ରମନ ଭଲ୍ଲା (Karan Patel) ଙ୍କ ରିଅଲ ଲାଇଫ ସ୍ତ୍ରୀ ଈଶିତାଙ୍କ ଠାରୁ ମଧ୍ୟ ଅଧିକ ସୁନ୍ଦର ଓ ଷ୍ଟାଇଲିସ, ବିଶ୍ଵାସ ହେଇନଥିଲେ ଦେଖନ୍ତୁ ଫଟୋ

ବଲିଉଡ କିମ୍ବା ଟିଭି ଇଣ୍ଡଷ୍ଟିରେ ଅନେକ ଅଭିନେତା ଅଛନ୍ତି । ମାତ୍ର ଆମେ ଆପଣଙ୍କୁ ଆଜି କହିବାକୂ ଯାଉଛୁ “ୟେ ହେ ମହୋବତେ ” ସିରିୟଲ ର ମୁଖ୍ୟ ଚରିତ୍ରରେ ଥିବା ଅଭିନେତା ଙ୍କ ବିଷୟରେ । ଈଶିତା ଙ୍କ ସ୍ଵାମୀ ଚରିତ୍ରରେ ଅଭିନୟ କରିଥିବା ଏହି ଅଭିନେତା ଜଣକ ଅନେକ କ୍ଷେତ୍ରରେ ନିଜର ନାମ କମେଇ ସାରି ଛନ୍ତି । ତେବେ ସିରିୟଲ ରେ ଏହାଙ୍କ ନାମ ରମଣ ହୋଇ ଥିବା ବେଳେ । ତାଙ୍କର ପ୍ରକୃତ ନାମ  କରଣ ପଟେଲ । କରଣ ଜଣେ ଲୋକ ପ୍ରିୟ ଓ ବହୁ ଚର୍ଚ୍ଚିତ ଆକ୍ଟର , ହୋଷ୍ଟ ଏବଂ ଡ୍ୟାନସର ମଧ୍ୟ । ସେ ଅନେକ ସିରିୟଲ ରେ କାମ କରିଛନ୍ତି ଓ ନିଜ ନା ରେ ଅଧିକ ଅଧିକ ଆୱାର୍ଡ କରି ସାରିଛନ୍ତି ।

ଆମେ ଆଜି ଆପଣଙ୍କୁ ଏହି ଲୋକ ପ୍ରିୟ ଅଭିନେତା ଙ୍କ ଜୀବନ ବିଷୟରେ କହିବାକୁ ଯାଉଛୁ । କରଣ ଙ୍କର ଜନ୍ମ ୨୩ ନଭେମ୍ବର ୧୯୮୩ ରେ କଲିକତାରେ ହୋଇ ଥିଲା । ମାତ୍ର ସେ ଗୁଜୁରାଟି ପରିବାରର ଅଟନ୍ତି । ନିଜର ପଢା ସେ ମୁମ୍ବାଇ ର ଉତ୍ତର ସ୍କୁଲ ସଂଘ ଜୁହୀ ରେ କରିଥିଲେ । ମୁମ୍ବାଇ ର ମିଠି ବାହୀ କଲେଜ ରୁ ନିଜର ଗ୍ରାଜୁଏସନ ସାରିଥିଲେ । କରଣ ଅଭିନୟରେ ନିଜକୁ ଭର୍ତି କରିବାକୁ ଚାହୁଁ ଥିଲେ ତେଣୁ ସେ କିଶୋର ନମୀ କପୂର ଆକଟିଙ୍ଗ ସ୍କୁଲରେ ନିଜର ନାମ ଲେଖାଇ ଥିଲେ ।

ଏହା ପରେ ସେ ଲଣ୍ଡନ ସ୍କୁଲ ଅଫ ଆର୍ଟ ରେ ନିଜର ନାମ ଲେଖାଇ ସେଠାରୁ ପାସ କରିଥିଲେ । ସେ ପ୍ରକ୍ଷାତ କୋରିଓ ଗ୍ରାଫର  ସାମକ ଡାବର ଙ୍କର ଡ୍ୟାନ୍ସ ସ୍କୁଲରୁ ନୃତ୍ୟ ଶିଖି ଥିଲେ । କରଣ ସିରିୟଲ “କାହାନି ଘର ଘର କି “ରେ ନିଜକୁ ବଲିଉଡ କୁ ଆଣିଥିଲେ । ସେ ୨୦୦୦ ମସିହାରେ ଏହି ସିରିୟଲରେ ଅଭିନୟ କରିଥିଲେ ।ଏଥିରେ ସେ ବିଜ୍ଞାନ୍ତ ଙ୍କର ଚରିତ୍ରରେ ଥିଲେ। ଏହା ପରେ ସେ “କସୋଟୀ ଜିନ୍ଦେଗିକି “, “କବ୍ୟାଞ୍ଜଲି” ,” କେସର ” ରେ ମଧ୍ୟ କାମ କରିଥିଲେ ।

“କର୍ମ ଅପ୍ନା “, ” କସ୍ତୁରୀ “,”ତେରି ମେରି ଲଭ ଷ୍ଟୋରି ” ଭଳି ଅନେକ ସିରିୟଲ ରେ କାମ କରିଥିଲେ । କରଣ ଅନେକ ରିୟାଲିଟି ସୋ ରେ ମଧ୍ୟ ଭାଗ ନେଇଥିଲେ । “ନଚବଲିଏ” ରେ ଭାଗ ନେଇଥିଲେ ।  କରଣ ବିଗ ବସ ରେ ୩ ଥର ଯାଇ ସାରି ଛନ୍ତି। ଏହା ପରେ ସେ “ଫିୟର ଫାଇଟର ରେ ମଧ୍ୟ ଭାଗ ନେଇଥିଲେ ” ଓ ଏଥିରେ ସେ ପ୍ରଥମ ହୋଇ ଥିଲେ ।

କରଣ ୨୦୧୩ ରେ ଜନ ଆବ୍ରାହମ ଙ୍କ ଚଳଚିତ୍ରରେ ମଧ୍ୟ କାମ କରିଥିଲେ । କରଣ ଙ୍କର ପତ୍ନୀ ଅଙ୍କିତା ପଟେଲ । ସେ “ସଞ୍ଜିବନୀ ” ଟିଭି ସୋ ରେ ଆଶୀ ଥିଲେ ଏହା ପରେ ସେ ଅନେକ ସୋ ରେ ଦେଖା ଯାଇ ଥିଲେ । ୨୦୧୧ ରେ ସେ ଚଳଚିତ୍ର ଦୁନିଆରେ ରଖିଥିଲେ ।ଏହି ଦୁଇ ଯୋଡି ବିବାହ ପରେ ଅଧିକ ଖୁସିରେ ଅଛନ୍ତି ଓ ଏମାନେ ସିରିୟଲ ଓ ନିଜ ବ୍ୟକ୍ତିଗତ ଜୀବନକୁ ଅଲଗା ରଖିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।