Vastu Tips- ଝିଟିପିଟି ରାତାରାତି ଆପଣଙ୍କୁ କରିପାରେ କୋଟିପତି ! କେବଳ କରନ୍ତୁ ଏହି ଉପାୟ

ଆମ ଜୀବନରେ ଅନେକ ପ୍ରାଣୀ ମାନଙ୍କ ଠାରୁ ବହୁତ ପ୍ରକାରର ଲାଭ ମିଳିଥାଏ । କିଛି ବ୍ୟକ୍ତି ନିଜ ଘରେ ଝିଟିପିଟିକୁ ଦେଖିଲେ ସାଧାରଣ ମାନେ କରିଥାନ୍ତି । ଝିଟିପିଟିକୁ ଏହା ସାମାନ୍ଯ ପ୍ରାଣୀ ବୋଲି ମାନେ କରିଥାନ୍ତି । ପ୍ରତେକ ଜୀବଜନ୍ତୁ ଓ ମଣିଷ ମଧ୍ୟରେ ପ୍ରକୃତିର ଏକ ଅଲଗା ସମ୍ଭଧ ରହିଥାଏ । ଏହି କଥାଟିକୁ ବହୁ କମ ଲୋକ ମାନେ ଜାଣିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଝିଟିପିଟି ମଣିଷ ଜୀବନରେ କେଉଁ ଉପକାର କରିଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଝିଟିପିଟିକୁ ଏକ ଖାସ ଜୀବର ମାନ୍ୟତା ମିଳିଛି ।

ଯଦି ଝିଟିପିଟି ଘରର କାନ୍ଥରେ ବା ଆମ ଶରୀରର କୌଣସି ଅଙ୍ଗରେ ଖସି ପଡିଥାଏ ତେବେ ଏହା ଅତ୍ୟନ୍ତ ଶୁଭ ଲକ୍ଷଣ ବୋଲି ମାନାଯାଏ । ଦୀପାବଳି ଦିନ ଝିଟିପିଟି ଦେଖିବା ଶୁଭ ବୋଲି ମନାଯାଏ । ଏମିତି କିଛି ଉପାୟ ରହିଛି ଯାହା କରିବା ଦ୍ଵାରା ଆପଣଙ୍କ ଘରେ ଧନ ବର୍ଷା ହୋଇ ପାରିବ ।

ଏହି ଉପାୟଟି ସନ୍ଧ୍ୟା ସମୟରେ ଥାକରୁ ପୂଜା କରିବା ବେଳେ କରି ପାରିବେ । ଯଦି ଆପଣ ସନ୍ଧ୍ୟା ସମୟରେ ଝିଟିପିଟିକୁ ନିଜ ଆଖପାଖରେ ଦେଖିଥାନ୍ତି ତେବେ ତା ଉପରେ କିଛି ସିନ୍ଦୁର ଓ ଅରୁଆ ଚାଉଳ ପକାଇ ଦିଅନ୍ତୁ । ନିଜର କୌଣସି ମନସ୍କାମନା ପୂରଣ କରିବା ପାଇଁ ଝିଟିପିଟିକୁ ପୂଜା କରିବା ଉଚିତ । ଯଦି ଆପଣ ଘର ସଫା କରିବା ସମୟରେ ମରିଥିବା ଝିଟିପିଟି ଦେଖନ୍ତି ତେବେ ଏହା ଅଶୁଭ ହୋଇଥାଏ । ଯଦି ଆପଣଙ୍କ ହାତରେ ଭୁଲରେ ଝିଟିପିଟି ମାରି ଯାଉଛି ତେବେ ଏହାକୁ ତୁରନ୍ତ ମାଟିରେ ପୋତି ଦିଅନ୍ତୁ ।

ଏହା କରିବା ଦ୍ଵାରା ଆପଣ ଜୀବ ହତ୍ୟାରୁ ମୁକ୍ତି ପାଇ ପାରିବେ । ଯଦି ଆପଣ ଖାଉଥିବା ବେଳେ ଝିଟିପିଟିର ଶବ୍ଦ ଶୁଣନ୍ତି ତେବେ ଏହା ଶୁଭ ହୋଇଥାଏ । ଏପରି ହେଲେ ଆପଣ ଘରେ ଧନର ଆଗମନ ହୋଇଥାଏ । ଯଦି ଆପଣ ଝିଟିପିଟିର ସମାଗମ ବା ଏକରୁ ଅଧିକ ଝିଟିପିଟି ଦେଖନ୍ତି ତେବେ କୌଣସି ପୁରୁଣା ମିତ୍ରଙ୍କ ସହ ଆପଙ୍କର ଭେଟ ହୋଇପାରେ । ଯଦି ସ୍ଵପ୍ନରେ ଆପଣ ମାରିବା ଝିଟିପିଟି ଦେଖିବେ ତେବେ ଏହା ଅଶୁଭ ହୋଇଥାଏ ।

ଯଦି ଆପଣଙ୍କ ହାତରେ ବା ମସ୍ତିସ୍କରେ ଝିଟିପିଟି ଖସି ପଡେ ତେବେ ଜୀବନରେ ମାନ ସମାନ ପାଇବା ସହ ଧନ ସମ୍ପତିର ଆଗମନ ହୋଇଥାଏ । ଯଦି ଖାଇବା ସମୟରେ ଝିଟିପିଟି ଆପଙ୍କ ଗୋଡ ତଳକୁ ଆସିଥାଏ ତେବେ ଆପଣ କୌଣସି ରୋଗର ଶିକାର ହୋଇ ପାରନ୍ତି । ଯଦି ଆପଣ କଥା ହେଉଥିବା ବେଳେ ଝିଟିପିଟି ଶବ୍ଦ କରିଥାଏ ତେବେ ଆପଣଙ୍କର ସେହି କଥାଟି ସତ୍ୟ ହୋଇଥାଏ ।

ଝିଟିପିଟି ମଠା ଉପରେ ଖସିଲେ ଧନ ପ୍ରାପ୍ତ ହୋଇଥାଏ । ଦକ୍ଷିଣ କାନ୍ଧରେ ଏହା ଖସିଲେ ଦାମିକା ଦ୍ରବ୍ଯ ବା ଅଳଙ୍କାରର ପ୍ରାପ୍ତ ହୋଇଥାଏ । ବାମ କାନ୍ଧରେ ଖସି ପଡିଲେ ଆୟୁଷ ବୃଦ୍ଧି ହୋଇଥାଏ । ଯଦି ପୂଜା କରିବା ବେଳେ ଝିଟିପିଟି ଦେଖନ୍ତି ତେବେ କିଛି ଗଙ୍ଗା ଜଳ ଛିଞ୍ଚି ଦେଇ ମା ଲକ୍ଷ୍ମୀଙ୍କ ଆରାଧନା କରିଲେ ଆପଣଙ୍କର ସବୁ କାମ ପୂରଣ ହେବ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଟିପ୍ପଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।