ଚାକଚମକରୁ ଦୂରେଇ ନିଜ ଘରେ ଆମ ଭଳି ସାଧାରଣ ଭାବେ ରୁହନ୍ତି ଏହି ବଲୀଉଡ ଷ୍ଟାରମାନେ, ଦେଖେନ୍ତୁ ସେମାନଙ୍କର କିଛି ନ ଦେଖିଥିବା ଫୋଟୋ

ସବୁ ମଣିଷ ନିଜକୁ ମେଣ୍ଟେନ କରି ରଖିବାକୁ ଚାହେଁ । ଯେଉଁଥିରେ ଭଲ ଡ୍ରେସ ପିନ୍ଧିବା, ଦାମିକିଆ ଜୋତା ପିନ୍ଧିବା ଏବଂ ସବୁବେଳେ ଏମିତି ଲାଗିବ କି ଯେମିତି ବର୍ତ୍ତମାନ କେଉଁଠି ଯିବାର ଅଛି । ଏମିତି କରିବା ସାଧାରଣ ଜୀବନରେ ଅସମ୍ଭବ ଅଟେ କିନ୍ତୁ ଯେତେବେଳେ ଆମ୍ଭେମାନେ ଫିଲ୍ମର ଷ୍ଟାରମାନଙ୍କୁ ଦେଖୁ ତେବେ ଏହା ଭାବି ଥାଉ କି ଏମାନେ ଶୋଇଥିବା ସମୟରେ ବି ସୁଟ ବୁଟ ପିନ୍ଧିଥାନ୍ତି । କିନ୍ତୁ ଏହି ଭାବନା ପୂରାପୂରି ଭୁଲ ଅଟେ ।

କାରଣ ନିଜକୁ ମେଣ୍ଟେନ କରି ରଖୁଥିବା ବଲୀଉଡ ଷ୍ଟାରମାନେ ନିଜ ଘରେ ବିଲକୁଲ ସାଧାରଣ ମଣିଷ ଭଳି ରହିଥାନ୍ତି । ଯେତିକି ମେଣ୍ଟେନରେ କ୍ୟାମେରା ସାମ୍ନାରେ ରୁହନ୍ତି ସେତିକି  ସେମାନେ ନିଜର ଘରେ ରୁହନ୍ତି ନାହିଁ । ବର୍ତ୍ତମାନ ଆପଣ ଭାବୁଥିବେ କି ଏହି ଷ୍ଟାରମାନେ ତେବେ ନିଜ ଘରେ କେମିତି ରୁହନ୍ତି ?

ଚକାଚକକୁ ପଛରେ ଛାଡି ନିଜ ଘରେ ସବୁବେଳେ ସାଧାରଣ ମଣିଷ ଭଳି ରୁହନ୍ତି ଏହି ବଲୀଉଡ ଷ୍ଟାରମାନେ

ସଲମାନ ଖାନ

ଆପଣମାନେ ସବୁବେଳେ ଜୀନ୍ସ, ଗଞ୍ଜି ଏବଂ ମହଙ୍ଗା ଜୋତାରେ ଦେଖିଥିବେ ସଲମାନ ଖାନଙ୍କୁ । କିନ୍ତୁ ସେ ନିଜ ଘରେ ହାପ ପ୍ୟାଣ୍ଟରେ ରୁହନ୍ତି । ଆପଣଙ୍କୁ କହିଦେଉଛୁ ଯେ ସଲମାନ ନିଜର କୁକୁର ମାନଙ୍କୁ ବହୁତ ପସନ୍ଦ କରନ୍ତି ଏବଂ ତାଙ୍କ କୁକୁର ମାନେ ସବୁବେଳେ ତାଙ୍କ ଆଖ ପାଖରେ ରୁହନ୍ତି ।

ଅମିତାଭ ବଚ୍ଚନ

ବଲୀଉଡର ମହାନାୟକ ଅମିତାଭ ବଚ୍ଚନଙ୍କୁ ଆପଣ ସବୁବେଳେ ସୁଟ ବୁଟରେ ଦେଖିଥିବେ କିନ୍ତୁ ଘରେ ସେ ସାଧାରଣ କପଡ଼ା ପିନ୍ଧିବାକୁ ପସନ୍ଦ କରନ୍ତି । ସେ ପ୍ରାୟତଃ କୁର୍ତା-ପାୟଜାମାରେ ରୁହନ୍ତି । ଏବଂ ଅମିତାଭଙ୍କ ପାଖରେ ମଧ୍ୟ ଗୋଟେ କୁକୁର ଅଛି ଓ ସେ କୁକୁର ମାନଙ୍କୁ ବହୁତ ପସନ୍ଦ କରନ୍ତି ।

ଅକ୍ଷୟ କୁମାର

ଫିଲ୍ମରେ ଆକ୍ସନ ସିନ କରୁଥିବା ଅକ୍ଷୟ କୁମାର ବର୍ତ୍ତମାନ ବକ୍ସ ଅଫିସରେ ରାଜ କରୁଛନ୍ତି । ଅକ୍ଷୟ କୁମାର ଥରେ କହିଥିଲେ କି ଯେତେବେଳେ ସେ ଘରେ ରହିଥାନ୍ତି ସେତେବେଳେ ସେ ସପ୍ତାହକୁ ଥରେ ଖାଇବା ବନାଇ ଥାନ୍ତି ଏବଂ ତାଙ୍କୁ ଏହା କରିବା ବହୁତ ଭଲ ଲାଗେ ।

ଋତିକ ରୋଶନ

ବଲୀଉଡର ସୁପରହିରୋ କୁହାଯାଉଥିବା ଅଭିନେତା ଋତିକ ରୋଶନ ନିଜର ପିଲାମାନଙ୍କ ପାଇଁ ସେ ନିଜେ ପିଲା ହୋଇଯାଆନ୍ତି । ଏବଂ ସ୍ତ୍ରୀ ଠାରୁ ତଲାକ ହେବା ପରେ ତାଙ୍କର ବେଶି ସମୟ ସେ ତାଙ୍କର ପିଲାମାନଙ୍କ ସହ ବ୍ୟତିତ କରିଥାନ୍ତି ।

ଆଲିୟା ଭଟ୍ଟ

ବଲୀଉଡର ଚୂଲବୁଲି ଅଭିନେତ୍ରୀ ନାମରେ ଫେମସ ଆଲିୟା ଭଟ୍ଟ ନିଜ ଘରେ ବି ପୁରା କୁଲ ଅନ୍ଦାଜରେ ରୁହନ୍ତି ଏବଂ ସେ ଏମିତି କରିବା ଦ୍ଵାରା ନିଜକୁ ଫ୍ରୀ ମନେ କରନ୍ତି ।

ତେବେ ଫ୍ରେଣ୍ଡ୍ସ ଆସ କରୁଛୁ ଆପଣ ମାନଙ୍କୁ ଆମର ଏହି ଆର୍ଟିକ୍ଲ ପସନ୍ଦ ଆସିଥିବା, ପସନ୍ଦ ଆସିଲେ ଲାଇକ , ଶେୟାର ଓ କମେଣ୍ଟ କରିବାକୁ ଭୁଲିବେନି।