ନାବାଳକ ଚା’ ଦୋକାନୀଙ୍କୁ ଗୋ-ଇ-ଠା ମା-ରି-ବା ପଡିଗଲା ମହଙ୍ଗା, ସସପେଣ୍ଡ ହେଲେ ପୋ-ଲି-ସ କର୍ମଚାରୀ, ପଢନ୍ତୁ ସଂପୂର୍ଣ୍ଣ ଘଟଣା

ନମସ୍କାର ବନ୍ଧୁଗଣ । ଦୁଇ ଦିନ ତଳେ ଜଣେ ଚାହା ଦୋକାନ କରିଥିବା ନାବାଳକଙ୍କୁ ବିନା କା-ର-ଣରେ ପୋ-ଲି-ସ ମା-ଡ ମା-ରି-ଥି-ବା-ରୁ ସେହି ପୋଲିସ କର୍ମଚାରୀଙ୍କୁ ମହଙ୍ଗା ପଡିଛି । ଏହି ଘ-ଟ-ଣା-ଟି ବରଗଡ ଥା-ନା ପି-ସି-ଆ-ର ସହିଦନଗରକୁ ଯାଇଥିବା ପୋ-ଲି-ସ ଅଫିସର ଏ କେ ବିଶ୍ଵାଳଙ୍କ ବି-ରୁ-ଦ୍ଧରେ କ-ଠୋ-ର କା-ର୍ଯ୍ୟା-ନୁଷ୍ଠାନ ଗ୍ରହଣ କରା ଯାଇଛି ।

ପୋ-ଲି-ସ ଅଫିସର ଏ କେ ବିଶ୍ଵାଳ କେସୁରା ଚାହା ଦୋକାନୀଙ୍କୁ ଦିନ ୧ ଟା ପରେ ଦୋକାନ ଖୋଲିଥିବାରୁ ଏହାର କିଛି କାରଣ ନ ପଚାରି ପ୍ରଥମେ ଯୁବକଙ୍କୁ ମା-ଡ ମା-ରି-ଥି-ଲେ . ଯୁବକଙ୍କୁ ଗୋ-ଇ-ଠା ଲା-ତ ମା-ରି ପୋ-ଲି-ସ ଜଣକ ଅତି କ-ଠୋ-ର ଭାବେ ମା-ଡ ମା-ରି-ବା ଆରମ୍ଭ କରିଥିଲେ । ଏହା ସହ ସେହି ପୋ-ଲି-ସ ଜଣକ ଦୋକାନରୁ କିଛି ଜିନିଷ ମଧ୍ୟ ନେଇ ଯାଇଥିଲେ ବୋଲି ନାବାଳକ ଜଣକ ଅ-ଭି-ଯୋ-ଗ କରିଥିଲେ ।

ଏହି ଘ-ଟ-ଣା-କୁ ନେଇ ତ-ଦ-ନ୍ତ କରା ଯାଉଛି ବୋଲି ଭୁବନେଶ୍ବର ଡିସିପି ଉମାଶଙ୍କର ସୂଚନା ଦେଇଛନ୍ତି । ଏହା ବ୍ଯତୀତ ସେହି ପୋ-ଲି-ସ କର୍ମଚାରୀଙ୍କୁ ସ-ସ-ପେ-ଣ୍ଡ କରା ଯାଇଛି ।ଏହା ସହ ତାଙ୍କ ସହ ଡିୟୁଟିରେ ଥିବା ଅନ୍ୟ କର୍ମଚାରୀ ମାନଙ୍କ ବି-ରୁ-ଦ୍ଧ-ରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିଛି ବୋଲି ଡିସିପି ସୂଚନା ଦେଇଛନ୍ତି ।

ଏହି ଘ-ଟ-ଣା-ରୁ ସ୍ପଷ୍ଟ ହେଉଛି ଯେ ଯିଏ ଆଇନର ରକ୍ଷା କରିବା କଥା ସେ ନିଜେ ଆଇନକୁ ନିଜ ହାତକୁ ନେଇଛି । ପୋ-ଲି-ସ ଅଫିସର ଏ କେ ବିଶ୍ଵାଳ ନିଜର କର୍ତ୍ତବ୍ୟ ନ କରି ଦାଦାଗିରି ଦେଖାଇ ଜଣେ ନାବାଳକଙ୍କୁ ମା-ଡ ମା-ରି-ବା ଏକ ନି-ନ୍ଦ-ନୀ-ୟ କଥା ଅଟେ । ଏହା ଆମ ଓଡିଶା ପୋ-ଲି-ସ ପାଇଁ ମଧ୍ୟ ଅତି ଲ-ଜ୍ୟା-ଜନକ ଘ-ଟ-ଣା ଅଟେ ।

ଯଦି ଜଣେ ବ୍ୟବସାୟୀ ଯିଏ ନିଜର ଜୀବିକା ନିର୍ବାହ କରିବା ପାଇଁ ଲକ ଡାଉନ ସମୟର ଅବମାନନା କରିଥିଲା ତେବେ ତା ଠାରୁ ଫାଇନ ନିଆଯାଇ ପାରିଥାନ୍ତା । କିନ୍ତୁ ଏହି ଘ-ଟ-ଣା-ରେ ପୋ-ଲି-ସ ଅ-ଫି-ସ-ର ଜଣକ ତାହା ନ କରି ନାବାଳକଙ୍କୁ ମା-ଡ ମା-ରି ତାଙ୍କ ଦୋକାନରୁ ଜିନିଷ ମଧ୍ୟ ନେବା ସହ ତାଙ୍କୁ ଗାଡିରେ ବସାଇ କିଛି ଦୂରକୁ ନେଇ ଯାଇଥିଲେ । ନାବାଳକ ପୋ-ଲି-ସ ମା-ଡ ମା-ରି-ବା-ରୁ ଏହାର ବି-ରୋ-ଦ୍ଧ କରିଥିଲେ ମଧ୍ୟ ଅଫିସର ଏ କେ ବିଶ୍ଵାଳ କିଛି ନ ଶୁଣି ତାଙ୍କୁ ନି-ର୍ମ-ମ ଭାବେ ମା-ରି-ଥି-ଲେ ।

ତେଣୁ ଡିସିପି ଆଗକୁ ଯେପରି ଏହି ଘ-ଟ-ଣା ପୂର୍ଣବାର ନ ଘଟେ ସେଥିପାଇଁ ପୁରା ପୋ-ଲି-ସ ଡିପାର୍ଟମେଣ୍ଟକୁ ତାଗିଦ କରିଛନ୍ତି । ଶେଷରେ କେବଳ ଏତିକି କୁହା ଯାଇପାରେ ଯେ ଯେଉଁଠି ପୋ-ଲି-ସ କର୍ମଚାରୀ ମାନେ କୋରୋନା ସମୟରେ ନିଜ ପରିବାରକୁ ଭୁଲି ନିଜର କର୍ତ୍ତବ୍ୟ ନିଷ୍ଠାର ସହ କରୁଛନ୍ତି ଅନ୍ୟ କ୍ଷେତ୍ରରେ କିଛି ପୋ-ଲି-ସ ମାନଙ୍କ ପାଇଁ ଖ-ରା-ପ ଆ-ଚ-ର-ଣ ଯୋଗୁ ପୁରା ପୋ-ଲି-ସ ଡିପାର୍ଟମେଣ୍ଟକୁ ନି-ନ୍ଦା ଓ ଅ-ପ-ମା-ନ ହେବାକୁ ପଡୁଛି ।

ବନ୍ଧୁଗଣ ଏହି ଘ-ଟ-ଣା-କୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ କରି ଜଣାଇବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ