Bollywoodର ଏହି 3 ଅସଫଳ ହିରୋଙ୍କ ସ୍ତ୍ରୀମାନେ ଦେଖିବାକୁ ପରି ଭଳି ସୁନ୍ଦର, ରାହୁଲଙ୍କ ସ୍ତ୍ରୀଙ୍କୁ ଆଗରୁ କେବେ ଦେଖି ନଥିବେ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ବଲିଉଡ ର ଚର୍ଚ୍ଚା ସମସ୍ତ ବିଶ୍ୱ ରେ ହେଉଛି । ବଲିଉଡ ର ଦାମୀ ଫିଲ୍ମ ତଥା ବଲିଉଡର ଆକ୍ସନ ଦ୍ୱାରା ବର୍ତ୍ତମାନ ସମୟ ରେ ସମଗ୍ର ବିଶ୍ୱ ରେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀ କୁ ପରିଚିତ କରାଇ ପାରିଛି । ବଲିଉଡର ଅଭିନେତା ଓ ଅଭିନେତ୍ରୀ ମାନଙ୍କ ଅବଦାନ ମଧ୍ୟ ଏଥିରେ ସାମିଲ ଅଛି । କିନ୍ତୁ ବନ୍ଧୁଗଣ ବଲିଉଡର ଏପରି ମଧ୍ୟ କିଛି ଅଭିନେତା ଅଛନ୍ତି ଯେଉଁ ମାନେ ନିଜ କ୍ୟାରିଅର ର ଆରମ୍ଭରେ ବହୁତ ହିଟ ଫିଲ୍ମ ଦେଇ ବହୁତ ଚର୍ଚ୍ଚା କୁ ଆସିଥିଲେ । କିନ୍ତୁ ଧୀରେ ଧିରେ ସେମାନେ ଫ୍ଲପ ହୋଇ ଯାଇଥିଲେ ।

ତାଙ୍କର ଅଭିନୟ କୁ ଲୋକମାନେ ଆଉ ପସନ୍ଦ କରି ନ ଥିଲେ । ଯାହା ଦ୍ୱାରା ତାଙ୍କ କ୍ୟାରିଅର ରେ ଏକ ପ୍ରକାର ପୂର୍ଣଛେଦ ପଡିଯାଇଥିଲା । କିନ୍ତୁ ବନ୍ଧୁଗଣ ଆଜି ଆମେ ଯେଉଁ ଅଭିନେତା ମାନଙ୍କ ଵିଷୟ ରେ କହିବାକୁ ଯାଉଛୁ ସେମାନେ ବର୍ତ୍ତମାନ ସମୟ ରେ ଫ୍ଲପ ହେଲେ ମଧ୍ୟ ତାଙ୍କ ପତ୍ନୀ ମାନେ କୌଣସି ପରି ଠାରୁ କମ ନୁହଁନ୍ତି । ଏହି ଅଭିନେତା ମାନଙ୍କ ପତ୍ନୀ ମାନେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ଯେ କୌଣସି ଅଭିନେତ୍ରୀ ମଧ୍ୟ ଏହି ଅଭିନେତା ମାନଙ୍କ ପତ୍ନୀ ଙ୍କ ସାମ୍ନା ରେ ଫିକା ପଡିଯିବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଵିଷୟ ରେ ଆହୁରି ଅନେକ କଥା ।

୧. ରୋନିତ ରୋୟ-ରୋନିତ ବଲିଉଡ ର ଜଣେ ଜଣାଶୁଣା ଅଭିନେତା ଅଟନ୍ତି । ସେ ଯେତେବେଳେ ଫିଲ୍ମ ଇଣ୍ଡଷ୍ଟ୍ରୀ କୁ ଆସିଥିଲେ ସେତେବେଳେ ଅନେକ ହିଟ ଫିଲ୍ମ ଦେଇଥିଲେ । କିନ୍ତୁ ଧୀରେ ଧୀରେ ତାଙ୍କର ଅଭିନୟ ର ଚାହିଦା ତଳକୁ ଖସିବାକୁ ଲାଗିଥିଲା । ଯାହା ଦ୍ୱାରା ତାଙ୍କର ପ୍ରାୟ ଫିଲ୍ମ ଫ୍ଲପ ହୋଇଥିଲା । ନିକଟ ରେ ତାଙ୍କର “ଥଗ୍ସ ଅଫ ହିନ୍ଦୁସ୍ତାନ” ଓ “ଲଭ ରାତ୍ରି” ଫିଲ୍ମ ମଧ୍ୟ ଫ୍ଲପ ହୋଇଥିଲା । ବନ୍ଧୁଗଣ ରୋନିତ ଙ୍କ ପତ୍ନୀ ଙ୍କ ନାମ ହେଉଛି ନିଲମ ସିଂହ । ରୋନିତ ନିଲମ ଙ୍କୁ ୩ ୨୦୦୩ ମସିହା ରେ ବିବାହ କରିଥିଲେ । ନିଲମ ଦେଖିବାକୁ କୌଣସି ବଲିଉଡ ଅଭିନେତ୍ରୀ ଙ୍କ ଠାରୁ କମ ନୁହଁନ୍ତି ।

୨. ଫର୍ଡିନ ଖାନ-ସେ ପ୍ରଥମ କରି ୧୯୯୮ ମସିହା ରେ ଅଭିନୟ ଆରମ୍ଭ କରିଥିଲେ । କିନ୍ତୁ ୨୦୧୦ ମସିହା ରେ ଅଭିନୟ ଜଗତ କୁ ଅଲବିଦା କରିଥିଲେ । ସେ ଯେତେବେଳେ ବଲିଉଡରେ ପ୍ରଵେଶ କରିଥିଲେ ସେତେବେଳେ ଅନେକ ହିଟ ଫିଲ୍ମ ଦେଇଥିଲେ କିନ୍ତୁ କିଛି ବର୍ଷ ପରେ ଲୋକ ମାନେ ତାଙ୍କୁ ଆଉ ପସନ୍ଦ କରି ନ ଥିଲେ ଓ ତାଙ୍କର ସମସ୍ତ ଫିଲ୍ମ ବକ୍ସ ଅଫିସ ରେ ଫ୍ଲପ ହୋଇଥିଲା । ତେଣୁ ସେ ଅଭିନୟ ଜଗତ କୁ ସମ୍ପୂର୍ଣ୍ଣ ଭାବରେ ଅଲବିଦା କହିଥିଲେ । ତେବେ ବନ୍ଧୁଗଣ ତାଙ୍କ ପତ୍ନୀ ଙ୍କ ନାମ ହେଉଛି ନତାଶା । ସେମାନେ ଦୁଇ ଜଣ ୨୦୦୫ ମସିହା ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

୩. ରାହୁଲ ରୋୟ-ରାହୁଲ ଫିଲ୍ମ “ଆଶିକି” ଜରିଆ ରେ ବହୁତ ହିଟ ହୋଇଥିଲେ । କିନ୍ତୁ ସମୟକ୍ରମେ ସେ ମଧ୍ୟ ଫ୍ଲପ ଅଭିନେତା ଭାବରେ ଜଣାଯାଇଥିଲେ । କ୍ୟାରିଅର ର ଆରମ୍ଭ ରେ ତାଙ୍କୁ ଯେତିକି ପ୍ରଶଂସା ମିଳିଥିଲା ତାହା ଧୀରେ ଧୀରେ କମିବାକୁ ଲାଗିଥିଲା । ଦର୍ଶକ ମାନଙ୍କ ପାଖ ରେ ତାଙ୍କର ଚାହିଦା କମିବାକୁ ଲାଗିଥିଲା । ତେବେ ବନ୍ଧୁଗଣ ସେ ୨୦୦୦ ମସିହା ରେ ରାଜଲକ୍ଷ୍ମୀ ଙ୍କୁ ବିବାହ କରିଥିଲେ । କିନ୍ତୁ ଠିକ ତାହାର ୧୪ ବର୍ଷ ପରେ ୨୦୧୪ ମସିହା ରେ ସେ ରାଜଲକ୍ଷ୍ମୀ ଙ୍କୁ ଛାଡପତ୍ର ଦେଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।