ଶରୀର ଅସୁସ୍ଥ କାରଣରୁ ଏହି ଓଲିଉଡ ଅଭିନେତ୍ରୀ ଏବେ ହସ୍ପିଟାଲ ରେ

ଓଲିଉଡ ର ବ୍ୟାଡବୟ କ୍ୟାରେକ୍ଟର ରେ ବବି ମିଶ୍ରଙ୍କୁ ଆପଣ ବହୁତ ଥର ଦେଖିଥିବେ । ପ୍ରଥମେ ବବି ମିଶ୍ର ଆଲବମ କରୁଥିଲେ ଓ ପରେ ସେ ଓଲିଉଡ ଇଣ୍ଡଷ୍ଟ୍ରି କୁ ପ୍ରବେଶ କରିଥିଲେ ଓ ନିଜର ଜବରଦସ୍ତ ଆକ୍ଟିଂ ଦ୍ଵାରା ସେ ଦର୍ଶକ ମାନଙ୍କର ମନରେ ନିଜର ଏକ ଅଲଗା ପ୍ରକାରର ଜାଗା ବନେଇ ପାରିଥିଲେ । ଏହା ପରେ ତାଙ୍କର ରିଲ ଲାଇଫ ର ଲଭ ପରିଣତ ହୋଇଥିଲା ରିଅଲ ଲାଇଫ ରେ । ଓଡିଆ ପୁଅଙ୍କ ପ୍ରେମରେ ପଡିଥିଲେ ବେଙ୍ଗଲି ବିଉଟି କୋଏଲ ବାନାର୍ଜୀ ।

ବାସ ପ୍ରେମ ଓ ତା ପରେ ବିବାହ । ଦୁହିଁଙ୍କର ମ୍ୟାରେଡ ଲାଇଫ ବହୁତ ଭଲରେ କଟୁଥିଲା ।

କିନ୍ତୁ ଗତ କିଛି ଦିନ ହେବ ବବି ମିଶ୍ର ବହୁତ ମାତ୍ରାରେ ମନ ଦୁଃଖରେ ରହିଛନ୍ତି । ମାନସିକ ଚାପରେ ମଧ୍ୟ ରହିଛନ୍ତି ବବି ମିଶ୍ର । କାରଣ ତାଙ୍କର ସ୍ତ୍ରୀଙ୍କର ଦେହ ଅତ୍ୟନ୍ତ ଖରାପ ରହିଛି । ଆଗାମୀ ଦିନରେ ତାଙ୍କର ଗୋଟିଏ ଛୋଟ ଅପରେଶନ ହେବାର ଅଛି ।

ଆମ ଟିମ ତରଫରୁ ଆମେ ଭଗବାନଙ୍କୁ ପ୍ରାର୍ଥନା କରୁଛୁ କି ସେ ବବି ମିଶ୍ରଙ୍କ ଧର୍ମ ପତ୍ନୀ ଙ୍କୁ ଯଥା ଶୀଘ୍ର ଠିକ କରି ଦିଅନ୍ତୁ ଓ ସବୁ କିଛି ଆଗ ଭଳି ଠିକ ହୋଇଯାଉ ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।