ଲଭ ମ୍ୟାରେଜ କରି ନିଜ ଜୀବନକୁ ବର୍ବାଦ କରିଦେଲେ TV ର ଏହି 6 ଜଣ ଅଭିନେତ୍ରୀ, ମିଳିଲା କେବଳ ଧୋକା

ଟିଭି ଇଣ୍ଡଷ୍ଟ୍ରିରେ କଳାକାର ମାନେ ଆରେଞ୍ଜ ମାରେଜ ଅପେକ୍ଷା ଲଭ ମ୍ୟାରେଜକୁ ପସନ୍ଦ କରନ୍ତି । କିନ୍ତୁ କିଛି କଳାକାର ମାନଙ୍କର ଲଭ ମ୍ୟାରେଜ ସଫଳ ହେଉଛି ତ ଆଉ କିଛି କଲାକ୍ରାଙ୍କର ଅସଫଳ ହେଉଛି । କିଛି ଅଭିନେତ୍ରୀ ମାନେ ନିଜ ମାତା-ପିତାଙ୍କର ବି-ରୁ-ଦ୍ଧ-ରେ ଯାଇ ଲଭ ମ୍ୟାରେଜ କରି ଆଜିକା ଡେଟରେ ଅସଫଳ ହୋଇଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ସେହି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଲଭ ମ୍ୟାରେଜ କରି ଆଜିକା ଡେଟରେ ଅନୁତାପ କରୁଛନ୍ତି । “ଡେଲନଜ ଇରାନୀ” : ଟିଭି ଜଗତର ଚୁଲବୁଲି ଅଦାକାରା ଡେଲନଜ ଇରାନୀ ରାଜୀବ ପଲଙ୍କ ସହ ୧୯୯୩ରେ ଲଭ ମ୍ୟାରେଜ କରିଥିଲେ । କିନ୍ତୁ ମ୍ୟାରେଜର ୧୪ ବର୍ଷ ପରେ ଦୁହେଁ ଅଲଗା ହୋଇଥିଲେ କାରଣ ରାଜୀବଙ୍କର ଅନ୍ୟ କାହା ସମ୍ପର୍କ ରହିଥିଲା ବୋଲି ଡେଲନଜ ମତ ଦେଇଥିଲେ ।

“ଜେନିଫର ୱିଙ୍ଗଜେଟ” : ଟିଭିର ପପୁଲାର ଅଭିନେତ୍ରୀ ଜେନିଫର ୱିଙ୍ଗଜେଟ ଟିଭି ସୋ “ଦିଲ ମିଲ ଗଏ” ରେ ଅଭିନୟ କରିବା ସମୟରେ ସେହି ସିରିଏଲର କୋ-ଷ୍ଟାର କରନ ସିଂ ଗ୍ରୋଭରଙ୍କ ସହ ୨୦୧୨ରେ ଲଭ ମାରେଜ କରିଥିଲେ । କିନ୍ତୁ ମାରେଜର ୨ ବର୍ଷ ପରେ ଦୁହେଁ ଏକା ସାଙ୍ଗରେ ରହିଥିଲେ ମଧ୍ୟ କରନ ବଲିଉଡ ଫିଲ୍ମ “ଏଲୋନ”ରେ ଅଭିନେତ୍ରୀ ବିପାଶା ବାସୁଙ୍କ ସହ କାମ କରିବା ସମୟରେ ବିପାଶାଙ୍କୁ ଭଲ ପାଇଥିଲେ । ଏହି କାରଣରୁ କରନ ଓ ଜେନିଫର ଦୁହେଁ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ ।

“ରଶ୍ମୀ ଦିଶାଇ” : “ଉତ୍ତରନ” ସିରିଏଲରେ ତପସ୍ୟା ଭୂମିକାରେ ଅଭିନେତ୍ରୀ ରଶ୍ମୀ ଦିଶାଇ ଅଭିନୟ କରିବା ସମୟରେ ସେହି ସିରିଏଲର କୋ-ଷ୍ଟାର ନନ୍ଦୀଶ ସନ୍ଧୁଙ୍କ ସହ ପ୍ରେମ କରି ମ୍ୟାରେଜ କରିଥିଲେ । କିନ୍ତୁ ମାରେଜ ପରେ ନନ୍ଦିସଙ୍କର ଅନ୍ୟ କାହା ସହ ସମ୍ପର୍କ ଥିବାରୁ ଦୁହିଙ୍କ ମଧ୍ୟରେ ମନାନ୍ତର ହୋଇଥିଲା । ଏହା ପରେ ରଶ୍ମୀ ଓ ନନ୍ଦିସ ସବୁ ଦିନ ପାଇଁ ଅଲଗା ହୋଇଥିଲେ ।

“ଦୀପିକା କକ୍କଡ” : “ଶଶୁରାଲ ସୀମର କା” ସିରିଏଲରେ କାମ କରିବା ସମୟରେ ଅଭିନେତ୍ରୀ ଦୀପିକା ନିଜ ବଏଫ୍ରେଣ୍ଡ ରୌନକ ଶ୍ୟାମସନଙ୍କ ସହ ଲଭ ମ୍ୟାରେଜ କରିଥିଲେ । କିନ୍ତୁ ଦୁହେଁ ପରସ୍ପରକୁ ଏତେ ଭଲ ଭାବେ ଜାଣିଥିଲେ ମଧ୍ୟ ମ୍ୟାରେଜ ପରେ ଦୁହିଙ୍କ ମଧ୍ୟରେ ବିବାଦ ହେବାରୁ ଦୁହେଁ ଅଲଗା ହୋଇ ଯାଇଥିଲେ ।

“ରୂପାଲ ତ୍ୟାଗୀ” : ଅଭିନେତ୍ରୀ ରୂପାଲ ତ୍ୟାଗୀ ମାରେଜ ନ କରିଥିଲେ ମଧ୍ୟ ସେ ତାଙ୍କ ବଏଫ୍ରେଣ୍ଡ ଅଙ୍କିତ ଗ୍ୟାରାଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ । କିନ୍ତୁ ରୂପାଲ ଅଙ୍କିତଙ୍କୁ ଯେତେ ଭଲ ପାଉଥିଲେ ସେତିକି ଭଲ ପାଇବା ଅଙ୍କିତ ତାଙ୍କୁ ଦେଇ ନ ଥିଲେ । ତେଣୁ ରୂପାଲ ତ୍ୟାଗୀ ପ୍ରେମରେ ଧୋକା ପାଇଥିଲେ ।


“ଦିବ୍ୟଙ୍କା ତ୍ରିପାଠୀ” : ଟିଭି ସୋ “ୟେ ହେ ମହବତେ” ରେ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ନିଜ କୋ-ଷ୍ଟାର ବିବେକ ଧୟାଙ୍କ ସହ ଲଭ ମ୍ୟାରେଜ କରିଥିଲେ । କିନ୍ତୁ ମ୍ୟାରେଜ ପରେ ବିବେକଙ୍କର ଅନ୍ୟ କାହା ସହ ସମ୍ପର୍କ ରହିଛି ବୋଲି ଜାଣିବାରୁ ଦିବ୍ୟଙ୍କା ଓ ବିବେକଙ୍କ ମଧ୍ୟରେ ମତାନ୍ତର ହୋଇଥିଲା । ଯାହାର ପରିଣାମ ସ୍ୱରୂପ ବିବେକ ଅନ୍ୟ କାହା ସହ ସମ୍ପର୍କ ରଖିବେ ନାହି ବୋଲି ଦିବ୍ୟଙ୍କାଙ୍କୁ କଥା ଦେଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।