ଜିଓ ଗ୍ରହକଙ୍କ ପାଇଁ ଖୁସି ଖବର, 75 ଟଙ୍କାର ଏହି ନୂଆ ପ୍ଳାନରେ ମିଳିବ ଫାଇଦା ହିଁ ଫାଇଦା

ନମସ୍କାର ବନ୍ଧୁଗଣ । ଟେଲିକମ କମ୍ପାନୀ ମାନଙ୍କ ମଧ୍ୟରେ ଜୋରଦାର ମୁକାବିଲା ଲାଗି ରହିଛି । କେଉଁ କମ୍ପାନୀ ଗ୍ରାହକ ମାନଙ୍କ ପାଇଁ ସାନଦାର ଅଫର ଦେବ ଏହାକାଉ ନେଇ ମୁକାବିଲା ଚାଲିଛି । ଶେଷରେ ଜିଓ କମ୍ପାନୀ ନୂଆ ଅଫର ଦେଇଛି ।

ଜିଓ କମାଣି ଏମିତି ଏକ ପ୍ଳାନ ଭାର କରିଛି ଯାହାକୁ ଆପଣ ମାନେ ଶୁଣିଲେ ଖୁସି ହୋଇଯିବେ ।ଜିଓ କମ୍ପାନୀର ଏହି ନୂଆ ଅଫର ଅନୁସାରେ ୭୫ ଟଙ୍କା ରିଚାର୍ଜ କରିଲେ ଦୁଇ ମାସ ଭ୍ୟାଲିଦିତି ମିଳିବ । ଏହା ସହ ୭୫ ଟଙ୍କାରେ ଫ୍ରି କଲ ସହ ଡାଟା ମଧ୍ୟ ଫ୍ରି ରହିବ । ଖାସ ଅଫର ହେଉଛି ଗୋଟେ ରିଚାର୍ଜ ପ୍ଳାନ କରିଲେ ଆଉ ଗୋଟେ ପ୍ଳାନ ଫ୍ରି ମିଳିବ । ଏହାର ଅର୍ଥ ହେଉଛି ୭୫ ଟଙ୍କା ରିଚାର୍ଜ କରିଲେ ୫୬ ଦିନର ଭ୍ୟାଲିଡିଟି ମିଳିବ ।

ଜିଓର ଏହି ପ୍ଲାନରେ ପ୍ରତେକ ନେଟୱାର୍କରେ ଅନଲିମିଟେଡ କଳା କରି ହେବ । ଜିଓ ପ୍ଲାନରେ 6GB ଡାଟା ମିଳିବ ଯାହା ଦ୍ଵାରା ଗ୍ରାହକ ମାନେ ଉପକୃତ ହେବେ । ଏହି ନୂଆ ପ୍ଳାନ ଅନୁସାରେ ୫୦ଟି SMS କରିବାର ସୁବିଧା କରା ଯାଇଛି ।

ଜିଓ କମ୍ପାନୀ ବ୍ଯତୀତ ଏୟାରଟେଲ କମ୍ପାନୀ ମଧ୍ୟ ପଛରେ ନ ରହି ଗ୍ରାହକ ମାନଙ୍କ ପାଇଁ ନୂଆ ନୂଆ ଅଫର ନେଇ ଆସୁଛି । ଏୟାରଟେଲ କମ୍ପାନୀ ମଧ୍ୟ ଗ୍ରାହକ ମାଙ୍କଉ ନିଜ ଆଡକୁ ଆକର୍ଷିତ କରିବା ପାଇଁ କିଛି ନୂଆ ପ୍ଳାନ କରିଛି । ଏହି ନୂଆ ପ୍ଳାନ ଅନୁସାରେ ୩୪୯ ଓ ୨୯୯ ଟଙ୍କା ପ୍ରିପେଡ ପ୍ଲାନରେ ପରିବର୍ତ୍ତନ କରିଛି । ୩୪୯ ଟଙ୍କା ରିଚାର୍ଜରେ ଅଧିକ ଡାଟା ଓ ୨୯୯ ଟଙ୍କା ରିଚର୍ଜରେ ଅଧିକ ଭ୍ୟାଲିଡିଟି ରହିବ ।

ଏୟାରଟେଲ ପ୍ଲାନକୁ ଅଫିସିୟାଲ ସାଇଡରେ ଲାଇକ କରା ଯାଇଛି । ଏୟାରଟେଲ ୩୪୯ ଟଙ୍କା ପ୍ଲ୍ଯାନରେ ରିଚାର୍ଜ କରିଲେ ଆଗରୁ ୨୮ ଦିନର ଭ୍ୟାଲିଡିଟି ମିଳୁଥିଲା । ବର୍ତ୍ତମାନ ଏହି ପ୍ଲାନରେ 2.5 GB ଡାଟା ରହିବା ସହ ଅନଲିମିଟେଡ କଲ ଓ SMS ରହିବ । ଏୟାରଟେଲର ୨୯୯ ଟଙ୍କାର ପ୍ଳାନ ରିଚାର୍ଜ କରିଲେ ଆଗରୁ ୨୮ ଦିନର ଭ୍ୟାଲିଡିଟି ମିଳୁଥିଲା । କିନ୍ତୁ ବର୍ତ୍ତମାନ ୩୦ ଦିନର ଭ୍ୟାଲିଟି ମିଳିବ ।

ଏହା ସହ ନେଟୱାର୍କରେ ଅନ ଲିମିଟେଡ କଲ ରହିବ । ଏହା ସହ ୩୦ GB ଡାଟା ରହିବ । ଏହା ଥିଲା ଗ୍ରାହକ ମାନଙ୍କ ପାଇଁ ଜିଓ ଓ ଏୟାରଟେଲ କମ୍ପାନୀ ତରଫରୁ ନୂଆ ପ୍ଳାନ ।

ତେବେ ଆପଣ ମାନଙ୍କୁ ଏହି ଦୁଇ ପ୍ଳାନ ମଧ୍ୟରୁ କଣ ଠିକ ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେରେ ଜଣାଇବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।