ ଠିକ କରି ପାରିବେ । ଏମିତି ବି ବହୁତ ବଡ ବଡ ରୋଗ ଅଛି ଯାହାକୁ ଆପଣ କେବଳ ରସୁଣ ସେବନ କରି ଠିକ କରି ପାରିବେ । ଆପଣ ହାର୍ଟ ବଲେକ୍ଜକୁ ବି ଠିକ କରି ପାରିବେ । ଯଦି ଆପଣ ରସୁଣ ସେବନ କରୁଛନ୍ତି ତେବେ କେତେକ ରୋଗ ଆପଣଙ୍କୁ କେବେ ବି ହବ ନାହିଁ ।

ଆପଣ ରସୁଣ ନିଜେ ଖାଆନ୍ତୁ ଓ ପରିବାର ଲୋକମାନଙ୍କୁ ବି ଖାଇବା ପାଇଁ କୁହନ୍ତୁ । ରସୁଣ ଆମର ରକ୍ତକୁ ପତଳା କରିଥାଏ । ରକ୍ତ ଯଦି ପତଳା ହୋଇଯିବ ତେବେ ଆପଣଙ୍କୁ ହୃଦଘାତ ଭଳି ସମସ୍ୟା ଆସିବ ନାହିଁ । ଆପଣଙ୍କୁ କେବଳ ଏତିକି କରିବାର ଅଛି ରାତିରେ ଶୋଇବା ପୂର୍ବରୁ ରସୁଣ ସେବନ କରନ୍ତୁ ଓ ଅଳ୍ପ ଗରମ ଥିବା ଗୋଟିଏ ଗ୍ଳାସ ପାଣି । ଦେଖିବେ ପ୍ରାୟତଃ ରୋଗ ଆପଣଙ୍କୁ କେବେ ବି ହବ ନାହିଁ ।