Ollywood ର ଏହି Top 10 ସୁନ୍ଦରୀ ହିରୋଇନ ମାନଙ୍କର ପ୍ରକୃତ ବୟସ କେତେ ? 3 ନମ୍ବର ହିରୋଇନଙ୍କ ସୁନ୍ଦରତା ଆଗରେ ଫେଲ ହେଇଯାଇଛି ବୟସ

ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଅଭିନେତ୍ରୀ ମାନେ ନିଜର ଜବରଦସ୍ତ ଅଭିନୟ ପାଇଁ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ସେମାନେ ଦେଖିବାକୁ ଯେତିକି ସୁନ୍ଦର ତାଙ୍କର ଅଭିନୟ ମଧ୍ୟ ସେତିକି ସୁନ୍ଦର ଅଟେ ।

ବଲିଉଡ ଭଳି ଓଲିଉଡରେ ମଧ୍ୟ ଅଭିନେତ୍ରୀ ମାନେ ନିଜର ବୟସ ଅନୁସାରେ ନିଜକୁ ମେଣ୍ଟେନ କରି ରଖିବାକୁ ପସନ୍ଦ କରନ୍ତି । ଆଜି ଆମେ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ମାନଙ୍କର ପ୍ରକୃତ ବୟସ କେତେ ସେହି ବିଷୟରେ କହିବାକୁ ଯାଉଛୁ । ୧- “ମହେଶ୍ଵତା ରାଏ” : ଓଡିଆ ଅଭିନେତ୍ରୀ ମହେଶ୍ଵତା ରାଏ ୧୯୬୨ ଜୁଲାଇ ୨ରେ ଜନ୍ମଗ୍ରହଣ କରିଥିଲେ । ବର୍ତ୍ତମାନ ତାଙ୍କର ବୟସ ୫୮ ବର୍ଷ ଅଟେ ।

୨- “ଅପରାଜିତା ମହାନ୍ତି” – ଓଡିଆ ଅଭିନେତ୍ରୀ ଅପରାଜିତା ମହାନ୍ତି ୧୯୬୫ ମେ ୧୫ରେ ଜନ୍ମଗ୍ରହଣ କରିଥିଲେ । ବର୍ତ୍ତମାନ ତାଙ୍କର ବୟସ ୫୫ ବର୍ଷ ଅଟେ ।

୩- “ରଚନା ବାନାର୍ଜୀ” : ଓଡିଆ ଇଣ୍ଡଷ୍ଟ୍ରିରେ ସାନଦାର ଅଭିନେତ୍ରୀ ରଚନା ବାନାର୍ଜୀ ୧୯୭୪ ଅକ୍ଟୋବର ୨ରେ ଜନ୍ମଗ୍ରହଣ କରିଥିଲେ । ବର୍ତ୍ତମାନ ତାଙ୍କର ବୟସ ୪୬ ବର୍ଷ ଅଟେ ।

୪- “ଅନୁ ଚୌଧୁରୀ” : ଓଲିଉଡ ଇଣ୍ଡଷ୍ଟ୍ରିରେ ସବୁଠାରୁ ସୁନ୍ଦର ଅଭିନେତ୍ରୀ ଅନୁ ଚୌଧୁରୀ ୧୯୮୯ ଅଗଷ୍ଟ ୩୦ରେ ଜନ୍ମଗ୍ରହଣ କରିଥିଲେ । ବର୍ତ୍ତମାନ ତାଙ୍କର ବୟସ ୪୧ ବର୍ଷ ଅଟେ ।

୫- “ବର୍ଷା ପ୍ରିୟଦର୍ଶିନୀ” : ଓଡିଆ ଜଗତର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ୧୯୮୪ ଅଗଷ୍ଟ ୭ରେ ଜନ୍ମଗ୍ରହଣ କରିଥିଲେ । ବର୍ତ୍ତମାନ ତାଙ୍କର ବୟସ ୩୬ ବର୍ଷ ଅଟେ ।

୬- “ଅର୍ଚ୍ଚିତା ସାହୁ” : ଓଲିଉଡର ଜବରଦସ୍ତ ଅଭିନୟ ପାଇଁ ପରିଚିତ ଅର୍ଚ୍ଚିତା ସାହୁ ୧୯୯୦ ଜୁନ ୨୯ରେ ଜନ୍ମଗ୍ରହଣ କରିଥିଲେ । ବର୍ତ୍ତମାନ ତାଙ୍କର ବୟସ ୩୦ ବର୍ଷ ଅଟେ ।

୭- “ରିୟା ଦେ” : ଓଲିଉଡର ଜବରଦସ୍ତ ଅଭିନୟ ପାଇଁ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ରିୟା ଦେ ୧୯୯୧ ଅକ୍ଟୋବର ୧୨ରେ ଜନ୍ମଗ୍ରହଣ କରିଥିଲେ । ବର୍ତ୍ତମାନ ତାଙ୍କର ବୟସ ୨୯ ବର୍ଷ ଅଟେ ।

୮- “ପ୍ରିୟା ଚୌଧୁରୀ” : ଓଡିଆ ଜଗତରେ ଜବରଦସ୍ତ ଅଭିନୟ ପାଇଁ ଜଣାଶୁଣା ଅଭିନେତ୍ରୀ ପ୍ରିୟା ଚୌଧୁରୀ ୧୯୮୯ ଜୁଲାଇ ୨୫ରେ ଜନ୍ମଗ୍ରହଣ କରିଥିଲେ । ବର୍ତ୍ତମାନ ତାଙ୍କର ବୟସ ୨୯ ବର୍ଷ ଅଟେ ।

୯-  “ଝିଲିକ ଭଟ୍ଟାଚାର୍ଜ୍ୟ” : ଓଡିଆ ଅଭିନେତ୍ରୀ ଝିଲିକ ୧୯୯୪ ଜୁନ ୧ରେ ଜନ୍ମଗ୍ରହଣ କରିଥିଲେ । ବର୍ତ୍ତମାନ ତାଙ୍କର ବୟସ ୨୬ ବର୍ଷ ଅଟେ ।

୧୦- “ଏଲିନା ସାମନ୍ତରାଏ” : ଅଭିନେତ୍ରୀ ଏଲିନା ସାମନ୍ତରାଏ ୧୯୯୬ ଜୁଲାଇ ୨୩ରେ ଜନ୍ମଗ୍ରହଣ କରିଥିଲେ । ବର୍ତ୍ତମାନ ତାଙ୍କର ବୟସ ୨୫ ବର୍ଷ ଅଟେ ।

୧୧- “ପ୍ରକୃତି ମିଶ୍ର” : ଅଭିନେତ୍ରୀ ପ୍ରକୃତି ମିଶ୍ର ୧୯୯୫ ମାର୍ଚ ୩ରେ ଜନ୍ମଗ୍ରହଣ କରିଥିଲେ । ବର୍ତ୍ତମାନ ତାଙ୍କର ବୟସ ୨୬ ବର୍ଷ ଅଟେ ।

୧୨- “ଶିବାନୀ ସଂଗୀତା’ : ଅଭିନେତ୍ରୀ ଶିବାନୀ ସଂଗୀତା  ୨୦୦୧ ଜୁଲାଇ ୧୨ରେ ଜନ୍ମଗ୍ରହଣ କରିଥିଲେ । ବର୍ତ୍ତମାନ ତାଙ୍କର ବୟସ ୧୯ ବର୍ଷ ଅଟେ ।

୧୩- “ତମନା ଭାୟସ” : ଅଭିନେତ୍ରୀ ତମନା ଭାୟସ ୧୯୯୬ ନଭେମ୍ବର ୧୪ରେ ଜନ୍ମଗ୍ରହଣ କରିଥିଲେ । ବର୍ତ୍ତମାନ ତାଙ୍କର ବୟସ ୨୪ ବର୍ଷ ଅଟେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।