ପ୍ରଥମ ଥର ପାଇଁ ଦେଖନ୍ତୁ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ପରିବାରର ଆଲବମ୍

ଓଡ଼ିଆ ସିନେମା ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ଆପଣମାନେ ନିଶ୍ଚିନ୍ତ ଭାବରେ ଜାଣିଥିବେ । ତ ଆଜି ଆମେ ଆପଣ ମାନଙ୍କୁ ଅର୍ଚ୍ଚିତା ଙ୍କ ବିଷୟରେ ଏମିତି କିଛି କଥା କହିବୁ ଯାହା ଆଗରୁ ଆପଣ ମାନେ କେବେ ବି ଜାଣିନଥିବେ । ତ ଆପଣ ମାନେ ଅର୍ଚ୍ଚିତାଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଆସନ୍ତୁ ଜାଣିବା ତାଙ୍କ କ୍ୟାରିଅର କେଉଁଠୁ ଆରମ୍ଭ ହୋଇଛି । ଅଞ୍ଜଳି ଧାରାବାହିକରେ ଅର୍ଚ୍ଚିତା ଏକା ସହ ଦୁଇଟି ରୋଲ୍ ରେ ଅଭିନୟ କରୁଥିଲେ ।

ତାଙ୍କର ଜବରଦସ୍ତ ଅଭିନୟକୁ ଆପଣ ଅଞ୍ଜଳି ଧାରାବାହିକରେ ନିଶ୍ଚିନ୍ତ ଭାବରେ ଦେଖିଥିବେ । ତାଙ୍କର ଏହି ଜବରଦସ୍ତ ଅଭିନୟ ପାଇଁ ସେ ବହୁତ୍ କମ ଦିନରେ ବହୁତ୍ ଲୋକ ପ୍ରିୟ ହୋଇପାରିଛନ୍ତି । ଅର୍ଚ୍ଚିତା ଙ୍କ ଦୁଇଟି ରୋଲ୍ ଥିବା ଏହି ଅଞ୍ଜଳି ଧାରାବାହିକ ରେ ତାଙ୍କର ଏହି ଜବରଦସ୍ତ ଅଭିନୟ ପାଇଁ ଲୋକ ମାନେ ଏହି ଧାରାବାହିକ କୁ ଖୁବ୍ ପସନ୍ଦ କରୁଥିଲେ ।

ଅଞ୍ଜଳି ଧାରାବାହିକରେ ଅର୍ଚ୍ଚିତା ଅଭିନୟ କରିବା ଆଗରୁ ତୋ ଆଖି ମୋ ଆଇନା ଧାରାବାହିକରେ ଅଭିନୟ କରୁଥିଲେ । ତାଙ୍କର ଏହି ଜବରଦସ୍ତ ଅଭିନୟ ମଧ୍ୟ ତୋ ଆଖି ମୋ ଆଇନା ଧାରାବାହିକ ରେ ଆପଣ ମାନେ ନିଶ୍ଚିନ୍ତ ଭାବରେ ଦେଖିଥିବେ । ତାଙ୍କର ଏହି ଜବରଦସ୍ତ ଅଭିନୟ ରେ ସେ ନିଜର ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି ।

ତାଙ୍କର ଏହି ଜବରଦସ୍ତ ଅଭିନୟ ପାଇଁ ତୋ ଆଖି ମୋ ଆଇନା ଧାରାବାହିକ ଟି ନମ୍ୱର ୧ ହୋଇପାରିଥିଲା । ଲୋକମାନେ ବି ତୋ ଆଖି ମୋ ଆଇନା ଧାରାବାହିକ ଦେଖିବାକୁ ଖୁବ୍ ପସନ୍ଦ କରୁଥିଲେ । ତାଙ୍କର ଅଭିନୟରେ ଏପରି ଯାଦୁ ଥିଲା ତାଙ୍କର ଅଭିନୟ ଦେଖିବାକୁ ସମସ୍ତେ ବାଧ୍ୟ ହୋଇଯାଆନ୍ତି ।

ତୋ ଆଖି ମୋ ଆଇନା ଧାରାବାହିକ ସରିଯିବା ପରେ ଅର୍ଚ୍ଚିତା ଅଞ୍ଜଳି ଧାରାବାହିକ ରେ ଅଭିନୟ କଲେ । ତାଙ୍କର ଅଭିନୟ ଗୁଡ଼ିକ ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଥାଏ । ତୋ ଆଖି ମୋ ଆଇନା ଧାରାବାହିକ ରେ ଅର୍ଚ୍ଚିତା ତିଥି ଚରିତ୍ର ରେ ଅଭିନୟ କରୁଥିଲେ । ସେଥିପାଇଁ ସେ ତିଥି ନାମରେ ଖୁବ୍ ପରିଚିତ । ଅର୍ଚ୍ଚିତା ଙ୍କ ଘର ହେଉଛି ବାଲେଶ୍ଵର କିନ୍ତୁ ସେ ତାଙ୍କ ପରିବାର ଲୋକ ଙ୍କ ସହ ଭୁବନେଶ୍ୱର ରେ ରହୁଛନ୍ତି । ତାଙ୍କ ପରିବାରର ତାଙ୍କର ଜେଜେ ମାଆ, ଜେଜେ ବାପା, ମାଆ ବାପା ଏବଂ ତାଙ୍କର ଜଣେ ଭାଇ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।