ବାଛନ୍ତୁ ନିଜ ଜନ୍ମ ମାସ ବାଲା ହୃଦୟ ଓ ଜାଣନ୍ତୁ କଣ ପାଇଁ ଆପଣ ନିଜ ମନ ର କଥାକୁ ଅନ୍ୟ ଆଗରେ ପ୍ରକାଶ କରି ପାରନ୍ତି ନାହିଁ- Personality Test

ବନ୍ଧୁଗଣ କୁହାଯାଏ ବ୍ଯକ୍ତିର ସ୍ଵଭାବ ତାର ଜନ୍ମରୁ ଜଣାପଡିଥାଏ । ବ୍ଯକ୍ତିର ଭଲ ଓ ଖରାପ ଗୁଣ କଣ ରହିଥାଏ ତାହା ଜନ୍ମ ହେବା ପରେ ଜଣାପଡିଥାଏ । ବ୍ଯକ୍ତିର ଜନ୍ମର ତାରିଖ ଯେତିକି ଗୁରୁତ୍ବପୂର୍ଣ ହୋଇଥାଏ ସେତିକି ଜନ୍ମ ମାସ ମଧ୍ୟ ଗୁରୁତ୍ବପୂର୍ଣ ହୋଇଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଜନ୍ମ ମାସରୁ ବ୍ଯକ୍ତିର ସ୍ଵଭାବ କିପରି ହୋଇଥାଏ ତାହା ଜଣାପଡିଥାଏ । ଆଜି ଆମେ ଆପଣଙ୍କୁ ଅଲଗା ଅଲଗା ହାର୍ଟର ଛବି ଦେଖାଇବୁ ଯେଉଁଥିରେ ଆପଣଙ୍କ ପାର୍ଟନରଙ୍କ ଚୁପ ରହିବାର ରହସ୍ୟ କଣ ତାହା ଜଣାପଡିବ ।

ଜାନୁଆରୀ ମାସ : ଏହି ମାସକୁ ପସନ୍ଦ କରିଥିବା ବ୍ୟକ୍ତି ନିଜ ସାମନା ଲୋକ ସହ ନିଜ ହୃଦୟର କଥାକୁ କହିବାକୁ ଚାହୁଥିଲେ ମଧ୍ୟ କହି ପାରିବେନି । କାରଣ ସେମାନେ ନିଜ ମନର କଥାକୁ ଶବ୍ଦରେ କହି ପାରନ୍ତି ନାହି ।

ଫେବୃଆରି ମାସ : ଏହି ମାସକୁ ପସନ୍ଦ କରିଥିବା ବ୍ୟକ୍ତିଙ୍କର ସ୍ଵଭାବ ଇମୋସନାଲ ହୋଇଥିବାରୁ ସେମାନେ ନିଜ ମନ କଥା କାହାକୁ କହିପାରନ୍ତି ନାହି ।

ମାର୍ଚ୍ଚ ମାସ : ଏହି ମାସକୁ ପସନ୍ଦ କରୁଥିବା ବ୍ୟକ୍ତିଙ୍କର ହୃଦୟ କୋମଳ ହୋଇଥିବାରୁ ସାମନା ଲୋକକୁ ନିଜ ମନ କଥା କହିବା ବେଳେ ଦୁର୍ବଳ ହୋଇଯାଆନ୍ତି ।

ଏପ୍ରିଲ ମାସ : ଏହି ମାସକୁ ପସନ୍ଦ କରୁଥିବା ବ୍ୟକ୍ତି ହୃଦୟରୁ ସଚ୍ଚୋଟ ଓ ସେନ୍ସେଟିବ ହୋଇଥାନ୍ତି । ସେମାନେ କାହା ଉପରେ ଅଧିକ ସମୟ ରାଗି ପାରନ୍ତି ନାହି ।

ମେ ମାସ : ଏହି ମାସକୁ ପସନ୍ଦ କରୁଥିବା ବ୍ୟକ୍ତି ପ୍ରେମରେ ନିଜର ଇଚ୍ଛା ଶକ୍ତିକୁ ଦୃଢ କରିଥାନ୍ତି । କିନ୍ତୁ ଆପଣ ନିଜ ମନ କଥାକୁ କହିବା ପାଇଁ ଅଧିକାଂଶ ସମୟରେ ଚୁପ ରହିଥାନ୍ତି । କେହି ଆପଣଙ୍କ ଉପରେ ରାଗିଛି ବୋଲି ଆପଣ ଅନୁଭବ କରିଥାନ୍ତି ।

ଜୁନ ମାସ : ଏହି ମାସକୁ ପସନ୍ଦ କରୁଥିବା ବ୍ୟକ୍ତିମାନେ ବହୁତ ରୋମାଣ୍ଟିକ ଓ ଅନ୍ୟର ଭାବନାକୁ ବୁଝିଥାନ୍ତି । ଆପଣ ନିଜ ମନ କଥା ନ କହି ବି ପ୍ରେମରେ ସଫଳ ହୋଇଥାନ୍ତି ।

ଜୁଲାଇ ମାସ : ଏହି ମାସକୁ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ହୃଦୟ ଭାବୁକ ହୋଇଥାଏ । ଏହି ସ୍ଵଭାବର ବ୍ୟକ୍ତି ହୃଦୟର ଭାବନାକୁ ବୁଝି ପାରନ୍ତି ।

ଅଗଷ୍ଟ ମାସ : ଏହି ମାସକୁ ପସନ୍ଦ କରୁଥିବା ବ୍ୟକ୍ତିମାନେ ପରିଶ୍ରମୀ ଓ ଚାର୍ମିଙ୍ଗ ହୋଇଥାନ୍ତି । ଆପଣଙ୍କ ଚୁପ ରହିବା  ନିଜ ହୃଦୟର କଥା ଓ ଭାବନାକୁ ସାମ୍ନାରେ ଥିବା ଲୋକକୁ ବୁଝାଇବାକୁ ସମର୍ଥ ହୋଇଥାଏ ।

ସେପ୍ଟେମ୍ବର ମାସ : ଏହି ମାସକୁ ପସନ୍ଦ କରୁଥିବା ବ୍ୟକ୍ତିମାନେ ଶାନ୍ତ ସ୍ଵଭାବର ହୋଇଥାନ୍ତି । ନିଜ ସଂପର୍କକୁ ଦୃଢ କରିବା ପାଇଁ ଆପଣ ଚୁପ ରହିବା ଠିକ ହେବ ।

ଅକ୍ଟୋବର ମାସ : ଏହି ମାସକୁ ପସନ୍ଦ କରୁଥିବା ବ୍ୟକ୍ତି ନିଜ ସମ୍ପର୍କକୁ ନେଇ ସୁଦୃଢ ହୋଇଥାନ୍ତି । ଆପଣଙ୍କ ପ୍ରେମର ସଂପର୍କକୁ ଅଧିକ ମଜବୁତ କରିବା ପାଇଁ ଆପଣ ଚୁପ ରହିବା ଠିକ ହେବ ।

ନଭେମ୍ବର ମାସ : ଏହି ମାସକୁ ପସନ୍ଦ କରୁଥିବା ବ୍ୟକ୍ତି ପ୍ରେମରେ ରୋମାଞ୍ଚକର ପସନ୍ଦ କରନ୍ତି । ଆପଣ ଚୁପ ରହିବା ଦ୍ଵାରା ଆପଣଙ୍କୁ ଶାନ୍ତି ମିଳିବା ସହ ଆପଣାର ଅନୁଭବ ହୋଇଥାଏ ।

ଡିସେମ୍ବର ମାସ : ଏହି ମାସକୁ ପସନ୍ଦ କରୁଥିବା ବ୍ୟକ୍ତି ଅନ୍ୟକୁ ଜଲଦି ପ୍ରଭାବିତ କରିଥାନ୍ତି । ଆପଣଙ୍କ ଚୁପ ରହିବା ଦ୍ଵାରା ସମ୍ପର୍କ ଅଧିକ ଦୃଢ ହେବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।