ସ୍କୁଲର ବାଥରୁମରେ ଏମିତି କାମ କରୁଥିଲେ ଆଲିୟା ଭଟ୍ଟ, ଜାଣିଲେ ବିଶ୍ଵାସ କରି ପାରିବେ ନାହିଁ

ବର୍ତ୍ତମାନ ସମୟରେ ଆଲିୟା ଭଟ୍ଟ କୌଣସି ପରିଚୟର ମହୋତାଜ ନୁହଁନ୍ତି । ଆଲିୟା ଭଟ୍ଟଙ୍କର ନାମ ବର୍ତ୍ତମାନ ବଲୀଉଡର ଟପ ଅଭିନେତ୍ରୀମାନଙ୍କ ମଧ୍ୟରେ ଆସିଥାଏ । ଆଲିୟା ଭଟ୍ଟ ନିଜର ସୁନ୍ଦରତା ଓ ଅଭିନୟ ଦ୍ଵାରା କୋଟି କୋଟି ଲୋକମାନଙ୍କର ହୃଦୟକୁ ଜିତି ସାରିଛନ୍ତି । କହିବାକୁ ଗଲେ ଆଲିୟା ପ୍ରାୟତଃ ନିଜର ଫିଲ୍ମ ଓ ନିଜର ପର୍ସନାଲ ଲାଇଫ ପାଇଁ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଆଲିୟା ଭଟ୍ଟଙ୍କର ସ୍କୁଲ ଦିନର ଏକ ରହସ୍ୟ ବିଷୟରେ କହିବାକୁ ଯାଉଛୁ ।

ବର୍ତ୍ତମାନ ହିଁ କିଛି ଦିନ ପୂର୍ବେ ଆଲିୟା ନିଜ ଜୀବନର ଏକ କଥା ସାମ୍ନାକୁ ନେଇ ଆଣିଛନ୍ତି ଓ ସେ କହିଲେ କି ମୋର ସ୍କୁଲ ଜୀବନ ବହୁତ ମସ୍ତି ଭରା ଥିଲା ଓ ତାହା ମୋ ସ୍ମୃତି ହୋଇ ରହିଛି ।

ତାଙ୍କର ମନେ ଥିବା ଏକ ଘଟଣା ବିଷୟରେ ସେ କହିଲେ କି ସ୍କୁଲ ଦିନରେ ତାଙ୍କୁ ବହୁତ ଥର ବାଥରୁମରେ ଶୋଇବା କାରଣରୁ ଦଣ୍ଡିତ କରାଯାଉଥିଲା । ଏମିତି ବିକିଛି ଥର ହୋଇଛି କି ଆଲିୟାଙ୍କୁ ଏହି ଅଭ୍ୟାସ କାରଣରୁ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡିଛି ।

ଆଲିୟା ଭଟ୍ଟ ଏହା ବିଷୟରେ ଆଗକୁ କହିଲେ କି, ‘ମୁଁ ସ୍କୁଲ ସମୟରେ ନିଜ କ୍ଳାସରୁ ବାହାରି ବାଥରୁମରେ ଶୋଇ ଯାଉଥିଲି । ଦିନେ ମୋର କ୍ଳାସ ଟିଚର ପଚାରିଲେ କି ଆଲିୟା କୁଆଡେ ଗାୟବ ଅଛନ୍ତି । ଏହା ପରେ ମୋତେ ଖୋଜିବା ସମୟରେ ଜଣା ପଡିଲା କି ମୁଁ ବାଥରୁମରେ ଶୋଇଛି । ଏମିତିରେ ଟିଚର ମୋତେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ କ୍ଳାସର ସମସ୍ତ ଡେସ୍କ ସଫା କରିବାର ଦଣ୍ଡ ଦେଲେ । ମୋତେ ଏହି ଦଣ୍ଡ ଦ୍ଵାରା ବହୁତ ଅସୁବିଧା ବି ହୋଇଥିଲା ।

ଏହା ଛଡା ଆଲିୟାଙ୍କୁ ଖାଇବାର ବି ବହୁତ ସଉକ ଥିଲା, ଆଲିୟା କହିଲେ କି ମୁଁ ବହୁତ ଦେଶୀ ଅଟେ । ମୋତେ ଗୋଲାପ ଜାମୁନ, ରସଗୋଲା, ମୁଗ ହାଲ୍ବା, ବର୍ଗର, ପିଜ୍ଜା ଇତ୍ୟାଦି ଖାଇବାକୁ ଭଲ ଲାଗୁଥିଲା । କିନ୍ତୁ ବର୍ତ୍ତମାନ ଏହି ସବୁ ଜିନିଷକୁ ମୋ ସାମ୍ନାରେ ବି ରଖିଲେ ମୁଁ ଖାଇବି ନାହିଁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।