ପୁଅଙ୍କ ହୃଦୟ ଜିତିବାରେ ମାହିର ହେଇଥାନ୍ତି ଏହି 2 ଟି ନାମର ଝିଅ- Jyotish Shastra

ଆପଣ ମାନେ ତ ଜାଣିଥିବେ ପ୍ରଥମ ଦେଖାରେ ହେଉଥିବା ଭଲ ପାଇବା ବିଷୟେରେ । ଆପଣ ଏଭଳି ମଧ୍ୟ କହି ପାରନ୍ତି କି ପ୍ରଥମ ଦେଖାରେ ସେ ଆପଣଙ୍କର ମନ କିଣି ନେଇ ଗଲେ । ଆଜି ଆମେ ଏଭଳି କିଛି ଝିଅଙ୍କ କିମ୍ବା ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯାହାକୁ ପ୍ରଥମେ ଦେଖିଲେ ହିଁ ଆପଣ ନିଜର ମନ ଦେଇ ବସିବେ । ମାତ୍ର ଠିକ ସେହି ଭଳି କିଛି ଝିଅ ଥାନ୍ତି ଯେଉଁ ମାନେ ପୁଅ ପିଲାଙ୍କୁ କିମ୍ବା ପୁରୁଷଙ୍କୁ ନିଜ ଆଡକୁ ଆକ୍ରୁଷ୍ଟ କରିବା ପାଇଁ ପାଗଳ ଥାନ୍ତି । ତେବେ କିଛି ଜଣ ନିଜର ରାଶି ହିସାବରେ କିମ୍ବା ନିଜର ପରିବାର ଚଳଣି ହିସାବରେ ବଡ ହୋଇ ଥାନ୍ତି ତ କୀଛି ଝିଅଙ୍କ ନାମ ରୁ ଆପଣ ଜାଣି ପାରିବେ ସେମାନେ କିଭଳି ପାଗଳ ଥାନ୍ତି ପୁଅଙ୍କୁ ନିଜ ଆଡକୁ ଆକ୍ରୁଷ୍ଟ କରିବା ପାଇଁ ।

ଆଜି ଆମେ ଆପଣଙ୍କୁ ଏଭଳି ଦୁଇଟି ନାମ ଥିବା ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଏହି ସ୍ବଭାବର ଅଟନ୍ତି । ଏହି ନାମ ର ଅଧିକ ଝିଅ ମାନେ ନିଜକୁ ସୁନ୍ଦରୀ ବୋଲି ଭାବନ୍ତି ।  ଆପଣ ମାନେ ତ ଜାଣି ଥିବେ ପ୍ରତେକ ଝିଅଙ୍କ ଜୀବନରେ କେହି  ନା କେହି ତାର ସ୍ଵପ୍ନ ର ରାଜ୍କୁମାର ଥାଏ । କିଛି ଝିଅ ମାନେ ତ ଅନେକ ଅଭିନେତା କିମ୍ବା ଅନେକ ମଡେଲଙ୍କୁ ପସନ୍ଦ କରନ୍ତି। ପ୍ରଥମେ ଆସନ୍ତୁ ଜାଣିବା “ପ” ଅକ୍ଷରରେ ଆରମ୍ଭ ହେଉଥିବା ଝିଅ ମାନେ ।

ଏମାନେ ବହୁତ ସୁନ୍ଦରୀ ସାନ୍ତ ସ୍ଵଭାବ ର ଅଟନ୍ତି । ଏମାନଙ୍କୁ ଏତେ ସହଜରେ କେହି ବି ମିଳନ୍ତି ନି ନିଜର ପାର୍ଟନର ପାଇଁ । ଯଦି ଆପଣ ମାନେ କେବେ ଗଭୀର ଭାବେ ମାନେ ପକାଇ ବେ ତେବେ ଜାଣି ପାରିବେ ଏହି ନାମର ଝିଅ ମାନଙ୍କର ଅନ୍ଦାଜ ଟିକେ ଅଲଗା ଥାଏ । ଏମାନେ ଯାହା ସହ ବି ମିଶନ୍ତି ସେହି ଭଳି ହୋଇ ଯାନ୍ତି । ଏମାନଙ୍କ ସହ ଜିଏ ବି କଥା ହୁଏ ଏମାନେ ଏଭଳି କଥା ହୁଅନ୍ତି ଯେମିତି ଏମାନେ ଆପଣଙ୍କୁ ଅଧିକ ସମୟରୁ ଜାଣି ଛନ୍ତି ।

ଏମାନଙ୍କ ମନ ସଫା ହୋଇ ଥାଏ । ଏମାନେ ନିଜ ମନରେ କେବେବି ଅହଂକାର ଆଣନ୍ତି ନି । ତାଙ୍କର ଏହି ଗୁଣ ପାଇଁ ଅଧିକ ପୁଅ ମାନେ ତାଙ୍କୁ ନିଜର ମନ ଦେଇ ବସନ୍ତୀ । ଏମାନେ ନିଜ ଆଖ ପାଖ ଲୋକଙ୍କ ସହ ମଧ୍ୟ ବହୁତ ଭଲ ବ୍ୟବହାର କରନ୍ତି ଯାହା ପାଇଁ ତାଙ୍କୁ ଲୋକ ପ୍ରିୟତା ଅଧିକ ମିଳି ଥାଏ । ନିଜର ସାହାଜ୍ଯ କରିବା ଗୁଣ ପାଇଁ ସେମାନଙ୍କ ଆଡକୁ ସବୁ ପ୍ରକାର ପୁଅ ମାନେ ଆକ୍ରୁଷ୍ଟ ହୋଇ ଥାନ୍ତି ।

ଏବେ ଆସନ୍ତୁ ଜାଣିବା ଦ୍ଵିତୀୟ ନାମ କିମ୍ବା ଅକ୍ଷର କଣ ଅଟେ । ଏହା “ଅ” ଅଟେ । ଏହି ନାମର ଝିଅ ମାନେ ଅଧିକ ଚପଳ ଅଟନ୍ତି । ଏମାନଙ୍କ କଥା କହିବା ଶୈଳୀ ବହୁତ ଭଲ ଅଟେ । ଏମାନେ କିଛି ଏଭଳି ଭାବେ ନିଜର କଥାକୁ ଅନ୍ୟ ଆଗରେ ରଖନ୍ତି କି ଲୋକ ମାନେ କିମ୍ବା ଯେଉଁ ପୁଅ ଆଗରେ ଏମାନେ କଥା ହେଉ ଥାନ୍ତି ସେମାନଙ୍କର ମନ ହୁଏ କି ଏଭଳି କଥା ସେମାନେ ଶୁଣୁ ଥିବେ ଜୀବନ ସାରା ।

ଏମାନେ ଏଭଳି ଭାବେ ନିଜକୁ ଅନ୍ୟ ଆଗରେ ରଖନ୍ତି ଏହାଙ୍କ ସହ ଦେଖା ହେବା ପରେ ପୁଅ ମାନେ ଏମାନଙ୍କର ଛୋଟ ଛୋଟ ଜିନିଷର ଦିୱାନା ହୋଇ ଯାନ୍ତି । ଏମାନ ଙ୍କୁ ନିଜ ମନରୁ କାଢିବା ଏତେ ସହଜ ନୁହେଁ ।  ତେବେ ବନ୍ଧୁଗଣ ଆପଣଙ୍କୁ ଆମର ସୂଚନା ଭଲ ଲାଗିଲେ ଆମ ପେଜକୁ ଲାଇକ କରିବେ ।