ମାତା ପିତାଙ୍କର ମୁର୍ତ୍ୟୁର ଚାରି ବର୍ଷ ପରେ ହେଲା ଶିଶୁଟିର ଜନ୍ମ, ପୁରା ଘଟଣା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ଆଜି ଆମେ ଆପଣଙ୍କୁ ଏକ ଏମିତି ଖବର ବିଷୟରେ କହିବାକୁ ଯାଉଛୁ, ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇ ରହିଯିବେ । ଏହି ଖବରଟି ଏକ ଶିଶୁର ଅଟେ । ଯିଏକି ନିଜର ମାତା ପିତାର ମୁର୍ତ୍ୟୁ ପରେ ଜନ୍ମ ନେଇଛି । ବର୍ତ୍ତମାନ ଏହି ଖବରଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଖବର ଅନୁସାରେ ୨୦୧୩ରେ ଚୀନରେ ଏହି ଶିଶୁର ମାତା ପିତାଙ୍କର ଏକ କାର ଦୁର୍ଘଟଣାରେ ମୃତ୍ୟୁ ହୋଇଗଲା ।

ଏହି ଦୁର୍ଘଟଣାର ପାଖାପାଖି ୪ ବର୍ଷ ପରେ ଏହି ଶିଶୁଟିର ଜନ୍ମ ହେଲା । ଏହା ଶୁଣିବାକୁ ବହୁତ ଅସମ୍ଭବ ମାମଲା ଅଟେ କିନ୍ତୁ ଏହା ଏକଦମ ସତ ଅଟେ । କହିବାକୁ ଗଲେ ଏହି ଶିଶୁକୁ ଏକ ସେରୋଗେଟ ମହିଳା ଜନ୍ମ ଦେଇଛି ।

କହିବାକୁ ଗଲେ ଦମ୍ପତିଙ୍କର ମୃତ୍ୟୁ ସେହି ସମୟରେ ହୋଇ ଥିଲା, ଯେତେବେଳ ସେମାନେ ସନ୍ତାନ ପାଇଁ ନିଜର ଚିକିଶ୍ଚା କରାଉଥିଲେ । କହିଦେଉଛୁ କି ତାଙ୍କର ଭ୍ରୂଣକୁ ମାନେ ଫର୍ଟିଲାଇଜ୍ଡ ଏବ୍ରାୟଜକୁ ପୂର୍ବରୁ ଚୀନର ନନଜିଂଗ ସହରର ଏକ ହସ୍ପିଟାଲରେ ସୁରକ୍ଷିତ ରଖା ଯାଇଥିଲା । କହିଦେଉଛୁ କି ଏହାକୁ ହାସଲ କରିବା ପାଇଁ ଦମ୍ପତିଙ୍କୁ କେସ ବି ଲଢିବାକୁ ପଡିଥିଲା ।

କିନ୍ତୁ ଦୁଃଖର କଥା ଏହା ଅଟେ କି ନିଜ ପିଲାକୁ ଦେଖିବା ପୂର୍ବରୁ ସେମାନଙ୍କର ମୃତ୍ୟୁ ହୋଇଗଲା । ଖବର ଅନୁସାରେ ଲାଓସରେ ଏକ ସେରୋଗେଟ ମହିଳା ୯ ଡିସେମ୍ବରକୁ ଏହି ଶିଶୁକୁ ଜନ୍ମ ଦେଇଥିଲା । ଏହି ଶିଶୁଟିର ନାମ ତିୟାନତିୟାନ ରଖା ଯାଇଛି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଚିନରେ ସେରୋଗସୀ ମାନେ ଗର୍ଭକୁ ଭଡାରେ ଦେବା ମନା ଅଟେ ଓ ଏହା ଏକ ଆଇନ ବିରୁଦ୍ଧ କାମ ଅଟେ । କିନ୍ତୁ ଲାଓସରେ ସେରୋଗସୀ କରି ପାରିବେ । ଏହା ଛଡା ଏହି ଶିଶୁର ଆଈଙ୍କର କହିବା ଅଟେ କି ଏହି ଶିଶୁଟି ସବୁବେଳେ ହସୁଥାଏ ଓ ତାହାର ଆଖି ମୋ ଝିଅ ଭଳି ଅଟେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।