ଏହି ସୁନ୍ଦରୀ Model ଙ୍କ ଦ୍ଵାରା ଏ କଣ ହେଇଗଲା ! ଏବେ ସମସ୍ତଙ୍କୁ ମାଗିବାକୁ ପଡିଲା କ୍ଷମା

ବିଗବସରେ ପ୍ରତିଯୋଗୀ ରୂପରେ ନଜର ଆସୁଥିବା ୟୁବିକା ଚୌଧରୀ ହରିୟାନା ପୋଲିସ ସୋ-ସି-ଆ-ଲ ମି-ଡି-ଆ ପ୍ଲାଟଫର୍ମରେ ଅ-ନୁ-ସୂ-ଚି-ତ ଜାତି ବି-ରୁ-ଦ୍ଧ-ରେ କଥିତ ରୂପରେ ଆ-ପ-ତ୍ତି ଜନକ ଟିପ୍ପଣୀ ମାମଲାରେ ସୋମବାର ଅର୍ଥାତ ୧୮ ଅକ୍ଟୋବର ଦିନ ଗି-ର-ଫ କରିଛି । ସେ ନିଜ ସ୍ଵାମୀ ପ୍ରିନ୍ସ ନାରୁଳାଙ୍କ ସହ ପୋଲିସ ଥା-ନା ପହଞ୍ଚି ଥିଲେ । ଯେଉଁଠି ସେ ସ-ରେ-ଣ୍ଡ-ର କରିଥିଲେ । ସ-ରେ-ଣ୍ଡ-ର ସମୟରେ ସେ ନିଜର ସ୍ଵାମୀଙ୍କ ହାତ ଧରିଥିବାର ନଜର ଆସିଲେ । ଏହି ସମୟରେ ପ୍ରିନ୍ସ ନାରୁଳା ଓ ସେ ମୁହଁରେ ମାସ୍କ ପିନ୍ଧି ଥିଲେ ।

ଏତିକି ନୁହେଁ ତାଙ୍କ ସହିତ ୧୦ ଟି ବାଉନ୍ସର ବି ସେହି ସ୍ଥାନରେ ପହଞ୍ଚି ଥିଲେ । ଏହି ବାଉନ୍ସର ତାଙ୍କର ସୁରକ୍ଷା ପାଇଁ ତାଙ୍କ ଘରୁ ପୋଲିସ ଷ୍ଟେସନ ପର୍ଯ୍ୟନ୍ତ ଯାଇ ଥିଲେ । ପୋଲିସ ଷ୍ଟେସନରେ ପହଞ୍ଚିବା ପରେ ହରିୟାନା ପୋଲିସ ସଙ୍ଗେ ସଙ୍ଗେ ୟୁବିକା ଚୌଧରୀକୁ ଗି-ର-ଫ କରିଲେ ଓ ପାଖାପାଖି ୩ ଘଣ୍ଟା ପର୍ଯ୍ୟନ୍ତ ଜେ-ରା ବି କରିଲେ । ତାଙ୍କୁ ଜ-ମା-ନ-ତ ଦିଆଗଲା । ପଞ୍ଜାବ ଓ ହରିୟାନା ହା-ଇ-କୋ-ର୍ଟ ତାଙ୍କୁ ଜ-ମ-ନା-ତ ଦେଇଛି ।

ୟୁବିକା ଚୌଧରୀର ଓକିଲ ଅଶୋକ ମି-ଡି-ଆ-କୁ କହିଲେ କି ୟୁବିକା ଚୌଧରୀଙ୍କ ଉପରେ ହା-ଇ-କୋ-ର୍ଟ ଦ୍ଵାରା ଦିଆଯାଇ ଥିବା ଦିଶା ନିର୍ଦେଶ ଅନୁସାରେ ଯା-ଞ୍ଚ ଆରମ୍ଭ ହୋଇ ଯାଇଛି । ଅ-ନୁ-ସୂ-ଚି-ତ ଜା-ତି ବି-ରୁ-ଦ୍ଧ-ରେ କଥିତ ରୂପରେ ଆପତ୍ତି ଜନକ ଟିପ୍ପଣୀ ମାମଲାରେ ସେ ବର୍ତ୍ତମାନ ସମୟରେ ଜମାନତରେ ଅଛନ୍ତି । କହିଦେଉଛୁ କି ୟୁବିକା ଚୌଧରୀ ୫ ମାସ ପୂର୍ବେ ଏକ ବ୍ଳଗରେ ଜା-ତି ସୂ-ଚ-କ ଶ-ବ୍ଦ-ର ବ୍ୟବହାର କରିଥିଲେ ।

ସୋ-ସି-ଆ-ଲ ମି-ଡି-ଆ-ରେ ତାଙ୍କୁ ନେଇ ଚର୍ଚା ଆରମ୍ଭ ହୋଇଗଲା । ସେ ଲୋକମାନଙ୍କୁ କ୍ଷମା ବି ମାଗିଲେ ଓ ବୟାନ ବି ଜାରି କରିଲେ । କିନ୍ତୁ ଦଳିତ କାର୍ଯ୍ୟକର୍ତ୍ତା ମେ ମାସରେ ତାଙ୍କ ବି-ରୁ-ଦ୍ଧ-ରେ SCST ଆକ୍ଟ ଅନୁସାରେ ହରିୟାନାର ଏକ ପୋଲିସ ଷ୍ଟେ-ସ-ନ ଅ-ଭି-ଯୋ-ଗ କରିଥିଲେ । ୟୁବିକା ଚୌଧରୀ ନିଜ ସ୍ଵାମୀ ପ୍ରିନ୍ସ ନାରୁଳାଙ୍କ ସହ ଭିଡିଓ ସୁ-ଟ କରିଥିଲେ ଯେଉଁଥିରେ ସେ ମେକଅପ କରୁଥିଲେ ସେ ଏଥିପାଇଁ କରିଥିଲେ କି ସେ କେତେ ଖରାପ ଲାଗୁଛନ୍ତି ।

ଏଥିରେ ୟୁବିକା ଚୌଧରୀ ଏକ ଜା-ତି-ବା-ଦୀ ଗା-ଳି-ର ବ୍ୟବହାର କରିଥିଲେ । ଯାହାକି ସୋ-ସି-ଆ-ଲ ମି-ଡି-ଆ ୟୁ-ଜ-ରମାନଙ୍କୁ ପସନ୍ଦ ଆସିଲା ନାହିଁ । ଭିଡିଓ ଭା-ଇ-ରା-ଲ ହେବା ପରେ ୟୁବିକା ଚୌଧରୀକୁ ଆ-ରେ-ଷ୍ଟ କରାଯାଉ ବୋଲି ସୋ-ସି-ଆ-ଲ ମି-ଡି-ଆ ୟୁ-ଜ-ର-ମାନେ କହିବାକୁ ଲାଗିଲେ । ସମସ୍ତେ ୟୁବିକା ଚୌଧରୀକୁ ଗି-ର-ଫ କରିବା ପାଇଁ କହିଲେ ।

ଏହା ପରେ ସୋ-ସି-ଆ-ଲ ମି-ଡି-ଆ-ରେ ୟୁବିକା ଚୌଧରୀ ନିଜର ଫ୍ୟାନମାନଙ୍କୁ କ୍ଷମା ମାଗିଲେ ଓ ସେ କହିଲେ କି ତାଙ୍କୁ ଏହି ଶବ୍ଦର ଅର୍ଥ ଜଣା ନ ଥିଲା, ସେଥିପାଇଁ ଏହି ଶବ୍ଦର ବ୍ୟବହାର କରିଛନ୍ତି । ସେ ଲେଖିଲେ କି ସେ କାହାର ଭା-ବ-ନା-କୁ ଆ-ଘା-ତ କରିବାକୁ ଚାହୁଁ ନାହାନ୍ତି । ତାଙ୍କୁ ଆଶା ଅଛି ତାଙ୍କର ଫ୍ୟାନମାନେ ତାଙ୍କର ଏହି ଭାବନାକୁ ବୁଝିବେ ।