B ଗ୍ରେଡ ଫିଲ୍ମରେ କାମ କରୁଥିଲେ Manyata, ଯେତେବେଳେ ସଞ୍ଜୁ ବାବାଙ୍କୁ ଜଣା ପଡିଲା ତ ଏମିତି ଗାୟବ କରିଦେଲେ CD-DVD

ବଲିଉଡର ଅଭିନେତା ସଞ୍ଜୟ ଦତ୍ତ ନିଜର ଆଗାମୀ ଫିଲ୍ମ “କେଜିଏଫ-୨” କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମରେ ସେ ଖଳନାୟକ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ୧୬ ଜୁଲାଇ ୨୦୨୧ରେ ରିଲିଜ ହୋଇପାରେ ।

ଏହି ଫିଲ୍ମ ସୁ-ଟ ସମୟରେ ସଞ୍ଜୟ କ୍ୟାନ୍ସରରେ ପୀଡିତ ଥିଲେ ମଧ୍ୟ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି । ସେ ଅସୁସ୍ଥ ଥିବା ସମୟରେ ତାଙ୍କ ସ୍ତ୍ରୀ ମାନ୍ୟତା ଦତ୍ତ ତାଙ୍କର ଯତ୍ନ ନେବା ସହ ତାଙ୍କର ସାଥ ଦେଇଥିଲେ । ସୂଚନା ଅନୁସାରେ ସଞ୍ଜୟ ଓ ମାନ୍ୟତାଙ୍କର ସମ୍ପର୍କ ବହୁତ ଗଭୀର ଅଟେ । ଯେବେ ସଞ୍ଜୟଙ୍କ ଜୀବନରେ ଦୁଖ ଆସିଥାଏ ତେବେ ମାନ୍ୟତା ତାଙ୍କ ସହ ଛିଡା ହୋଇଥାନ୍ତି । ମାନ୍ୟତା ସଞ୍ଜୟଙ୍କର ତୃତୀୟ ସ୍ତ୍ରୀ ଅଟନ୍ତି । 

ଦୁହେଁ ୨୦୦୮ରେ ମ୍ୟାରେଜ କରିଥିଲେ । ଦୁହିଙ୍କର ସାହାରାନ ଓ ଇକାରା ନାମକ ପିଲା ଅଛନ୍ତି । ସଞ୍ଜୟଙ୍କର ୧୯୮୭ରେ ରୀଚା ଶର୍ମାଙ୍କ ସହ ପ୍ରଥମେ ମ୍ୟାରେଜ କରିଥିଲେ । କିନ୍ତୁ ବ୍ରେନ ଟ୍ଯୁମର ଯୋଗୁ ୧୯୯୬ରେ ରୀଚାଙ୍କର ମୃ-ତ୍ୟୁ ହୋଇଥିଲା । ସଞ୍ଜୟ ଇ ରୀଚାଙ୍କର ତୃଶାଳା ନାଁରେ ଝିଅ ଅଛି ଯିଏ ତାଙ୍କ ନାନା ନାନୀ ପାଖରେ ରୁହେ ।

ସଞ୍ଜୟ ଦିତୀୟ ମ୍ୟାରେଜ ରିୟା ପିଲାଲଙ୍କ ସହ କରିଥିଲେ ମଧ୍ୟ ଦୁହେଁ ଅଲଗା ହୋଇ ଯାଇଥିଲେ । ସବୁ ସ୍ତ୍ରୀ ମାନଙ୍କ ଠାରୁ ମାନ୍ୟତାଙ୍କ ସହ ସଞ୍ଜୟଙ୍କର ଭଲ ବଣ୍ଡିଙ୍ଗ ରହିଛି । ମାନ୍ୟତାଙ୍କର ଅସଲି ନାଁ ହେଉଛି ଦିଲନବାଜ ଶେଖ । ମାନ୍ୟତା ୧୯୭୯ ଜୁଲାଇ ୧୮ରେ ମୁମ୍ବାଇରେ ମୁସଲିମ ପରିବରେ ଜନ୍ମ ହୋଇଥିଲେ ।

ପିଲାଦିନୁ ତାଙ୍କର ଅଭିନୟ ପ୍ରତି ରୁଚି ରହିଥିବାରୁ ସେ ମୁମ୍ବାଇ ଆସିଥିଲେ । ହିନ୍ଦୀ ଫିଲ୍ମରେ ଆସିବା ପରେ ସେ ତାଙ୍କ ନାଁ ବଦଳାଇ ସାରା ଖାନ ରଖିଥିଲେ । ୨୦୦୩ରେ ମାନ୍ୟତା ପ୍ରକାଶ ଝା ଙ୍କର ଫିଲ୍ମ “ଗଙ୍ଗାଜଳ”ରେ କାମ କରିବାର ସୁଯୋଗ ପାଇଥିଲେ । ଏହି ଫିଲ୍ମରେ ସେ ଅଭିନେତ୍ରୀ ଭାବେ ନୁହେ ବରଂ ଆଇଟମ ସଙ୍ଗରେ କାମ କରିଥିଲେ । ଏହି ଗୀତ ପରେ ସେ ବହୁତ ପପୁଲାର ହୋଇ ଯାଇଥିଲେ ।

ମାନ୍ୟତା ବଲିଉଡରେ ଟପ ଅଭିନେତ୍ରୀ ହେବାକୁ ଚାହୁଥିଲେ କିନ୍ତୁ ଆଇଟମ ଗୀତ ପରେ ତାଙ୍କୁ ବି- ଗ୍ରେ-ଡ ଫିଲ୍ମରେ ଅଫର ଆସିବାକୁ ଲାଗିଲା । ଏହା ପରେ ୨୦୦୫ରେ ସେ ଛୋଟ “ଫିଲ୍ମ ଲଭ ଲାଇଫ ଅସ” ରେ ସାଇନ କରିଥିଲେ । ଏହି ଫିଲ୍ମରେ ଜଣେ ବନ୍ଧୁଙ୍କ ମାଧ୍ୟମରେ ତାଙ୍କର ଭେଟ ସଞ୍ଜୟଙ୍କ ସହ ହୋଇଥିଲା । ଏହା ପରେ ଦୁହିଙ୍କର ମଧ୍ୟରେ ପ୍ରେମ ଗଢି ଉଠିଲା ଓ ଦୁହେଁ ମ୍ୟାରେଜ କରିଥିଲେ । ଏହା ପରେ ସେ ସାରା ଖାନରୁ ମାନ୍ୟତା ହୋଇଗଲେ । ସଞ୍ଜୟଙ୍କ ସହ ଭେଟ ହେବା ପରେ ସେ ଫିଲ୍ମ କରିବାକୁ ଇଛା କରିଲେ ନାହି ।

ସେ ବି-ଗ୍ରେ-ଡ ଫିଲ୍ମରେ କାମ କରିଥିବାରୁ ବହୁତ ଅନୁତାପ କରିଥିଲେ । ସଞ୍ଜୟ ନିଜ ସ୍ତ୍ରୀ ମାନ୍ୟତାଙ୍କୁ ବି-ଗ୍ରଡ ଫିଲ୍ମ “ଲଭ ଲାଇଫ ଅ”ସ ର ଲେଖକଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଦେଇ କିଣିଥିଲେ । ସଞ୍ଜୟ ମାନ୍ୟତାଙ୍କୁ ଏତେ ଭଲ ପାଉଥିଲେ ଯେ ଏହି ଫିଲ୍ମର ସବୁ ସିଡି ଓ ଡିଭିଡି ମାର୍କେଟରୁ ହଟାଇବା ପାଇଁ ଜୋର ଲଗାଇ ଦେଇଥିଲେ । ବର୍ତ୍ତମାନ ଦୁହେଁ ନିଜ ମ୍ୟାରେଜ ଲାଇଫରେ ବେଶ ଖୁସିରେ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।