୯ ମାସ ଗର୍ଭରେ ରଖିଥିଲେ ବୋଲି କହି ଟ୍ୱିଂକଲ ଖନ୍ନା କରିଲେ ପୁଅ ଆରବକୁ ବ୍ଲାକମେଲ, କହିଲେ – ଏହିଭଳି ଭାବରେ ସୁଝାଅ ରୁଣ

ରାଜେଶ ଖନ୍ନା ଏବଂ ଡିଂପଲ କପାଡିୟାଙ୍କର ଝିଅ ଟ୍ୱିଂକଲ ଖନ୍ନା ଅକ୍ଷୟ କୁମାରଙ୍କ ସହିତ ବିବାହ ପରେ ବଲୀଉଡରୁ ଦୂରେଇ ଯାଇଛନ୍ତି । ଅଭିନେତ୍ରୀ ଟ୍ୱିଂକଲ ଖନ୍ନା ସବୁବେଳେ ନିଜର ଟଫ ନେଚର ପାଇଁ ଚର୍ଚାରେ ରହିଥାନ୍ତି । କିନ୍ତୁ ଏଥର ସେ ଏମିତି କିଛି କହି ଦେଇଛନ୍ତି ଯାହାକୁ ଗୋଟିଏ ମା ନିଜର ପିଲାଙ୍କୁ କେବେ ବି କହି ପାରିବେ ନାହିଁ । ଟ୍ୱିଂକଲ ଖନ୍ନା ବର୍ତ୍ତମାନ ଏକ ଫଟୋ ଶେୟାର କରିଛନ୍ତି ଏବଂ ତଳେ ଲେଖିଥିବା କୈପ୍ଶନକୁ ନେଇ ପୁଣି ଥରେ ସେ ଚର୍ଚାରେ ଆସି ଯାଇଛନ୍ତି ।

ବର୍ତ୍ତମାନ ହିଁ ଟ୍ୱିଂକଲ ଖନ୍ନା ନିଜର ଏକ ଏକ ଫଟୋ ଶେୟାର କରି ତଳେ ଲେଖିଛନ୍ତି କି ତାଙ୍କୁ ୯ ମାସ ଗର୍ଭରେ ରଖିଥିବା ଯୋଗୁ ତାହାର ରୁଣ ସୁଝାଇବାର କଥା କହିଛନ୍ତି ।

ଟ୍ୱିଂକଲ ଖନ୍ନା ଖୋଲିଲେ ‘ମଦର କାର୍ଡ’

କହିଦେଉଛୁ ଯେ ଟ୍ୱିଂକଲ ବେକେସନର ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ସେ ଏକ ହଳଦିଆ ରଙ୍ଗର ଏକ ଶର୍ଟ ଡ୍ରେସ ପିନ୍ଧିଛନ୍ତି । ତାଙ୍କର ଏହି ଫଟୋକୁ ଆରବ ଉଠାଇଛନ୍ତି । ଫଟୋ ତଳେ ଟ୍ୱିଂକଲ ଲେଖିଛନ୍ତି କି,”ଆରବକୁ ଫଟୋ ଉଠାଇବା ପାଇଁ ରାଜି କରାଇବା ଏକ କଳା ଅଟେ । ତାକୁ ମନେ ପକାଉଥାଏ କି ମୁଁ ତାକୁ ୯ ମାସ ପର୍ଯ୍ୟନ୍ତ ନିଜର ଗର୍ଭରେ ରଖିଥିଲି ଏବଂ ସେ ମୋର ଫଟୋ ଉଠାଇ ଏହି ଋଣର ଏକ ଛୋଟ ଅଂସକୁ ପୂରା କରୁଅଛି ।“

କିଛି ହିଁ ଫିଲ୍ମରେ କରିଛନ୍ତି କାମ

ଟ୍ୱିଂକଲ ନିଜର ଫିଲ୍ମ କ୍ୟାରିୟର ୧୯୯୫ ମସିହାରେ ଫିଲ୍ମ ‘ବରସାତ’ରୁ ଆରମ୍ଭ କରିଥିଲେ । ଏହା ପରେ ବି ସେ କିଛି ଫିଲ୍ମରେ ହିଁ ନଜର ଆସିଥିଲେ । ଏହା ପରେ ସେ ଅକ୍ଷୟ କୁମାରଙ୍କ ସହ ବାହା ହେବା ପରେ ସେ ନିଜର ପୁରା ଧ୍ୟାନ ପରିବାର ଏବଂ ପିଲାମାନଙ୍କ ଉପରେ ଦେଲେ । ଫିଲ୍ମରୁ ଦୂରେଇ ଯିବା ପରେ ଟ୍ୱିଂକଲ ଇଂଟୀରିୟର ଡିଜାଇନିଂଗର ଫୀଲ୍ଡରେ ଆସିଥିଲେ । କହି ଦେଉଛୁ ଯେ ଟ୍ୱିଂକଲଙ୍କର ଏକ ପ୍ରୋଡକ୍ଶନ ହାଉସ ବି ଅଛି । ଏହା ଛଡା ସେ ଏକ ଭଲ ଲେଖିକା ବି ଅଟନ୍ତି ।

ବିବାହ ପାଇଁ ରଖିଥିଲେ ଏହି ଶର୍ତ

ଅକ୍ଷୟ କୁମାରଙ୍କୁ ଟ୍ୱିଂକଲ ଖନ୍ନାଙ୍କ ସହିତ ବିବାହ କରିବା ପାଇଁ ବହୁତ ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥିଲା । ଟ୍ୱିଂକଲଙ୍କ ସହିତ ବିବାହ କରିବା ପାଇଁ ଅକ୍ଷୟଙ୍କୁ ବହୁତ ଚେଷ୍ଟା କରିବାକୁ ପଡିଥିଲା । ଯେତେବେଳେ ଅକ୍ଷୟ ଟ୍ୱିଂକଲଙ୍କୁ ବାହାଘର ପାଇଁ ପ୍ରୋପଜ କରିଲେ ସେତେବେଳେ ତାଙ୍କର ଫିଲ୍ମ ‘ମେଳା’ ରିଲିଜ ହେବାର ଥିଲା । ଟ୍ୱିଂକଲଙ୍କୁ ବିଶ୍ଵାସ ଥିଲା କି ଫିଲ୍ମଟି ହିଟ ହେବ ।

ସେଥିପାଇଁ ସେ ଅକ୍ଷୟଙ୍କ ସାମନାରେ ଏହି ଶର୍ତ ରଖିଲେ କି ଯଦି ଫିଲ୍ମ ଫ୍ଲପ ହୁଏ ତେବେ ସେ ଅକ୍ଷୟଙ୍କ ସହ ବିବାହ କରିବେ କିନ୍ତୁ ଯଦି ଫିଲ୍ମ ହିଟ ହୁଏ ତେବେ ତାଙ୍କୁ ବିବାହ ପାଇଁ ଅପେକ୍ଷା କରିବାକୁ ପଡିବ । ଫିଲ୍ମ ରିଲିଜ ହେଲା ଏବଂ ସୁପର ଫ୍ଲପ ପ୍ରାମାଣିତ ହେଲା । ଏବଂ ଶର୍ତ ଅନୁସାରେ ଟ୍ୱିଂକଲଙ୍କୁ ଅକ୍ଷୟ କୁମାରଙ୍କ ସହ ବିବାହ କରିବାକୁ ପଡିଥିଲା । ଯଦି ପୋଷ୍ଟଟି ଭଲ ଲାଗିଥାଏ ତେବେ ସେଆର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବେ ।