Deepika Padukone ଙ୍କ 6 ବୟଫ୍ରେନ୍ଡ, ଦେଖିବାକୁ ବହୁତ ହ୍ୟାଣ୍ଡସମ

ପ୍ରେମ କାହାକୁ କେତେବେଳେ ହୋଇଯିବ ଏହା କାହାକୁ ବି ଜଣା ପଡେ ନାହିଁ । ସମସ୍ତେ ପ୍ରେମ କରିବାକୁ ଚାହାନ୍ତି । ଯଦି ବଲୀଉଡର ଷ୍ଟାରମାନଙ୍କ ବିଷୟରେ କହିବା ତେବେ ଏମାନେ ପ୍ରେମ ମାମଲାରେ ବହୁତ ଆଗରେ ଅଛନ୍ତି । ଆଜି ଆମେ ଆପଣଙ୍କୁ ବଲୀଉଡର ଏମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହାର ଗୋଟିଏ କିମ୍ବା ଦୁଇଟି ନୁହେଁ ପୁରା ୬ ଜଣ ବୟଫ୍ରେନ୍ଡ ରହିସାରିଛନ୍ତି । ସେହି ଅଭିନେତ୍ରୀଙ୍କ ନାମ ହେଉଛି ଦୀପିକା ପାଦୁକୋଣ ।

ନୀହାର ପାଣ୍ଡ୍ୟା

ମିଡିଆ ରିପୋର୍ଟ ଅନୁସାରେ ମଡେଲିଙ୍ଗ ଦିନରେ ନୀହାର ପାଣ୍ଡ୍ୟା ଦୀପିକା ପାଦୁକୋଣଙ୍କ ବୟଫ୍ରେନ୍ଡ ଥିଲେ । ୨୦୦୫ରେ ଦୁଇ ଜଣଙ୍କର ସାକ୍ଷାତ ଗୋଟିଏ ଅଭିନୟ ସ୍କୁଲରେ ହୋଇଥିଲା ।

ଏହା ପରେ ଦୁଇ ଜଣଙ୍କର ବନ୍ଧୁତା ବହୁତ ଜଲ୍ଦି ପ୍ରେମରେ ବଦଳିଗଲା । କିନ୍ତୁ ୩ ବର୍ଷ ପର୍ଯ୍ୟନ୍ତ ରିଲେସନରେ ରହିବା ପରେ ଦୁଇ ଜଣ ପରସ୍ପର ଠାରୁ ଅଲଗା ହୋଇଗଲେ । ଆପଣଙ୍କୁ କହିଦେଛୁ କି ଦୀପିକା ପାଦୁକୋଣ ନିଜର କ୍ୟାରିୟରର ଆରମ୍ଭ ଦିନ ଗୁଡିକରେ ନୀହାର ପାଣ୍ଡ୍ୟାଙ୍କ ଘରେ ରହୁଥିଲେ ।

ରଣବୀର କପୁର

ରଣବୀର କପୁର ଓ ଦୀପିକା ପାଦୁକୋଣଙ୍କର ଲଭ ଅଫେୟାର ବିଷୟରେ ସମସ୍ତେ ଜାଣିଛନ୍ତି । ଦୁଇ ଜଣ ପରସ୍ପରକୁ ବହୁତ ଭଲ ପାଉଥିଲେ । ପାଖାପାଖି ୩ ବର୍ଷ ରିଲେସନରେ ରହିବା ପରେ ବହୁତ ଅଦ୍ଭୁତ ଅନ୍ଦାଜରେ ଏହି ସମ୍ପର୍କ ଭାଙ୍ଗି ଗଲା । କିନ୍ତୁ ବର୍ତ୍ତମାନ ସମୟରେ ଦୁଇ ଜଣ ଭଲ ବନ୍ଧୁ ଅଟନ୍ତି ।

ସିଦ୍ଧାର୍ଥ ମାଲ୍ୟା

ସିଦ୍ଧାର୍ଥ ମାଲ୍ୟା ଓ ଦୀପିକା ପାଦୁକୋଣଙ୍କ ବିଷୟରେ ବି ସମସ୍ତେ ଜାଣିଛନ୍ତି । ଦୁଇ ଜଣ ବହୁତ ସମୟ ପର୍ଯ୍ୟନ୍ତ ରିଲେସନରେ ରହିଥିଲେ । କିନ୍ତୁ କିଛି ଦିନ ପରେ ଦୁଇ ଜଣ ଅଲଗା ହୋଇଗଲେ ।

ଉପେନ ପଟେଲ

ଉପେନ ପଟେଲ ଯେତେବେଳେ ଦୀପିକା ପାଦୁକୋଣଙ୍କ ସହ ନୂଆ ନୂଆ ସମ୍ପର୍କରେ ଆସିଲେ ତେବେ ସେ ବି ଦୀପିକା ପାଦୁକୋଣଙ୍କୁ ନିଜର ହୃଦୟ ଦେଇ ବସିଲେ । କିଛି ଦିନ ପର୍ଯ୍ୟନ୍ତ ଏମାନେ ପ୍ରେମର ଭରପୁର ମଜା ଉଠାଇଲେ । କିନ୍ତୁ ଦୀପିକା ପାଦୁକୋଣଙ୍କ ସବୁ ଲଭ ଷ୍ଟୋରି ଭଳି ଏହି ଲଭଷ୍ଟୋରି ବି ଅଧା ରହିଗଲା ।

ୟୁବରାଜ ସିଂହ

କ୍ରିକେଟ ଓ ବଲୀଉଡର ସମ୍ପର୍କ ବହୁତ ପୁରୁଣା ଅଟେ । ଏମିତିରେ ସମସ୍ତେ ଜାଣିଛନ୍ତି ୟୁବରାଜ ସିଂହ ଓ ଦୀପିକା ପାଦୁକୋଣ ପରସ୍ପରକୁ ଗୋଟିଏ ସମୟରେ ଡେଟ କରୁଥିଲେ ।

ରଣବୀର ସିଂହ

ରଣବୀର ସିଂହ ଓ ଦୀପିକା ବହୁତ ଫିଲ୍ମରେ ଏକାଠି କାମ କରିଛନ୍ତି । ରଣବୀର ସିଂହଙ୍କ ଅନୁସାରେ ସେ ଦୀପିକା ପାଦୁକୋଣଙ୍କୁ ପ୍ରଥମ ନଜରରେ ହିଁ ଭଲ ପାଇ ବସିଥିଲେ । ଦୁଇ ଜଣ ପ୍ରଥମେ ରାମଲିଳାରେ ନଜର ଆସିଲେ । ଏହା ପରେ ଖବର ଆସିଲା କି ଦୁଇ ଜଣ ପରସ୍ପରକୁ ଡେଟ କରୁଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଦୁଇ ଜଣ ଏକ ଭଲ ଦମ୍ପତ୍ତି ଅଟନ୍ତି ଓ ସେମାନେ ନିଜ ଜୀବନରେ ବହୁତ ଖୁସିରେ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।