୧୬ ବର୍ଷ ବୟସରୁ ହିଁ ବୋହୁ ହୋଇସାରିଥିଲେ କାଞ୍ଚି ସିଂହ, ଅନସ୍କ୍ରିନ ଭାଇ ସହିତ କରି ବସିଲେ ପ୍ରେମ, ଆଉ ତା ପରେ…

ଆଜିକାଲି ଟିଭିର ଅଭିନେତ୍ରୀମାନେ କୌଣସି ମାମଲାରେ ବଲୀଉଡର ଅଭିନେତ୍ରୀଙ୍କ ଠାରୁ କମ ନୁହନ୍ତି ଓ ଏମାନଙ୍କର ଲୋକପ୍ରିୟତା ବି ବହୁତ ଅଟେ । ଟିଭି ଦୁନିଆରେ ବହୁତ ଭିଡ ହେବା କାରଣରୁ ଅଭିନେତ୍ରୀମାନଙ୍କୁ ସହଜରେ କାମ ମିଳେ ନାହିଁ । କିନ୍ତୁ ନିଜର ଲୁକ ଦ୍ଵାରା ଅଭିନେତ୍ରୀମାନେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏଥିରେ କାଞ୍ଚି ସିଂହଙ୍କର ନାମ ବି ସାମିଲ ଅଛି । କାଞ୍ଚି ସିଂହ ଟିଭି ଦୁନିଆର ମୋଷ୍ଟ ପପୁଲାର ଅଭିନେତ୍ରୀ ଅଟନ୍ତି ।

Image courtesy: Google

କହିବାକୁ ଗଲେ କାଞ୍ଚି ସିଂହ ବହୁତ ସିରିୟଲରେ କାମ କରିଛନ୍ତି । କିନ୍ତୁ ତାଙ୍କୁ ଅସଲ ପରିଚୟ ‘ୟେ ରିସ୍ତା କ୍ୟା କହଲାତା ହୈ’ ସିରିୟଲରେ ଗାୟୁ ର ଅଭିନୟ କରି ମିଳିଥିଲା । କିନ୍ତୁ ବର୍ତ୍ତମାନ ସେ ଛୋଟ ପରଦାରେ ନଜର ଆସୁ ନାହାଁନ୍ତି । କାଞ୍ଚି ସିଂହଙ୍କର ଅଭିନୟ ଲୋକମାନଙ୍କ ଉପରେ ଅଧିକ ପ୍ରଭାବ ପକାଇ ପାରିନାହିଁ କିନ୍ତୁ ତାଙ୍କର ସୁନ୍ଦରତା ଲୋକମାନଙ୍କୁ ଖୁବ ପସନ୍ଦ ଆସିଥାଏ । ସେ ପ୍ରାୟତଃ ସୋସିଆଲ ମିଡିଆରେ ନିଜର ଫଟୋ ଶେୟାର କରିଥାନ୍ତି ଓ ସେଗୁଡିକ ବହୁତ ଜଲ୍ଦି ଭାଇରାଲ ମଧ୍ୟ ହୋଇଥାଏ ।

୧୬ ବର୍ଷ ବୟସରେ ହୋଇଥିଲେ ବୋହୁ

Image courtesy: Google

କାଞ୍ଚି ସିଂହ ସିରିୟଲ ‘ଔର ପ୍ୟାର ହୋ ଗୟା’ରେ ଅବନୀ ର ଅଭିନୟ କରିଥିଲେ । କହିଦେଉଛୁ କି ଏହି ସିରିୟଲରେ କାଞ୍ଚି ସିଂହ ମାତ୍ର ୧୬ ବର୍ଷ ବୟସରେ ବୋହୁର ଅଭିନୟ କରି ଲୋକମାନଙ୍କ ହୃଦୟରେ ରାଜ କରିଥିଲେ । ଏହି ସିରିୟଲରେ କାଞ୍ଚି ସିଂହଙ୍କର ଛବି ଜଣେ ଆଦର୍ଶ ଓ ସଂସ୍କାରୀ ବୋହୁ ରୂପରେ ଦେଖା ଯାଇଥିଲା ।

ଅନସ୍କ୍ରିନ ଭାଇ ସହିତ କରି ବସିଲେ ପ୍ରେମ

Image courtesy: Google

ସିରିୟଲ ‘ୟେ ରିସ୍ତା କ୍ୟା କହଲାତା ହୈ’ ରେ କାଞ୍ଚି ସିଂହଙ୍କୁ ରୋହନ ମେହରାଙ୍କ ସହ ପ୍ରେମ ହୋଇଗଲା । ହସର କଥା ଏହା ଅଟେ କି ଏହି ସିରିୟଲରେ କାଞ୍ଚି ସିଂହ ଓ ରୋହନ ମେହରା ଭାଇ ଭଉଣୀର ଅଭିନୟ କରୁଥିଲେ । ଯେଉଁ କାରଣରୁ ଦୁଇ ଜଣଙ୍କୁ ବହୁତ ଅସୁବିଧା ହେଲା ଓ ଦୁଇ ଜଣ ହିଁ ସୋ ଛାଡିବା ପାଇଁ ନିଷ୍ପତ୍ତି ନେଲେ । କୁହଯାଉଛି କି କାଞ୍ଚି ରୋହନଙ୍କୁ ଏତେ ଭଲ ପାଉଥିଲେ କି ସେ ତାଙ୍କ ପାଇଁ ସୋ ମଧ୍ୟ ଛାଡିଦେଲେ । କାରଣ ସେ ରୋହନଙ୍କ ସହିତ ରହିବାକୁ ଚାହୁଁଥିଲେ ।

ବେଷ୍ଟ ୟୁଥ ଆଇକନର ପୁରସ୍କାର ବି ମିଳିଥିଲା

Image courtesy: Google

ବର୍ଷ ୨୦୧୭ରେ କାଞ୍ଚି ସିଂହକୁ ବେଷ୍ଟ ୟୂଥ ଆଇକନ ମହିଳା ଇଂଟରନେଶନଲ ଆଇକୋନିକ ପୁରସ୍କାର ବି ମିଳିଥିଲା । କାଞ୍ଚି ସିଂହ ନିଜର କ୍ୟାରିୟରରେ ବହୁତ କମ ନାମ କରିଛନ୍ତି । କିନ୍ତୁ ସେ ଯୁବପିଢିମାନଙ୍କ ମଧ୍ୟରେ ବହୁତ ଫେମସ ଅଟନ୍ତି । ମିଡିଆ ରିପୋର୍ଟ ଅନୁସାରେ କାଞ୍ଚି ସିଂହ ଜଲ୍ଦି ହିଁ କୌଣସି ବଡ ସିରିୟଲରୁ ଛୋଟ ପରଦାରେ କମବ୍ୟାକ କରି ପାରନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।